1. କୃଷି ଖବର

ସିଫାଦ୍ୱାରା ଜଳକୃଷି କୃଷକ କ୍ଷେତ୍ର ବିଦ୍ୟାଳୟ ଉଦ୍‌ଘାଟିତ

ଭୁବେନଶ୍ୱର : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ସଂସ୍ଥା (ସିଫା) ଓ ଶସ୍ୟଶ୍ୟାମଳା କୃଷି ବିଜ୍ଞାନ କେନ୍ଦ୍ର, ସୋନାରପୁରର ମିଳିତ ଉଦ୍ୟମେର ପଶ୍ଚିମବଙ୍ଗ ରାଜ୍ୟର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସୋନାରପୁର ଠୋର ଏସ୍‌ସିଏସ୍‌ପି ଯୋଜନାର ସେଂଯାଜକ ଡଃ ବି. ଏନ୍‌. ପଲ୍ ଓ ଶସ୍ୟ ଶ୍ୟାମଳା କୃଷିବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ଏନ୍‌. ସି. ସାହୁଙ୍କ ନେତୃତ୍ୱେର ଦୁଇଟି, ଜଳକୃଷି କୃଷକ କ୍ଷେତ୍ର ବିଦ୍ୟାଳୟ (ଏଏଫ୍‌ଏଫ୍‌ଏସ୍‌) ଏବଂ ଲାଇଭ୍‌ଷ୍ଟକ୍ କୃଷକ କ୍ଷେତ୍ର ବିଦ୍ୟାଳୟ (ଏଲ୍‌ଏଫ୍‌ଏଫ୍‌ଏସ୍‌) ସ୍ୱାମୀ ସବର୍ଲୋକାନନ୍ଦଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।

KJ Staff
KJ Staff

ଭୁବେନଶ୍ୱର : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ସଂସ୍ଥା (ସିଫା) ଓ ଶସ୍ୟଶ୍ୟାମଳା କୃଷି ବିଜ୍ଞାନ କେନ୍ଦ୍ର, ସୋନାରପୁରର ମିଳିତ ଉଦ୍ୟମେର ପଶ୍ଚିମବଙ୍ଗ ରାଜ୍ୟର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସୋନାରପୁର ଠୋର ଏସ୍‌ସିଏସ୍‌ପି ଯୋଜନାର ସେଂଯାଜକ ଡଃ ବି. ଏନ୍‌. ପଲ୍ ଓ ଶସ୍ୟ ଶ୍ୟାମଳା କୃଷିବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ଏନ୍‌. ସି. ସାହୁଙ୍କ ନେତୃତ୍ୱେର ଦୁଇଟି, ଜଳକୃଷି କୃଷକ କ୍ଷେତ୍ର ବିଦ୍ୟାଳୟ (ଏଏଫ୍‌ଏଫ୍‌ଏସ୍‌) ଏବଂ ଲାଇଭ୍‌ଷ୍ଟକ୍ କୃଷକ କ୍ଷେତ୍ର ବିଦ୍ୟାଳୟ (ଏଲ୍‌ଏଫ୍‌ଏଫ୍‌ଏସ୍‌) ସ୍ୱାମୀ ସବର୍ଲୋକାନନ୍ଦଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।

ଏହାଦ୍ୱାରା ୨୦ଟି ଗ୍ରାମର ୫୦୦୦ କୃଷକ ଉପକୃତ ହେବା ସହିତ ଜଳକୃଷି ଓ ଗୋପାଳନ ବିଷୟେର ସବେିଶଷ ପ୍ରଯୁକ୍ତି ବିଦ୍ୟା ହାସଲ କରିପାରିବେ । କାନ୍ଥ ବିହୀନ ଏହି ବିଦ୍ୟାଳୟେର କୃଷକମୋନ ପରସ୍ପର ମଧ୍ୟେର ଭାବ ବିନିମୟ କରି ନିଷ୍ପତି ନେବାର ଦକ୍ଷତା ଓ କୃଷି ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ହାସଲ କରିପାରିବେ। କାର୍ଯ୍ୟକ୍ରମର ପ୍ରାରମ୍ଭେର ଭାରତ ସରକାରଙ୍କ ଯୁଗ୍ମ ସଚିବ ଶ୍ରୀ ସାଗର ମେହରା ଉପସ୍ଥିତ କୃଷକ ମାନଙ୍କୁ ସେମ୍ବାଧିତ କରିଥିଲେ । ତତ୍‌ପେର ଶସ୍ୟ ଶ୍ୟାମଳା କୃଷିବିଜ୍ଞାନ କେନ୍ଦ୍ରର ଉପସଭାପତି ସ୍ୱାମୀ ଶିବପୁରାନନ୍ଦ ନିଜର ବକ୍ତବ୍ୟ ରଖିଥିଲେ। ଆଇସିଏଆର୍‌-ସିଫାର ନେିଦ୍ଦର୍ଶକ ଡଃ ସେରାଜ କୁମାର ସ୍ୱାଇଁ ଉପସ୍ଥିତ କୃଷକମାନଙ୍କୁ ଉଦ୍େବାଧନ ଦେଇ ଶସ୍ୟ ଶ୍ୟାମଳା କୃଷିବିଜ୍ଞାନ କେନ୍ଦ୍ର ଓ ସିଫାର ମିଳିତ ସହେଯାଗେର ଚାଲିଥିବା ମତ୍ସ୍ୟଚାଷ ଓ ଅନ୍ୟାନ୍ୟ କୃଷିର ବିଭିନ୍ନ ଯୋଜନା ଗୁଡ଼ିକୁ ସଫଳ କରିବା ପାଇଁ ସହେଯାଗ କରିବାକୁ ପରାମର୍ଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ, ଛତିଶଗଡ଼ ଓ ଓଡିଶୋର ଏହି ଏଏଫ୍‌ଏଫ୍‌ଏସ୍ ଜନପ୍ରିୟ ହୋଇପାରିଛି ଓ ଏହାଦ୍ୱାରା ପଶ୍ଚିମବଙ୍ଗର କୃଷକମୋନ ସଂପ୍ରସାରଣ ଓ ପରାମର୍ଶ ସେବା ପାଇପାରେିବ । ଏହି ଅବସରେର କୃଷି କ୍ଷେତ୍ରେର ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି କୃଷକ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା କୃଷକ ଶ୍ରୀମତୀ ସୁନିତି ମଣ୍ଡଳ ଓ ଶ୍ରୀ ଅକ୍ଷୟ ମଣ୍ଡଳଙ୍କୁ ସିଫାର ନେିଦ୍ଦର୍ଶକ ଡଃ ସ୍ୱାଇଁ ସମ୍ମାନୀତ କରିଥିଲେ । ଏଟିଏଆର୍‌ଆଇ ର ନେିଦ୍ଦର୍ଶକ ଡଃ ଏସ୍‌. କେ.
ରାୟ କୃଷକମାନଙ୍କୁ ସହେଯାଗ କରୁଥିବାରୁ ସିଫାର ଭୂୟସୀ ପ୍ରଶଂସା କରିଥିଲେ ଓ ଉଦ୍‌ଘାଟି ହୋଇଥିବା ନୂତନ ବିଦ୍ୟାଳୟ ଦ୍ୱୟ ଗେବଷଣା ଓ ସଂପ୍ରସାରଣ ମଧ୍ୟେର ଥିବା ଶୂନ୍ୟସ୍ଥାନକୁ ଏକ ସେତୁ ରୂପେର କାର୍ଯ୍ୟ କରିବ ବୋଲି କହିଥିଲେ । ପ୍ରଧାନ ବୈଜ୍ଞାନିକ ତଥା ଏଫ୍‌ଏନ୍‌ପିଡିର ବିଭାଗୀୟ ମୁଖ୍ୟ ଡଃ ଏସ୍‌. ଏସ୍‌. ଗିରି ଗ୍ରାମାଂଚଳେର ଜୀବିକାଜର୍ନ ସୁଦୃଢ଼ କରିବା ପାଇଁ ଜଳକୃଷି ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି କରିଥିଲେ । ଅନ୍ୟମାନଙ୍କ ମଧ୍ୟେର ଡଃ ହିମାଂଶୁ କୁମାର ଦେ, ଡଃ ସ୍ୱାଗତ ଘୋଷ, ଡଃ ବି. ଏନ୍‌. ପଲ୍‌, ଡଃ ଏସ୍‌. ଅଧିକାରୀ, ସ୍ୱାମୀ ଶିବାପୂର୍ଣ୍ଣାନନ୍ଦ, ସ୍ୱାମୀ ଭାବାନ୍ତକନନ୍ଦ ଆଦି ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରେର କୃଷକେ-ବୌଜ୍ଞାନିକ ପ୍ରେଶ୍ନାତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଠିକି ହିତାଧିକାରୀ, କୃଷକ, ରାଜ୍ୟ ସରକାରଙ୍କ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀ ମୋନ ଉପସ୍ଥିତ ରହି ଚାଷୀମାନଙ୍କ ପ୍ରଶ୍ନର ଉତର ରଖିଥିଲେ । କୋଭିଡ ଗାଇଡ୍ ଲାଇନ୍ ଅନୁପାଳନ ପୂବର୍କ ଅନୁଷ୍ଠିତ ହୋଇଥିବା ଏହି ସଭୋର ପ୍ରାୟ ୨୦୦ କୃଷକ ଯୋଗଦାନ କରିଥିଲେ । ଶେଷେର କୃଷକମାନଙ୍କୁ ଛେଳି, କୁକୁଡ଼ା ଚିଆଁ, ମାଛ, ଚୂନ, ଖାଦ୍ୟ, ଖାଦ୍ୟ ପ୍ରସ୍ତୁତି ମେସିନ୍ ଓ ଅନ୍ୟାନ୍ୟ କୃଷି ଉପକରଣ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡଃ ବି. ଏନ୍‌. ପଲ୍ ଓ ଡଃ ଏନ୍‌. ସି. ସାହୁ ପରିଚାଳନା କରିଥିଲେ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments