1. କୃଷି ଖବର

ITOTY ଆଓ୍ବାର୍ଡ 2022: ଜାଣନ୍ତୁ କେଉଁ ଟ୍ରାକ୍ଟର ହେଲା ସର୍ବଶ୍ରେଷ୍ଠ ବିଜେତା

ଆୟୋଜିତ ହୋଇଛି ITOTY ଆଓ୍ବାର୍ଡ 2022 । ବିଭିନ୍ନ କ୍ୟାଟାଗୋରୀରେ ଟ୍ରାକ୍ଟର କମ୍ପାନୀକୁ ମିଳିଛି ପୁରସ୍କାର । ଜାଣନ୍ତୁ କେଉଁ ଟ୍ରାକ୍ଟର କେଉଁ କ୍ୟାଟାଗୋରୀରେ ହୋଇଛନ୍ତି ବିଜେତା...

Shuvanshu Kar
Shuvanshu Kar
Indian Tractor Of the Year 2022

Indian Tractor Of the Year 2022

ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଛି ITOTY ଆଓ୍ବାର୍ଡ 2022 । Indian Tractor of the year Awards ର ଏହା ତୃତୀୟ ସଂସ୍କରଣ । ଚଳିତ ଥର Indian tractor of the Year 2022 ବିଜେତା ହୋଇଛନ୍ତି Mahindra 575 DI XP Plus ଓ Massey Fergussion 246 । ଅପରାହ୍ନ 4ଟାରେ ଦିଲ୍ଲୀର ପଲମନ ଏରୋସିଟି ହୋଟେଲରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ITOTY 2022 ପାଇଁ ଏକ୍ସକ୍ଲୁସିଭ୍ ଏଗ୍ରି ମିଡିଆ ପାର୍ଟନର ରହିଛି କୃଷି ଜାଗରଣ ।

Indian Tractor Of the Year 2022

Indian Tractor Of the Year 2022

20 hP କ୍ୟାଟାଗୋରୀରେ ସର୍ବଶ୍ରେଷ୍ଠ ଟ୍ରାକ୍ଟର ପୁରସ୍କାର ପାଇଛି vst 171 । ସେହିପରି 21-30 hp କ୍ୟାଟାଗୋରୀରେ captaon 283 4wd, 31-40 hp କ୍ୟାଟାଗୋରୀରେ swaraj 735 fe, 41-45 hp କ୍ୟାଟାଗୋରୀରେ kubota mu 4501, 46-50 hp କ୍ୟାଟାଗୋରୀରେ new holland 3602 allroinder+, 51-60 hp କ୍ୟାଟାଗୋରୀରେ powertrack euro 55 powerhouse, -60 hpରୁ ଉର୍ଦ୍ଧ୍ବ କ୍ୟାଟାଗୋରୀରେ mahindra novo 755 Di

ଟ୍ରାକ୍ଟର ଶିଳ୍ପ ବିଶେଷଜ୍ଞଙ୍କ ଦ୍ବାରା ITOTY ଟ୍ରାକ୍ଟର ପୁରସ୍କାର ଚୟନ କରାଯାଏ । ITOTY ଜୁରି ସଦସ୍ୟଙ୍କ ଦ୍ବାରା ଭୋଟ୍ ପ୍ରକ୍ରିୟାରେ ସବୁଠାରୁ ଯୋଗ୍ୟ ବିଜେତା ବଛାଯାଏ । ITOTY ବିଜେତାମାନେ ସେମାନଙ୍କର ଗୁଣାତ୍ମକ ଉତ୍ପାଦ ମାଧ୍ୟମରେ କୃଷକମାନଙ୍କୁ ସନ୍ତୁଷ୍ଟ କରିବାରେ ସେମାନଙ୍କର ଅସାଧାରଣ କାର୍ଯ୍ୟ ପାଇଁ ପୁରସ୍କାର ପାଇଥାନ୍ତି । 2021ରେ ସୋନାଲିକା ଟାଇଗର 55(Sonalika Tiger 55) ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ।

Indian Tractor Of the Year 2022

Indian Tractor Of the Year 2022

TOTY ଆଓ୍ବାର୍ଡ 2022 ପାଇଁ 8 ଜଣ ଜୁରୀ ସଦସ୍ୟ ରହିଛନ୍ତି । ଜୁରୀ ସଦସ୍ୟଙ୍କ ମଧ୍ୟରେ ଏଲ ପି ଗିତେ, ଅରିନ୍ଦମ ମୌଲିକ, ୟଶ ଜାଟ, ପିକେ ବର୍ମା, ହେମନ୍ତ ଯୋଶୀ, ଆଶିଷ ଭରଦ୍ବାଜ, ସିଆର ମେହେଟ୍ଟା ଓ ପଲ ରାଜ ସାମିଲ ରହିଛନ୍ତି ।

ସ୍ବରାଜର ସେଲ୍ସ ମାର୍କେଟିଂ ମୁଖ୍ୟ ଟ୍ରାକ୍ଟରର ବ୍ୟବହାର ଏବଂ ଟେକ୍ନୋଲୋଜିର ପରିବର୍ତ୍ତନ ଉପରେ ନିଜର ମତ ବାଣ୍ଟିଥିଲେ । Gm Marketing& sales (ROW) CEAT Specialty ଶ୍ରୀ ଗୌରବ ଫୁଲ ତାଙ୍କ ମତାମତ ରଖିଥିଲେ । ଏହାସହିତ ଏସକର୍ଟର head brand excellence ରଣଜିତ୍ ଠାକୁର କୃଷକମାନଙ୍କ ସମସ୍ୟା ପାଇଁ କିପରି ସହାୟତା କେୟାର ସେଣ୍ଟର ଯୋଗାଇଥାଏ ସେ ସମ୍ବନ୍ଧରେ ତାଙ୍କ ମତାମତ ରଖିଥିଲେ ।

ITOTY-2022 ବିଜେତା

  • Indian tractor of the Year 2022-(1. Mahindra 575 DI XP Plus 2. Massey Fergussion 246)
  • Best tractor under 20 hp- vst 171
  • Best tractor 21-30 hp- Captaon 283 4wd
  • Best tractor 31-40 hp- swaraj 735 fe
  • Best tractor 41-45 hp- Kubota mu 4501
  • Kubota best title 40-50hp
  • Best tractor 41-45 hp- Kubota mu 4501
  • Best tractor 46-50 hp- new holland 3602 allrounder
  • Best tractor 51-60 hp- power trac euro 55 powerhouse
  • Best tractor above-60 hp- Mahindra novo 755 Di
  • Straw reaper of the year- Dashmesh 517
  • Reversible Plough of the year-Lemken Opal 90E
  • Smart Farm Machinery of the Year- Joint winners(1.Shaktiman cotton picker 2. Code by swaraj)
  • Post Harvest Solution of the year- New Holland Square baler..bc 5060
  • Rotavator of the year- Machio Gaspardo Virat Rotavator
  • Power Tiller of the year- VST 165 DI
  • Classic tractor of the year- Sonalika Sikandar DI 740
  • Most Sustainable Tractor of the year- Massey Fergusson 241 Dynatrac
  • Best 4 WD tractor of the year-(Same Deutz Agrolux 55 4wd, Solis 5015 4 Wd)
  • Best design tractor- kubota mu 5502
  • Best tractor for commercial application- Eicher 557
  • Best tractor for Agriculture- Farmtrac 60 Farmtrac
  • Orchard tractor of the Year-Sonalika Baagban RX32
  • Tractor Exporter of the Year- International Tractor Limited

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments