୨୦୧୮-୧୯ ଆର୍ଥିକ ଜେଟ ଉପସ୍ଥାପନା କରାଯାଇଥିବା ବଜେଟ ମଧ୍ୟମାନରେ ସରକାର କେବଳ ୨୦୧୯ ମାର୍ଚ ୩୧ ପର୍ଯ୍ୟନ୍ତ ଖର୍ଚ ନିମନ୍ତେ ଅନୁମତି ଲାଭ କରିଥିଲେ |ଚଳିତ ବର୍ଷ ଏପ୍ରିଲ ରୁ ମେ ମାସ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି |ଜୁଲାଇ ସୁଦ୍ଧା ନୂତନ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଉଦଗତେ ଉପସ୍ଥାପନା ହେବ
ତେଣୁ ଏହି ୪ ମାସ ପାଇଁ ବ୍ୟୟବରାତ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଶୁକ୍ରବାର ସଂସଦରେ ଅନ୍ତରୀଣ ବଜେଟ ଘୋଷଣା କରିଥିଲେ ଯାହା ୧୫ତମ ଅନ୍ତରୀଣ ବଜେଟ |
Share your comments