1. କୃଷି ଖବର

ଅନ୍ତରୀଣ ବଜେଟ କଣ??

ଅନ୍ତରୀଣ ବଜେଟ ସାଧାରଣତଃ ୨ଟି ପରିସ୍ଥିତି ରେ ଅଣାଯାଇଥାଏ |ପ୍ରଥମ ଯଦି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପଯୁକ୍ତ ସମୟ ନଥାଏ ଏବଂ ଦ୍ବିତୀୟତଃ ଯଦି ଲୋକ ସଭା ନିର୍ଵାଚନ ଲାଗି ସ୍ୱଳ୍ପ ସମୟ ଥାଏ ଉଭୟ ପରିସ୍ଥିତି ରେ ନୂତନ ଆର୍ଥିକ ବର୍ଷ ର ବାକି ମାସଗୁଡିକ ନିମନ୍ତେ ଉଦ୍ଧିଷ୍ଟ ଖର୍ଚ୍ଚ ଲାଗି ସରକାର ଅନ୍ତରୀଣ ବଜେଟ ଆଣିଥାନ୍ତି |

KJ Staff

୨୦୧୮-୧୯ ଆର୍ଥିକ ଜେଟ ଉପସ୍ଥାପନା କରାଯାଇଥିବା ବଜେଟ ମଧ୍ୟମାନରେ ସରକାର କେବଳ ୨୦୧୯ ମାର୍ଚ ୩୧ ପର୍ଯ୍ୟନ୍ତ ଖର୍ଚ ନିମନ୍ତେ ଅନୁମତି ଲାଭ କରିଥିଲେ |ଚଳିତ ବର୍ଷ ଏପ୍ରିଲ ରୁ ମେ ମାସ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି |ଜୁଲାଇ ସୁଦ୍ଧା ନୂତନ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଉଦଗତେ ଉପସ୍ଥାପନା ହେବ

ତେଣୁ ଏହି ୪ ମାସ ପାଇଁ ବ୍ୟୟବରାତ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଶୁକ୍ରବାର ସଂସଦରେ ଅନ୍ତରୀଣ ବଜେଟ ଘୋଷଣା କରିଥିଲେ ଯାହା ୧୫ତମ ଅନ୍ତରୀଣ ବଜେଟ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments