1. କୃଷି ଖବର

ଚନ୍ଦ୍ରରେ ଚାରା ଲଗାଇଲା ଚୀନ..

ଦେଶର ଚନ୍ଦ୍ର ଅଭିଯାନ ରେ ଅପୂର୍ବ ସଫଳତା ଲାଭ କରିଛି ଚୀନ |ପ୍ରଥମ ଥର ଲାଗି ଚନ୍ଦ୍ରରେ ଚୀନ ର ମହାକାଶଚାରୀ ମାନେ ଚାରା ଲଗାଇଥିଲେ ଏବଂ ଏହା ସହ ଏହାକୁ ୯ ଦିନ ରୁ ଅଧିକ ବଞ୍ଚାଇବା ଲାଗି ଦାବି ମଧ୍ୟ କରିଥିଲେ |୧୨ ତାରିଖରେ ଏହାର ଫୋଟୋ ମଧ୍ୟ ଜାରି କରାଯାଇଥିଲା |ଚୋଙ୍ଗକ୍ୱିଙ୍ଗ ବିଶ୍ୱବିଦ୍ୟାଳୟର ଗବେଷକ ମାନେ କହିଥିଲେ ଯେ ପରୀକ୍ଷାମୂଳକ ଭାବେ ଚନ୍ଦ୍ର ରେ ଚାରା ରୋପଣ କରାଯାଇଛି |

KJ Staff

ମାତ୍ର ଦୁଃଖ ବିଷୟ ଏହା ଯେ ପ୍ରଥମ ଚାରା ବୋଲାଉଥିବା ଏହି କପା ମଞ୍ଜି  ରୋପଣ ହେବାର ଅଳରେ କିଛି ସମୟ ମଧ୍ୟରେ ହିଁ ମୃତ ବୋଲି ଘୋଷିତ ହୋଇଛି |ଏବଂ ଜିନହୁଆ ଏହାକୁ ଦୁଃଖ ସହ କହିବା ସହ ;ପରୀକ୍ଷଣ ଅଂଟା ହୋଇଛି ବୋଲି ପ୍ରକାଶ ମଧ୍ୟ କରିଛନ୍ତି |କପା ,ଆଳୁ ,ରାଶି,ଫଳ ମାଛି ,ଇଷ୍ଟ ଇତ୍ୟାଦି କୁ ଏକ ପତ୍ର ରେ ଚନ୍ଦ୍ର କୁ ପଠାଯାଇଥିଲା ଏବଂ ଗବେଷକ ମାନେ ଚେଷ୍ଟା କରିଥିଲେ ଚାରା କୁ ସମସ୍ତ ପ୍ରକାର ଉପଯୁକ୍ତ ବାତାବରଣ ଯୋଗାଇବା ପାଇଁ |

ସମସ୍ତ ପ୍ରକାର ବ୍ୟବସ୍ତା ପରେ ମଧ୍ୟ ଏହି ଚାରା ଟି ଚନ୍ଦ୍ର ର  ୧୪ ଦିନିଆ  ଲୁନାର ନାଇଟ ର ସର୍ବନିମ୍ନ ତାପମାତ୍ରା -୧୭୦ ଡିଗ୍ରୀ କୁ ସହ୍ୟ କରିପାରିଲା ନାହିଁ |ଏହି ପରୀକ୍ଷଣ ଏବେ ଚନ୍ଦ୍ର ରେ ଖାଦ୍ୟ ଉତ୍ପାଦନ ପରି ବିଭିନ୍ନ ମିଶନ କୁ କାର୍ଯ୍ୟକାରୀ ଏବଂ ପରୀକ୍ଷା କରିବାରେ ସକ୍ଷମ କରିପାରିବ ବୋଲି ଗବେଷକ ଙ୍କ ବିଶ୍ୱାସ 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments