1. କୃଷି ଖବର

ଜେଇଇ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶ

ଜେଇଇ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶ

KJ Staff
KJ Staff


ଏନଟିଏ ଦ୍ୱାରା ପରିଚାଲିତ ଜେଇଇ ମୁଖ୍ୟ(ଇଞ୍ଜିନିୟରିଂ) ପରୀକ୍ଷା ଫଳ ୨୦୧୯ ମଙ୍ଗଳବାର ପ୍ରକାଶ ପାଇଛି |ଏହି ପରୀକ୍ଷାରେ ୨୪ ଜଣ ପାର୍ଥି ସତ ପ୍ରତିଶତ ନମ୍ବର ରଖିଛନ୍ତି |ପରୀକ୍ଷାରେ କଟଅଫ ମାର୍କ ୮୯.୭୫ ରଖାଯାଇଥିଲା ବେଳେ ସାଇ ଇଣ୍ଟରନେଶନାଲ ସ୍କୁଲ ର ଛାତ୍ର ପ୍ରତୀକ ଚୌଧୁରୀ ସର୍ବଭାରତୀୟ ସ୍ଥରରେ ୨୬ ନମ୍ବର ରାଙ୍କ ହାସଲ କରି ରାଜ୍ୟ ଇ ପ୍ରଥମ ସ୍ଥାନ ର ରହିଛନ୍ତି |ପ୍ରତୀକ ୯୯ ପ୍ରତିଶତ ମାର୍କ ପାଇଛନ୍ତି |

ଚଳିତ ବର୍ଷ ଜେଇଇ ପରୀକ୍ଷା ୨ ଟି ପର୍ଯ୍ୟାୟ ରେ ଅନଲାଇନ ହୋଇଥିଲା |ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜାନୁଆରୀ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ହୋଇଥିଲା ବେଳେ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୭ ୮ ୯ ୧୦ ୧୨ ରେ ହୋଇଥିଲା | ପରୀକ୍ଷା ଫଳ ୱେବସାଇଟ ରେ ପ୍ରକାଶ ପାଇଥିଲାବେଳେ ପାର୍ଥି ମାନେ ସ୍କୋର କାର୍ଡ ସହ ରାଙ୍କ କାର୍ଡ ଡାଉନଲୋଡ କରିବାର ସୁବିଧା ଉପଲବ୍ଧ ହୋଇଛି |

 

ପରୀକ୍ଷା ଫଳ ଜାଣିବା ଲାଗି ଏହି ଲିଙ୍କ ର ବ୍ୟବହାର କରନ୍ତୁ |

https://jeemain.nic.in/webinfo/Public/Home.aspx

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ