1. କୃଷି ଖବର

କାଳିଆ ଯୋଜନା ହିତାଧିକାରୀଙ୍କୁ ମିଳିବ ଅର୍ଥ …

କାଳିଆ ଯୋଜନା ହିତାଧିକାରୀଙ୍କୁ ୨୫ ତାରିଖରେ ମିଳିବ ଟଙ୍କା |ପ୍ରାୟେ ୧୨ ଲକ୍ଷ ଚାଷୀ ଏହାଦ୍ୱାର ଉପକୃତ ହେବେ ବୋଲି କହିଛନ୍ତି ସମବାୟ ସଚିବ କ୍ରିଷ୍ଣନ କୁମାର |ଆବେଦନ ପତ୍ର ଏବେ ଯାଞ୍ଚ ଚାଲିଛି ବୋଲି ସେ ଉଲ୍ଲେଖ କରିଛନ୍ତି |

KJ Staff
KJ Staff
କାଳିଆ ଯୋଜନା ହିତାଧିକାରୀଙ୍କୁ ୨୫ ତାରିଖରେ ମିଳିବ ଟଙ୍କା |ପ୍ରାୟେ ୧୨ ଲକ୍ଷ ଚାଷୀ ଏହାଦ୍ୱାର ଉପକୃତ ହେବେ ବୋଲି କହିଛନ୍ତି ସମବାୟ ସଚିବ କ୍ରିଷ୍ଣନ କୁମାର |ଆବେଦନ ପତ୍ର ଏବେ ଯାଞ୍ଚ ଚାଲିଛି ବୋଲି ସେ ଉଲ୍ଲେଖ କରିଛନ୍ତି |

ଯୋଜନାରେ ୧୫ ତାରୀଖ ସୁଦ୍ଧା ୬୫ ଲକ୍ଷ ରୁ ଅଧିକ ସଂଖ୍ୟା ସବୁଜ ଫର୍ମ ସଂଗୃହିତ ହୋଇଛି |ପ୍ରଥମ ପର୍ଯ୍ୟାୟ ତାଲିକା ରେ ୧୨ ଲକ୍ଷ ଚାଷୀଙ୍କୁ ଅର୍ଥ ମିଳିବ |ଆସନ୍ତା ୨୨ ତାରିଖ ସୁଦ୍ଧା ତାଲିକା ଚୂଡାନ୍ତ ହେବେ |
ପରବର୍ତୀ ସମୟରେ ଅନ୍ୟ ଆବେଦନ କାରୀଙ୍କୁ ଅର୍ଥ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି |
ସୂଚନା ଅନୁଯାୟି କାଳିଆ ଯୋଜନା ସମ୍ପର୍କିତ ସୂଚନା ପାଇଁ କାଳିଆ ବାର୍ତ୍ତା ଆରମ୍ଭ କରାଯାଇଛି |

ଆଜି ପର୍ଯ୍ୟନ୍ତ ଏହି ସୂଚନା ପ୍ରକ୍ରିୟାରେ ୩.୦୯ ଲକ୍ଷ କୃଷକ ସାମିଲ ହୋଇପାରିଛନ୍ତି |ଯୋଜନା ସମ୍ପର୍କରେ ଜାଣିବା ପାଇଁ ଲୋକମାନଙ୍କ ନିକଟକୁ ୨୪ ଲକ୍ଷ ୬୮ ହାଃଜ଼ାର ଅଧିକ ଏସଏମଏସ ପଠାଯାଇଛି |
ବୁଧବାର ସୁଦ୍ଧା ୩୫.୨୮ ଲକ୍ଷ ବ୍ୟକ୍ତି କାଳିଆ ୱେବସାଇଟ ବ୍ୟବହାର କରିଛନ୍ତି

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ