Krishi Jagran odia
Menu Close Menu

କାଳିଆ ଯୋଜନା ହିତାଧିକାରୀଙ୍କୁ ମିଳିବ ଅର୍ଥ …

Thursday, 17 January 2019 02:14 PM
kalia
କାଳିଆ ଯୋଜନା ହିତାଧିକାରୀଙ୍କୁ ୨୫ ତାରିଖରେ ମିଳିବ ଟଙ୍କା |ପ୍ରାୟେ ୧୨ ଲକ୍ଷ ଚାଷୀ ଏହାଦ୍ୱାର ଉପକୃତ ହେବେ ବୋଲି କହିଛନ୍ତି ସମବାୟ ସଚିବ କ୍ରିଷ୍ଣନ କୁମାର |ଆବେଦନ ପତ୍ର ଏବେ ଯାଞ୍ଚ ଚାଲିଛି ବୋଲି ସେ ଉଲ୍ଲେଖ କରିଛନ୍ତି |
kalia

ଯୋଜନାରେ ୧୫ ତାରୀଖ ସୁଦ୍ଧା ୬୫ ଲକ୍ଷ ରୁ ଅଧିକ ସଂଖ୍ୟା ସବୁଜ ଫର୍ମ ସଂଗୃହିତ ହୋଇଛି |ପ୍ରଥମ ପର୍ଯ୍ୟାୟ ତାଲିକା ରେ ୧୨ ଲକ୍ଷ ଚାଷୀଙ୍କୁ ଅର୍ଥ ମିଳିବ |ଆସନ୍ତା ୨୨ ତାରିଖ ସୁଦ୍ଧା ତାଲିକା ଚୂଡାନ୍ତ ହେବେ |
ପରବର୍ତୀ ସମୟରେ ଅନ୍ୟ ଆବେଦନ କାରୀଙ୍କୁ ଅର୍ଥ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି |
ସୂଚନା ଅନୁଯାୟି କାଳିଆ ଯୋଜନା ସମ୍ପର୍କିତ ସୂଚନା ପାଇଁ କାଳିଆ ବାର୍ତ୍ତା ଆରମ୍ଭ କରାଯାଇଛି |

ଆଜି ପର୍ଯ୍ୟନ୍ତ ଏହି ସୂଚନା ପ୍ରକ୍ରିୟାରେ ୩.୦୯ ଲକ୍ଷ କୃଷକ ସାମିଲ ହୋଇପାରିଛନ୍ତି |ଯୋଜନା ସମ୍ପର୍କରେ ଜାଣିବା ପାଇଁ ଲୋକମାନଙ୍କ ନିକଟକୁ ୨୪ ଲକ୍ଷ ୬୮ ହାଃଜ଼ାର ଅଧିକ ଏସଏମଏସ ପଠାଯାଇଛି |
ବୁଧବାର ସୁଦ୍ଧା ୩୫.୨୮ ଲକ୍ଷ ବ୍ୟକ୍ତି କାଳିଆ ୱେବସାଇଟ ବ୍ୟବହାର କରିଛନ୍ତି

Share your comments


CopyRight - 2019 Krishi Jagran Media Group. All Rights Reserved.