News

Vegetable Price:ଶୁକ୍ରବାର ପରିବା ଦର, ଜାଣନ୍ତୁ...

ଏଣିକି ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ଯାହାକୁ ନେଇ ଚିନ୍ତାରେ ଗୃହିଣୀ । ବଜାରରେ ଆକାଶଛୁଆଁ ହୋଇଛି ପରିବା ଦର (Vegetable Price Today) ।

29 July, 2022 11:32 AM IST By: Sudesna Nayak

ଏଣିକି ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ଯାହାକୁ ନେଇ ଚିନ୍ତାରେ ଗୃହିଣୀ । ବଜାରରେ ଆକାଶଛୁଆଁ ହୋଇଛି ପରିବା ଦର (Vegetable Price Today)

ସୂଚନା ଅନୁଯାୟୀ, ଲେମ୍ବୁ (LEMON)ର ଦାମ ସାଧାରଣ ଲୋକମାନଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ବିନ୍ (BEANS)​ଦର ଏବଂ ଗାଜର (Carrot)ର ଦର ।

ଶୁକ୍ରବାର (Friday)ବ୍ରହ୍ମପୁରରେ କଣ ରହିଛି ପନିପରିବା ଦର (Vegetable Price Today)ଜାଣନ୍ତୁ...

ଗତ କିଛି ମାସ ମଧ୍ୟରେ ହିଁ ବିନ୍ (BEANS)ର ଦର , ଲେମ୍ବୁ (LEMON)ର ଦର ,ଟମାଟୋ (Tomato)ର ଦର , ସଜନା ଛୁଇଁ (Drumstick)ର ଦର ,ପୋଟଳ (Pointed gourd)ର ଦର ,ଗାଜର (Carrot)ର ଦର , ପିଆଜ (ONION)ର ଦର, ଆଳୁ (POTATO)ର ଦର ,ବାଇଗଣର ଦର , ଆଦି ଅନେକ ପନିପରିବା ଦର (Vegetable Price)ଆକାଶ ଛୁଇଁଲାଣି । ଚିନ୍ତାରେ ଲୋକେ ।

ବ୍ରହ୍ମପୁରରେ ଶୁକ୍ରବାର (Friday)କଣ ରହିଛି ପନିପରିବା ଦର (Vegetable Price Today) ଜାଣନ୍ତୁ...

-ବାଇଗଣ ଦର-50.00 ଟଙ୍କା

-ପୋଟଳ ଦର-60.00 ଟଙ୍କା

-ଟମାଟୋ ଦର-30.00 ଟଙ୍କା

-ବିନ୍ ଦର-80.00 ଟଙ୍କା

-ଗାଜର ଦର-70.00 ଟଙ୍କା

-ଭେଣ୍ତି ଦର- 40.00 ଟଙ୍କା

-ପିଆଜ ଦର-15.00 ଟଙ୍କା

-ଆଳୁ ଦର- 30.00 ଟଙ୍କା

ପ୍ରକାଶ ଥାଉ ଯେ, ସବୁଦିନ ଓଡ଼ିଶା ବଜାରରେ 5 ଟଙ୍କା 10 ଟଙ୍କା ପନିପରିବାର ଦର (Vegetable Price) କମୁଥିବା ବେଳେ କିଛି ପନିପରିବାର ଦର(Vegetable Price) ସମାନ ଟଙ୍କା ହିଁ ବୃଦ୍ଧି ପାଉଛି ।

Vegetable Price:ଗୁରୁବାର ସହରରେ କେତେ ରହିଛି ପରିବା ଦର, ଜାଣନ୍ତୁ...

Vegetable Price:ବୁଧବାର ପରିବା ଦର, ଜାଣନ୍ତୁ...