1. କୃଷି ଖବର

Vegetable Price:ବୁଧବାର ପରିବା ଦର, ଜାଣନ୍ତୁ...

ଏଣିକି ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ଯାହାକୁ ନେଇ ଚିନ୍ତାରେ ଗୃହିଣୀ । ବଜାରରେ ଆକାଶଛୁଆଁ ହୋଇଛି ପରିବା ଦର (Vegetable Price Today) ।

Sudesna Nayak
Sudesna Nayak
know the vegetables price wednesday

know the vegetables price wednesday

ଏଣିକି ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ଯାହାକୁ ନେଇ ଚିନ୍ତାରେ ଗୃହିଣୀ । ବଜାରରେ ଆକାଶଛୁଆଁ ହୋଇଛି ପରିବା ଦର (Vegetable Price Today)

ସୂଚନା ଅନୁଯାୟୀ, ଲେମ୍ବୁ (LEMON)ର ଦାମ ସାଧାରଣ ଲୋକମାନଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ବିନ୍ (BEANS)ର ଦର ଏବଂ ସଜନା ଛୁଇଁ (Drumstick)ର ଦର ।

ବୁଧବାର (wednesday)ସମ୍ବଲପୁରରେ କଣ ରହିଛି ପନିପରିବା ଦର (Vegetable Price Today)ଜାଣନ୍ତୁ...

ଗତ କିଛି ମାସ ମଧ୍ୟରେ ହିଁ ବିନ୍ (BEANS)ର ଦର , ଲେମ୍ବୁ (LEMON)ର ଦର ,ଟମାଟୋ (Tomato)ର ଦର , ସଜନା ଛୁଇଁ (Drumstick)ର ଦର ,ପୋଟଳ (Pointed gourd)ର ଦର ,ଗାଜରର ଦର , ପିଆଜ (ONION)ର ଦର, ଆଳୁ (POTATO)ର ଦର ,ବାଇଗଣର ଦର , ଆଦି ଅନେକ ପନିପରିବା ଦର (Vegetable Price)ଆକାଶ ଛୁଇଁଲାଣି । ଚିନ୍ତାରେ ଲୋକେ ।

ସମ୍ବଲପୁରରେ ବୁଧବାର (wednesday)କଣ ରହିଛି ପନିପରିବା ଦର (Vegetable Price Today) ଜାଣନ୍ତୁ...

-ବାଇଗଣ ଦର-30.00 ଟଙ୍କା

-ପୋଟଳ ଦର-50.00 ଟଙ୍କା

-ଟମାଟୋ ଦର-25.00 ଟଙ୍କା

-ବିନ୍ ର ଦର- 100.00 ଟଙ୍କା

-ସଜନା ଛୁଇଁର ଦର-80.00 ଟଙ୍କା

-ଭେଣ୍ତି ଦର- 60.00 ଟଙ୍କା

-ପିଆଜ ଦର- 25.00 ଟଙ୍କା

-ଆଳୁ ଦର- 25.00 ଟଙ୍କା

ପ୍ରକାଶ ଥାଉ ଯେ, ସବୁଦିନ ଓଡ଼ିଶା ବଜାରରେ 5 ଟଙ୍କା 10 ଟଙ୍କା ପନିପରିବାର ଦର (Vegetable Price) କମୁଥିବା ବେଳେ କିଛି ପନିପରିବାର ଦର(Vegetable Price) ସମାନ ଟଙ୍କା ହିଁ ବୃଦ୍ଧି ପାଉଛି ।

Vegetable Price: ମଙ୍ଗଳବାର ପରିବା ଦର, ଜାଣନ୍ତୁ...

Vegetable Price: ଆକାଶଛୁଆଁ ପରିବା ଦର, ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments