News

Vegetable Price:ବଢିଲା ପରିବା ଦର,ଜାଣନ୍ତୁ କେତେ?

ଏବେ ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି Vegetable Price ।

16 July, 2022 3:41 PM IST By: Sudesna Nayak

ଏବେ ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର (Vegetable Price Today)

ସୂଚନା ଅନୁଯାୟୀ, ଲେମ୍ବୁ (LEMON)ର ଦାମ ସାଧାରଣ ଲୋକମାନଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ସଜନା ଛୁଇଁ (Drumstick)ଦର ବିନ୍ସର ଦର ।

ଚଳିତ ବର୍ଷ ହିଁ ପେଟ୍ରୋଲ (Petrol Price) ଡିଜେଲ ଦର (Diesel Price)ବୃଦ୍ଧି ପରେ ପନିପରିବା ଦର ଅହେତୁକ ବୃଦ୍ଧି ପାଇଛି । ଫଳରେ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଖାଉଟିମାନେ ।

ଆଜି ଶନିବାର (Saturday)ରାଜ୍ୟର ପ୍ରମୁଖ ସହରରେ ପନିପରିବା ଦର (Vegetable Price Today)କେତେ ରହିଛି ଜାଣନ୍ତୁ ?

ଗତ କିଛି ମାସ ମଧ୍ୟରେ ଲେମ୍ବୁ (LEMON),ଟମାଟୋ (Tomato), ସଜନା ଛୁଇଁ (Drumstick), ପୋଟଳ (Pointed gourd),ଗାଜର, ପିଆଜ, ଆଳୁ, ବାଇଗଣ, ଆଦି ଅନେକ ପନିପରିବା ଦର (Vegetable Price)ଆକାଶ ଛୁଇଁଲାଣି ।

-ବର୍ତ୍ତମାନ ବାଇଗଣ ଦର-40.00 ଟଙ୍କା

-ପୋଟଳ ଦର-50.00 ଟଙ୍କା

-ଟମାଟୋ ଦର-30.00 ଟଙ୍କା

-ବିନ୍ସ ଦର- 100.00 ଟଙ୍କା

-ସଜନା ଛୁଇଁ ଦର- 120.00 ଟଙ୍କା

-ଗାଜର ଦର- 60.00 ଟଙ୍କା

-ପିଆଜ ଦର- 25.00 ଟଙ୍କା

-ଆଳୁ ଦର- 25.00 ଟଙ୍କା

ପ୍ରକାଶ ଥାଉ ଯେ, ପ୍ରତିଦିନ ଓଡ଼ିଶା ବଜାରରେ ୫ ଟଙ୍କା ୧୦ ଟଙ୍କା ପନିପରିବାର ଦର କମୁଥିବା ବେଳେ କିଛି ପନିପରିବାର ଦର(Vegetable Price) ସମାନ ଟଙ୍କା ବୃଦ୍ଧି ପାଉଛି ।

Tomato Price: ଖୁସି ଖବର,୨ ସପ୍ତାହ ମଧ୍ୟରେ କମିବ ଟମାଟୋର ମୂଲ୍ୟ!

Vegetable Price Today: ଆଜିର ପରିବା ଦର,ଜାଣନ୍ତୁ କେଉଁଠି କେତେ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)