1. କୃଷି ଖବର

Vegetable Price Today: ଆଜିର ପରିବା ଦର,ଜାଣନ୍ତୁ କେଉଁଠି କେତେ ?

ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ତେବେ ଆସନ୍ତୁ ଜାଣିବା ଆଜି ଗୁରୁବାର ଓଡ଼ିଶା ବଜାରରେ ପରିବା ଦର କେତେ ରହିଛି ?

Sudesna Nayak
Sudesna Nayak

ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର (Vegetable Price Today) । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ (Tomato)। ତେବେ ଆସନ୍ତୁ ଜାଣିବା ଆଜି ଗୁରୁବାର (Thursday)ଓଡ଼ିଶା ବଜାରରେ ପରିବା ଦର କେତେ ରହିଛି ?

ଆକାଶଛୁଆଁ ହୋଇଛି ପରିବା ଦର (Vegetable Price Today) । ସାଧାରଣତଃ ଗ୍ରୀଷ୍ମଋତୁରେ ସୂର୍ଯ୍ୟଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ଭଳି ବଢ଼ିଥାଏ ଏବଂ ବର୍ଷାଦିନ ଆସିଲେ ଖସିଥାଏ । ତେବେ ଉପରୋକ୍ତ ଫଟୋରେ ଦେଖନ୍ତୁ ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ପନିପରିବାର ଦର କେତେ ରହିଛି ।

ହେଲେ ଚଳିତ ବର୍ଷ ପେଟ୍ରୋଲ (Petrol Price) ଡିଜେଲ ଦର (Diesel Price)ବୃଦ୍ଧି ପରେ ପନିପରିବା ଦର ଅହେତୁକ ବୃଦ୍ଧି ପାଇଛି । ଫଳରେ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଖାଉଟି ।

ଗତ କିଛି ମାସ ମଧ୍ୟରେ ଲେମ୍ବୁ (LEMON),ଟମାଟୋ (Tomato), ସଜନା ଛୁଇଁ (Drumstick), ପୋଟଳ (Pointed gourd)ଆଦି ଅନେକ ପନିପରିବା ଦର (Vegetable Price)ଆକାଶ ଛୁଇଁଲାଣି ।

ପ୍ରକାଶ ଥାଉ ଯେ, ପ୍ରତିଦିନ ଓଡ଼ିଶା ବଜାରରେ ୫ଟଙ୍କା ୧୦ ଟଙ୍କା ଦର କମୁଥିବା ବେଳେ କିଛି ପନିପରିବାର ଦର(Vegetable Price) ସମାନ ଟଙ୍କା ବୃଦ୍ଧି ପାଉଛି ।

ଟମାଟୋ ବଜାରରେ ନିଆଁ, 100 ଛୁଇଁଲା ଦର

ଟମାଟୋ ଚାଷ କରି ହାସଲ କରିବେ ବିଶ୍ବ ରେକର୍ଡ, ଜାଣନ୍ତୁ କିପରି?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments