1. କୃଷି ଖବର

କୋରୋମଣ୍ଡଳ ରୁ ପ୍ରେରିତ ସିଏସଆର ଇନିସିଏଟିଭ ,”କୋରୋମଣ୍ଡଳ କନ୍ୟା ଶିକ୍ଷା ସହାୟତା କାର୍ଯ୍ୟକ୍ରମ”କୋରୋମଣ୍ଡଳ ରୁ ପ୍ରେରିତ ସିଏସଆର ଇନିସିଏଟିଭ ,”କୋରୋମଣ୍ଡଳ କନ୍ୟା ଶିକ୍ଷା ସହାୟତା କାର୍ଯ୍ୟକ୍ରମ”

କୋରୋମଣ୍ଡଳ ରୁ ପ୍ରେରିତ ସିଏସଆର ଇନିସିଏଟିଭ ,”କୋରୋମଣ୍ଡଳ କନ୍ୟା ଶିକ୍ଷା ସହାୟତା କାର୍ଯ୍ୟକ୍ରମ”

KJ Staff
KJ Staff

ଉତ୍ତର ଡିବିସନ ପଞ୍ଜାବ ର ଫଜିକା ଠାରେ ୨୫ ଜାନୁଆରୀ ୨୦୨୦ ରେ ଏକ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ |
ଫଜିକା ଭରତ ପାକିସ୍ତାନ ସିମାଞ୍ଚଳ ନିକଟବର୍ତି ଅଞ୍ଚଳରେ , ମାତ୍ର୯ ବର୍ଷ ପୂର୍ବରୁ ସ୍ଵତନ୍ତ୍ର ଜିଲ୍ଲା ର ବ୍ୟାଖ୍ୟା ପାଇଥିବା ଏହା ସ୍ଥାନ |ସେଠିକାର ଘର ଦ୍ଵାର ଏବଂ ଆର୍ଥିକ ସ୍ଥିତ ସେତେ ଦୂର ଭଲ ନ ଥିଲେ ମଧ୍ୟ କୋରୋମଣ୍ଡଳ କମ୍ପାନୀ ରେ ସେଠାରେ ବହୁ ବ୍ଯବସାୟିକ ଭିତ୍ତିଭୂମି ରହିଛି |ଏହି ଆଧାର ରେ ଜିଲ୍ଲା ର ୧୦ ତୋ ସ୍କୁଲ କୁ ଚିହ୍ନଟ କରାଯାଇଛି ଏବଂ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରୁଥିବା ୪୦ ଟି କନ୍ୟା ଛାତ୍ରୀ ଙ୍କୁ ଏହି ଭତ୍ତା ଦିଆଯିବାର ଯୋଜନା କରିଛି କୋରୋମଣ୍ଡଳ |

ଏହି କାର୍ଯ୍ୟକ୍ରମ ରେ କୋରୋମଣ୍ଡଳ ର ଗିଏମ,ଶ୍ରୀଯୁକ୍ତ ସତୀଶ ତିଵାରୀ ,ପ୍ରେସିଡେନ୍ଟ ଡଃ॰ରେଣୁ ଧୂଦିଆ, ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ରୁ ଶ୍ରୀଯୁକ୍ତ ପ୍ରଦୀପ ଖଙ୍ଗବଳ ,ଡେପୁଟି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନ୍ଦୀପ ଧୂଦିଆ ,ଏବଂ ଅନ୍ଯାନ୍ଯ କର୍ମଚାରୀ |ସମସ୍ତ ମଞ୍ଚାସୀନ ଅତିଥି କନ୍ୟା ମାନଙ୍କୁ ଶିକ୍ଷା ଦିଗରେ ଆଗକୁ ବଢିବାର ପ୍ରୋତ୍ସାହନ ଦେବା ସଙ୍ଗେ ନିଜର ସଫଳତା କୁ ନିଜର ,ପରିବାରବର୍ଗ ଏବଂ ଦେଶର ଉନ୍ନତି ରେ କାର୍ଯ୍ୟକାରୀ କରିବାକୁ ଉପଦେଶ ଦେଇଥିଲେ |ଏହା ବ୍ଯତୀତ କୋରୋମଣ୍ଡଳ ର ଏହି ନୂତନ ପଦକ୍ଷେପ କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି |
କନ୍ୟା ଛାତ୍ରୀ ମାନଙ୍କୁ ଏଚଡିଏଫସି ବ୍ଯାଙ୍କ ର ୫୦୦୦ /୩୫୦୦ ଟଙ୍କା ର ପ୍ରେପେଡ କାର୍ଡ ସହ ପ୍ରମାଣପତ୍ର ,ମେଡାଲ,ସ୍କୁଲ ବ୍ୟାଗ ,ଏବଂ ଲଞ୍ଚବାକ୍ସ ପ୍ରଦାନ କରଯାଇଥିଲା |

ଏହା ବ୍ଯତୀତ କୋରୋମଣ୍ଡଳ କମ୍ପାନୀ ର ଏହି ପଦକ୍ଷେପ କୁ ବହୁ ଉଲ୍ଲେଖନୀୟ ସ୍ବାକ୍ଷରତା ମିଳିବା ସହ ଛାତ୍ରବୃନ୍ଦ,ବାପମା ଏବଂ ଅଭିଭାବକ ମାନେ ମଧ୍ୟ ସମର୍ଥନ ଦେଇଛନ୍ତି |ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ସୋସିଆଲ ମେଡିଆ ଏବଂ ଅନ୍ଯାନ୍ଯ ଖବରକାଗଜ ରେ ସମର୍ଥନ ମିଳିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ