Krishi Jagran odia
Menu Close Menu

କୋରୋମଣ୍ଡଳ ରୁ ପ୍ରେରିତ ସିଏସଆର ଇନିସିଏଟିଭ ,”କୋରୋମଣ୍ଡଳ କନ୍ୟା ଶିକ୍ଷା ସହାୟତା କାର୍ଯ୍ୟକ୍ରମ”କୋରୋମଣ୍ଡଳ ରୁ ପ୍ରେରିତ ସିଏସଆର ଇନିସିଏଟିଭ ,”କୋରୋମଣ୍ଡଳ କନ୍ୟା ଶିକ୍ଷା ସହାୟତା କାର୍ଯ୍ୟକ୍ରମ”

Wednesday, 19 February 2020 09:47 AM

ଉତ୍ତର ଡିବିସନ ପଞ୍ଜାବ ର ଫଜିକା ଠାରେ ୨୫ ଜାନୁଆରୀ ୨୦୨୦ ରେ ଏକ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ |
ଫଜିକା ଭରତ ପାକିସ୍ତାନ ସିମାଞ୍ଚଳ ନିକଟବର୍ତି ଅଞ୍ଚଳରେ , ମାତ୍ର୯ ବର୍ଷ ପୂର୍ବରୁ ସ୍ଵତନ୍ତ୍ର ଜିଲ୍ଲା ର ବ୍ୟାଖ୍ୟା ପାଇଥିବା ଏହା ସ୍ଥାନ |ସେଠିକାର ଘର ଦ୍ଵାର ଏବଂ ଆର୍ଥିକ ସ୍ଥିତ ସେତେ ଦୂର ଭଲ ନ ଥିଲେ ମଧ୍ୟ କୋରୋମଣ୍ଡଳ କମ୍ପାନୀ ରେ ସେଠାରେ ବହୁ ବ୍ଯବସାୟିକ ଭିତ୍ତିଭୂମି ରହିଛି |ଏହି ଆଧାର ରେ ଜିଲ୍ଲା ର ୧୦ ତୋ ସ୍କୁଲ କୁ ଚିହ୍ନଟ କରାଯାଇଛି ଏବଂ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରୁଥିବା ୪୦ ଟି କନ୍ୟା ଛାତ୍ରୀ ଙ୍କୁ ଏହି ଭତ୍ତା ଦିଆଯିବାର ଯୋଜନା କରିଛି କୋରୋମଣ୍ଡଳ |

ଏହି କାର୍ଯ୍ୟକ୍ରମ ରେ କୋରୋମଣ୍ଡଳ ର ଗିଏମ,ଶ୍ରୀଯୁକ୍ତ ସତୀଶ ତିଵାରୀ ,ପ୍ରେସିଡେନ୍ଟ ଡଃ॰ରେଣୁ ଧୂଦିଆ, ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ରୁ ଶ୍ରୀଯୁକ୍ତ ପ୍ରଦୀପ ଖଙ୍ଗବଳ ,ଡେପୁଟି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନ୍ଦୀପ ଧୂଦିଆ ,ଏବଂ ଅନ୍ଯାନ୍ଯ କର୍ମଚାରୀ |ସମସ୍ତ ମଞ୍ଚାସୀନ ଅତିଥି କନ୍ୟା ମାନଙ୍କୁ ଶିକ୍ଷା ଦିଗରେ ଆଗକୁ ବଢିବାର ପ୍ରୋତ୍ସାହନ ଦେବା ସଙ୍ଗେ ନିଜର ସଫଳତା କୁ ନିଜର ,ପରିବାରବର୍ଗ ଏବଂ ଦେଶର ଉନ୍ନତି ରେ କାର୍ଯ୍ୟକାରୀ କରିବାକୁ ଉପଦେଶ ଦେଇଥିଲେ |ଏହା ବ୍ଯତୀତ କୋରୋମଣ୍ଡଳ ର ଏହି ନୂତନ ପଦକ୍ଷେପ କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି |
କନ୍ୟା ଛାତ୍ରୀ ମାନଙ୍କୁ ଏଚଡିଏଫସି ବ୍ଯାଙ୍କ ର ୫୦୦୦ /୩୫୦୦ ଟଙ୍କା ର ପ୍ରେପେଡ କାର୍ଡ ସହ ପ୍ରମାଣପତ୍ର ,ମେଡାଲ,ସ୍କୁଲ ବ୍ୟାଗ ,ଏବଂ ଲଞ୍ଚବାକ୍ସ ପ୍ରଦାନ କରଯାଇଥିଲା |

ଏହା ବ୍ଯତୀତ କୋରୋମଣ୍ଡଳ କମ୍ପାନୀ ର ଏହି ପଦକ୍ଷେପ କୁ ବହୁ ଉଲ୍ଲେଖନୀୟ ସ୍ବାକ୍ଷରତା ମିଳିବା ସହ ଛାତ୍ରବୃନ୍ଦ,ବାପମା ଏବଂ ଅଭିଭାବକ ମାନେ ମଧ୍ୟ ସମର୍ଥନ ଦେଇଛନ୍ତି |ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ସୋସିଆଲ ମେଡିଆ ଏବଂ ଅନ୍ଯାନ୍ଯ ଖବରକାଗଜ ରେ ସମର୍ଥନ ମିଳିଛି |

Share your comments


CopyRight - 2020 Krishi Jagran Media Group. All Rights Reserved.