Krishi Jagran odia
Menu Close Menu

ଆସନ୍ତୁକୃଷକଙ୍କୁକୃତଜ୍ଞତାଜଣାଇବାଓହେଲୋରେପୁରସ୍କାରଜିତିବା

Friday, 01 May 2020 11:32 AM
ବର୍ତ୍ତମାନସମୟରେକରୋନାଭାଇରସ୍କାରଣରୁଅଧିକାଂଶଶିଳ୍ପସଂସ୍ଥାବନ୍ଦରହିଛିକିନ୍ତୁଏହିସଙ୍କଟସମୟରେମଧ୍ୟଦେଶରକୃଷକନିଜରକାମଜାରିରଖିଛି
ଦେଶରବୃହତ୍ତରସ୍ବାର୍ଥକୁଆଖିଆଗରେରଖିନୀରବରେସେତାରକାମକରୁଛିଦେଶପାଇଁଖାଦ୍ୟଶସ୍ୟଓପନିପରିବାଅମଳକରୁଛିଚାଷୀଭାଈ
ଭାରତକୁଖାଦ୍ୟଯୋଗାଉଥିବାରୁଆମେଆମରକୃଷକଭାଈଙ୍କପାଇଁଗର୍ବଅନୁଭବକରିବାସହସେମାନଙ୍କୁଧନ୍ୟବାଦଦେବାଦରକାର !
ଶ୍ରମିକଦିବସଅବସରରେକୃଷିଜାଗରଣଓHeloଆପ୍ମିଳିତଭାବେ #ଚାଷୀଙ୍କପାଇଁଗର୍ବିତକ୍ୟାମ୍ପେନ୍ଆରମ୍ଭକରିଛି
ଯାହାରଉଦ୍ଦେଶ୍ୟହେଉଛିଦେଶରକୃଷକଙ୍କପ୍ରତିକୃତଜ୍ଞତାଜଣାଇବାଏହିକ୍ୟାମ୍ପେନ୍ମେ 1ରୁ 13 ତାରିଖଯାଏଁଚାଲିବଚାଷୀଙ୍କସଂପର୍କିତଫଟୋ
ଭିଡ଼ିଓତଥାସେମାନଙ୍କସମସ୍ୟାଓଉପଲବ୍ଧିବାବଦରେଆପଣମାନେହେଲୋରେସେୟାରକରିପାରିବେପ୍ରଭାବଶାଳୀଷ୍ଟୋରୀକୁସ୍ଵତନ୍ତ୍ରପୁରସ୍କାରମିଳିବାରବ୍ୟବସ୍ଥାରହିଛି
 
ଅଧିକଜାଣିବାପାଇଁHeloଆପ୍ଡାଉନଲୋଡ୍କରନ୍ତୁଓ #ଚାଷୀଙ୍କପାଇଁଗର୍ବିତତଥା #HeloAgriStarକ୍ୟାମ୍ପେନରେସାମିଲହୁଅନ୍ତୁ
https://play.google.com/store/apps/details?id=app.buzz.share&hl=en
English Summary: Let's thank the farmers and win HeloAgriStar ProudToBeFarmer

Share your comments


CopyRight - 2020 Krishi Jagran Media Group. All Rights Reserved.