ଭାରତକୁଖାଦ୍ୟଯୋଗାଉଥିବାରୁଆମେଆମରକୃଷକଭାଈଙ୍କପାଇଁଗର୍ବଅନୁଭବକରିବାସହସେମାନଙ୍କୁଧନ୍ୟବାଦଦେବାଦରକାର !
ଶ୍ରମିକଦିବସଅବସରରେ, କୃଷିଜାଗରଣଓHeloଆପ୍ମିଳିତଭାବେ #ଚାଷୀଙ୍କପାଇଁଗର୍ବିତକ୍ୟାମ୍ପେନ୍ଆରମ୍ଭକରିଛି।
https://play.google.com/store/apps/details?id=app.buzz.share&hl=en
ବର୍ତ୍ତମାନସମୟରେକରୋନାଭାଇରସ୍କାରଣରୁ, ଅଧିକାଂଶଶିଳ୍ପସଂସ୍ଥାବନ୍ଦରହିଛି।କିନ୍ତୁଏହିସଙ୍କଟସମୟରେମଧ୍ୟଦେଶରକୃଷକନିଜରକାମଜାରିରଖିଛି।ଦେଶରବୃହତ୍ତରସ୍ବାର୍ଥକୁଆଖିଆଗରେରଖିନୀରବରେସେତାରକାମକରୁଛି।ଦେଶପାଇଁଖାଦ୍ୟଶସ୍ୟଓପନିପରିବାଅମଳକରୁଛିଚାଷୀଭାଈ।
ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।
ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ
Share your comments