1. କୃଷି ଖବର

ରାଜଧାନୀରେକଟାହେଲାଆମ୍ବଗଛ, ପ୍ରଶାସନନୀରବ !!

ଓଡ଼ିଶାରାଜ୍ୟସରକାର ‘ଏକାମ୍ର’ ପ୍ରକଳ୍ପରେମହାପ୍ରଭୁଶ୍ରୀଲିଙ୍ଗରାଜମନ୍ଦିର ଓ ସଂଲଗ୍ନଐତିହ୍ୟସଂପନ୍ନମନ୍ଦିରଗୁଡ଼ିକରବିକାଶ ଓ

Sugyan Kumar Nayak
Sugyan Kumar Nayak
Mango Tree cutting

Mango Tree cutting

ଓଡ଼ିଶାରାଜ୍ୟସରକାର ‘ଏକାମ୍ର’ ପ୍ରକଳ୍ପ‌ରେମହାପ୍ରଭୁଶ୍ରୀଲିଙ୍ଗରାଜମନ୍ଦିର ଓ ସଂଲଗ୍ନଐତିହ୍ୟସଂପନ୍ନମନ୍ଦିରଗୁଡ଼ିକରବିକାଶ ଓ ସୌନ୍ଦର୍ଯ୍ୟୀକରଣକରୁଥିବାବେଳେଶହଶହବର୍ଷରପୁରୁଣାଆମ୍ବଗଛଗୁଡ଼ିକୁବିନାଦ୍ବିଧାରେକାଟିଦିଆଯାଉଛି। ଖୁବନିକଟରେବଡ଼ବଡ଼ ୫ଟି ଆମ୍ବଗଛକଟାଯାଇଛି l ଏହାକୁଜନସାଧାରଣତୀବ୍ରପ୍ରତିକ୍ରିୟାପ୍ରକାଶକରିଛନ୍ତି l ଏକାମ୍ରକ୍ଷେତ୍ରର ଏ କେମିତିକାବିକାଶବୋଲିକିଛିବୁଦ୍ଧିଜୀବୀବୋଲିପ୍ରଶ୍ନକରିଛନ୍ତି। କେଦାରଗୌରୀଛକରୁସାନିଟାରିୟମ୍‌ 

ଛକରାସ୍ତାଚଉଡ଼ାକରିବାପାଇଁବହୁଗଛକଟାଯାଇଛି l ରାସ୍ତାରଦୁଇପାର୍ଶ୍ବରେଥିବାବହୁବଡ଼ବଡ଼ଗଛକୁବିନାଦ୍ବିଧା‌ରେକାଟିସଫାକରିଦିଆଯାଉଛି। ଏଗୁଡ଼ିକମଧ୍ୟରେବହୁଆମ୍ବଗଛରହିଛି। ବିନ୍ଦୁସାଗରରଉତ୍ତରପାର୍ଶ୍ବକେଦାରନାଥଗବେଷଣାପ୍ରତିଷ୍ଠାନସାମ୍ନାରେଥିବାବହୁପୁରାତନ ୫ଟି ଆମ୍ବଗଛକୁକାଟିଦିଆଯାଇଛି। ୩୦ରୁ ୪୦ଫୁଟ୍‌ ଲମ୍ବରଏହିଗଛଗୁଡ଼ିକଆଜିଧରାଶାୟୀହୋଇଯାଇଛି। ଏହାକୁନେଇସ୍ଥାନୀୟଅଞ୍ଚଳରେତୀବ୍ରଅସନ୍ତୋଷପ୍ରକାଶପାଇଛି। ଆମ୍ବଗଛରେଭରପୂରହୋଇଥିବାରୁଅଞ୍ଚଳରନାମଏକାମ୍ରକ୍ଷେତ୍ରହୋଇଥିଲା। କିନ୍ତୁଏବେଆଗପଛବିଚାର ନ କରିସେହିଆମ୍ବଗଛକୁଏବେପ୍ରଶାସନମାଟିରେଶୁଆଇଦେଉଛି। ସ୍ଥନୀୟଜନସାଧାରଣକୁହନ୍ତି, ଏହିଅଞ୍ଚଳଆମ୍ବଗଛରେପରିପୂର୍ଣ୍ଣହୋଇଥିବାରୁଏହାକୁଏକାମ୍ରକ୍ଷେତ୍ରରୂପରେନାମିତକରାଯାଇଥିଲା,

କିନ୍ତୁଏବେଏହିଅଞ୍ଚଳରୁଆମ୍ବଗଛଗୁଡିକୁବିକାଶନାମରେଅବାଧରେକଟାଚାଲିଛି l ଭବିଷ୍ୟତରେପୁନଶ୍ଚଏମିତିବିନାଅନୁମତିରେକେହିଗଛକାଟିଲେଥାନାରେଅଭିଯୋଗକରାଯିବବୋଲିବୁଦ୍ଧିଜୀବୀମାନେମତପ୍ରକାଶକରିଛନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ