ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ମିଲେଟ୍ ମିଶନ୍କୁ ବ୍ୟାପକ କରିବା ପାଇଁ ପ୍ରଥମ ସରକାରୀ ମିଲେଟ୍ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେ ପୁଣି କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏହା ଖୋର୍ଦ୍ଧାରେ ସ୍ଥାପନ କରାଯାଉଥିବାବେଳେ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ୟୁନିଟ୍ ସ୍ଥାପନ ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି।
 
                Millet Mission
 
                     
                     
                                        
Share your comments