1. କୃଷି ଖବର

ମୁଖ୍ୟମନ୍ତ୍ରୀଙ୍କ ନୂତନ ଯୋଜନା ...ମିଶନ ଶକ୍ତି

ନାରୀ ର ଅବଦାନ ସମାଜ ସୁରକ୍ଷା ଏବଂ ସଭ୍ୟ ସମାଜ ନିର୍ମାଣ ରେ ଅବର୍ଣ୍ଣନୀୟ |ନାରୀ ର ସୁରକ୍ଷା ଏବଂ ସଶକ୍ତିକରଣ ରେ ହିଁ ଦେଶ ର ଉନ୍ନତି ମଧ୍ୟ |ତେଣୁ ନାରୀ ଙ୍କୁ ସ୍ୱତନ୍ତ୍ର କରିବା ଲାଗି ଏବଂ ତାଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଏବେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ନୂତନ ଯୋଜନା ..ମିଶନ ଶକ୍ତି |ଏହା ଦ୍ୱାରା ସମାଜ ରେ ନାରୀ କୁ ତିରସ୍କାର ର ଶିକାର ହେବାକୁ ପଡିବ ନାହିଁ ବୋଲି ତାଙ୍କର ବିଶ୍ୱାସ|ସମାଜରେ ପୁରୁଷ ପରି ନାରୀ ମଧ୍ୟ ସମାନ ଅଧିକାରୀ ଭାବେ ସାବ୍ୟସ୍ତ ହୋଇପାରିବ |

KJ Staff
KJ Staff

ନାରୀ ଅବଦାନ ସମାଜ ସୁରକ୍ଷା ଏବଂ ସଭ୍ୟ ସମାଜ ନିର୍ମାଣ ରେ ଅବର୍ଣ୍ଣନୀୟ |ନାରୀ ସୁରକ୍ଷା ଏବଂ ସଶକ୍ତିକରଣ ରେ ହିଁ ଦେଶ ଉନ୍ନତି ମଧ୍ୟ |ତେଣୁ ନାରୀ ଙ୍କୁ ସ୍ୱତନ୍ତ୍ର କରିବା ଲାଗି ଏବଂ ତାଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଏବେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ନୂତନ ଯୋଜନା ..ମିଶନ ଶକ୍ତି |ଏହା ଦ୍ୱାରା ସମାଜ ରେ ନାରୀ କୁ ତିରସ୍କାର ଶିକାର ହେବାକୁ ପଡିବ ନାହିଁ ବୋଲି ତାଙ୍କର ବିଶ୍ୱାସ|ସମାଜରେ ପୁରୁଷ ପରି ନାରୀ ମଧ୍ୟ ସମାନ ଅଧିକାରୀ ଭାବେ ସାବ୍ୟସ୍ତ ହୋଇପାରିବ |

ମୁଖ୍ୟତ ଏହି ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଲାଭବାନ ହେବେ |

ଏନେଇ କେତୋଟି ଗୁରୁତ୍ୱପୂର୍ଣ ଦିଗ ….

)ନାରୀ ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣ ଏବଂ ସଶକ୍ତିକରଣ |

)ବ୍ୟାଙ୍କ ଏବଂ ଋଣ ଯୋଗାଣ ସୁବିଧା

)ନାରୀ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବିଭିନ୍ନ  ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ କରିବା

)ଅଧିକ ବଜାର ସହ ସେମାନଙ୍କୁ ଯୋଡିବା

)ଅଧିକ ଲାଭଦାୟକ ଉତ୍ପାଦକ ନିର୍ମାଣ କରିବା

 ଅର୍ଥ ବାବଦରେ ….

୧)ନୂତନ ସ୍ୱୟଂ ସହାୟକ ଗୋଷ୍ଟି ନିମନ୍ତେ ୧୫,୦୦୦ ତାଙ୍କ

 ୨)ସ୍ମାର୍ଟଫୋନ ପାଇଁ ୩୦୦୦ ତାଙ୍କ ଆର୍ଥିକ ସହାୟତା

୩)ବ୍ଲକ ମହାସଂଘ ପାଇଁ ୨୫ ଲକ୍ଷ ତାଙ୍କ ର ଆବର୍ତ୍ତନ ଫାଣ୍ଡି

୪)୦% ସୁଧ  ରେ ୩ ଲକ୍ଷ ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ

୫)ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments