News

ଅଗଷ୍ଟ ୫ ଯାଏଁ ବର୍ଷା ନାହିଁ,ଅଗଷ୍ଟ ୬ରେ ଲଘୁଚାପ...

ଏବେ ତ ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଥିଲା । କିନ୍ତୁ ଆସନ୍ତା 5 ଦିନ ବିଶେଷ ବର୍ଷା (RAIN)ର ସମ୍ଭାବନା ନାହିଁ । ଅଗଷ୍ଟ ୬ରେ ଲଘୁଚାପ!

01 August, 2022 2:24 PM IST By: Sudesna Nayak

ଏବେ ତ ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଥିଲା । କିନ୍ତୁ ଆସନ୍ତା 5 ଦିନ ବିଶେଷ ବର୍ଷା (RAIN)ର ସମ୍ଭାବନା ନାହିଁ । କାରଣ ରାଜ୍ୟରେ ମୌସୁମୀ (Mansoon) ସ୍ଥିତି ଦୁର୍ବଳ ଅଛି । ଅଗଷ୍ଟ ୫ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଅଗଷ୍ଟ ୬ରେ ଲଘୁଚାପ!

ସୂଚନା ଅନୁଯାୟୀ, ଅଗଷ୍ଟ 6 ରେ ଆଉ ଏକ ଲଘୁଚାପ (low pressure) ସୃଷ୍ଟି ହେବ । ଶ୍ରାବଣ ମାସରେ ବର୍ଷା (RAIN) ହେବ ନାହିଁ ବୋଲି ପାଣିପାଗ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅଗଷ୍ଟ ୬ ତାରିଖରେ ଓଡ଼ିଶା(Odisha) ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ (low pressure)ସୃଷ୍ଟି ହେବ । ଯାହାର ପ୍ରଭାବରେ ୬ ତାରିଖରୁ ୯ ତାରିଖ ଯାଏଁ ବର୍ଷା (RAIN) ଲାଗି ରହିବ । ଏଥିସହିତ ଧାନ ରୁଆ ପାଇଁ ବର୍ଷା (RAIN)ର ଅସୁବିଧା ଦୂର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।

ପ୍ରକାଶ ଥାଉ ଯେ, ପାଣିପାଗ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୪ ରୁ୫ ତାରିଖ ପର୍ଯ୍ୟନ୍ତ ବର୍ଷା (RAIN) ହେବା ସମ୍ଭାବନା ନାହିଁ । କିନ୍ତୁ ଅଗଷ୍ଟ 6 ତାରିଖ ଓ 7 ତାରିଖ ଆଡ଼କୁ ଏକ ଛୋଟ ଧରଣର ଲଘୁଚାପ (low pressure) କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ (low pressure)ପ୍ରଭାବରେ ଦକ୍ଷିଣ ଓଡ଼ିଶା (Odisha)ରେ ବର୍ଷା (RAIN) ହେବାର ସମ୍ଭାବନା ରହିଛି ।

ଅଗଷ୍ଟ ୬ରେ ଲଘୁଚାପ...

ଅଗଷ୍ଟ ୫ ପରେ ପୁଣି କାଚିବ ବର୍ଷା, ସୂଚନା ଦେଲେ ପାଣିପାଗ ବିଭାଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)