1. କୃଷି ଖବର

Odisha Interim Budget: ଅନ୍ତରୀଣ ବଜେଟ୍‌ ୨୦୨୪-୨୫

ରାଜ୍ୟ ଅନ୍ତରୀଣ ବଜେଟ ଉପସ୍ଥାପନ l ଜାଣନ୍ତୁ କେଉଁ ବିଭଗକୁ କେତେ ?

Tanushree Mahapatra
Tanushree Mahapatra
Odisha interim budget 2023-24

Odisha interim budget 2023-24

ଗତକାଲି ରାଜ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ବଜେଟ ଉପସ୍ଥାପନ ହୋଇଛି ଗତକାଲି ବିଧାନସଭାରେ । ରାଜ୍ୟ ଆର୍ଥମନ୍ତ୍ରୀ ବିକ୍ରମ ଆରୁଖ ଗତକାଲି ବଜେଟ ଉପସ୍ଥାପନ କରିଛନ୍ତି । ଉପସ୍ଥାପିତ ବଜେଟରେ ମୋଟ ୨ ଲକ୍ଷ ୫୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି  ।

ଏଥିରେ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପିତ ହୋଇଛି । ଏହି ବଜେଟରେ ମୁଖ୍ୟମନ୍ତ୍ରୀ ସମସ୍ତ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି । ସମସ୍ତ କ୍ଷେତ୍ର ଉପରେ ଗୁରୁତ୍ତ୍ଵ ଦିଆଯାଇଛି l

ରାଜ୍ୟର ସାଂସ୍କୃତିକ ଓ ଐତିହ୍ୟକୁ ସଂରକ୍ଷିତ ରଖିବାକୁ ରାଜ୍ୟ ସରକାର " ଆମ ଓଡ଼ିଶା , ନବୀନ ଓଡ଼ିଶା  " ଆରମ୍ଭ କରିଛନ୍ତି । ସେହି ଯୋଜନା ଅଧୀନରେ ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବଜେଟରେ ୪ ହଜାରରୁ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରିଛନ୍ତି ।

 ସଂକ୍ଷିପ୍ତରେ ରାଜ୍ୟ ବଜେଟ ସମ୍ପର୍କରେ:-

- ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ – ୨୪ ହଜାର ୭ ଶହ ୬୪ କୋଟି ଟଙ୍କା

- ଯୋଜନା ଓ ସଂଯୋଜନା – ୧୨୦୪୩ କୋଟି

- ନିର୍ମାଣ ବିଭାଗ – ୧୦୯୫୦ କୋଟି

- ଗ୍ରାମ୍ୟ ଉନ୍ନୟନ – ୯୩୩୦ କୋଟି

- ପଂଚାୟତରାଜ – ୨୨୫୪୩ କୋଟି

- ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି – ୧୪୨୪ କୋଟି

- କ୍ରୀଡା ଭିତିଭୂମି – ୮୫୨ କୋଟି

- ମୁଖ୍ୟମନ୍ତ୍ରୀ କଳାକାର ସହାୟତା – ୭୨ କୋଟି

- ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ – ୧୫ କୋଟି

- ଏନଆରଏଲଏମ – ୧୧୬୨ କୋଟି

- ସ୍ୱାସ୍ଥ୍ୟ ବିଭାଗ – ୧୯୭୨୯ କୋଟି

- ଜଳସମ୍ପଦ – ୧୩୨୬୭ କୋଟି

- ପ୍ରଧାନମନ୍ତ୍ରୀ ଆବାସ – ୪୦୦୦ କୋଟି

- ବିଜୁ ପକ୍କାଘର – ୧୦୦ କୋଟି

- ପ୍ରଧାନମନ୍ତ୍ରୀ ଆବାସ ସହର – ୬୯୨ କୋଟି

- ବସୁଧା ଯୋଜନା – ୨୦୦୦ କୋଟି

- ଜଳ ଜୀବନ ମିଶନ – ୬୦୦୦ କୋଟି

- ମେଟ୍ରୋ – ୧୦୦୦ କୋଟି

- ରେଳ ପ୍ରକଳ୍ପ – ୭୦୦ କୋଟି

- ରାସ୍ତା ଉନ୍ନତି – ୬୧୯୪ କୋଟି

- ନୂଆ ଓ – ୨୦୦ କୋଟି

- ବିଜୁ ସେତୁ – ୨୦୦ କୋଟି

- ମିଶନ ଶକ୍ତି – ୨୭୬୧ କୋଟି

- ମମତା – ୫୨୧ କୋଟି

- ଗୃହ ବିଭାଗ – ୮୬୪୧ କୋଟି

Budget 2024: ଖୋଲିବ ନିର୍ମଳା ପେଡ଼ି, ମିଳିବ ଉପହାର!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments