1. କୃଷି ଖବର

ଆଜି ଓଜେଇଇ ଅନଲାଇନ ପରୀକ୍ଷା

ଆଜି ଓଜେଇଇ ଅନଲାଇନ ପରୀକ୍ଷା

KJ Staff
KJ Staff

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ପକ୍ଷରୁ ଦୁଇ ଦିନ ଧରି ହେବାକୁ ଥିବା ଅନଲାଇନ ପରୀକ୍ଷା ଶନିବାର ଆରମ୍ଭ ହୋଇଛି |ରାଜ୍ୟରେ ୭ ଟି ସହରର ସମୂଦାୟ ୧୬,୩୫୫ ଟି ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିଲାବେଳେ ପରୀକ୍ଷା କେନ୍ଦ୍ର ରେ ଦେଢ଼ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଥିଲା |
ବୈଷୟିକ ଶିକ୍ଷାର ସ୍ନାତକତ୍ତୋର ପାଠ୍ୟ କ୍ରମରେ ନାମଲେଖାଇବା ପାଇଁ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ନିମନ୍ତେ ଭୁବନେଶ୍ୱର କଟକ,ବ୍ରହ୍ମପୁର ବାଲେଶ୍ୱର ,ସମ୍ବଲପୁର ,ରାଉରକେଲା ଓ ଢେଙ୍କାନାଳରେ ପରୀକ୍ଷା କେନ୍ଦ୍ର କରାଯାଇଛି |

ଏହି ସମସ୍ତ ସହରରେ ଗୋଟିଏ କିମ୍ବା ଦୁଇଟି ଲେଖା କେନ୍ଦ୍ର ହୋଇଥିଲାବେଳେ ଭୁବନେଶ୍ୱର ରେ ସର୍ବାଧିକ ୮ ଟି କେନ୍ଦ୍ର ରେ ପରୀକ୍ଷା ଅନୁଷ୍ଠିତ ହୋଇଛି |୮ ତାରିଖ ପରୀକ୍ଷାରେ ୩ ଟି ସିଟିଙ୍ଗ ରେ ୮୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ |ପ୍ରଥମ ସିଟିଙ୍ଗ ରେ ଏମ.ଟେକ ଓ ଏମ.ଅର୍କ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ |ଦ୍ଵିତୀୟ ସିଟିଙ୍ଗ ୧ ରୁ ଅପରାହ୍ନ ୩ ଟା ଯାଏ ଥିଲାବେଳେ ଏଥିରେ ଏମ.ପ୍ଲାନ ,ଏମ.ଫର୍ମ ଓ ଲଟେରାଲ ପାଠ୍ୟକ୍ରମ ଲାଗି ପରୀକ୍ଷା ଦେବେ ଛାତ୍ରଛାତ୍ରୀ|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments