1. କୃଷି ଖବର

ଓୟୁଏଟି "ଫାର୍ମରସ୍ ଫେୟାର ୨୦୨୩": ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସି ପ୍ରଭାତ କୁମାର ରାଉଳଙ୍କ ସହ ବୈଠକ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (ouat ) ଦ୍ୱାରା ଫାର୍ମରସ୍ ଫେୟାର୍ - 2023 (ouat farmers fair 2023) ଫେବୃଆରୀ 27-28 ରେ ଭୁବନେଶ୍ୱରରେ ଆୟୋଜିତ ହେଉଛି । ଏହି ମେଳାରେ କୃଷି ଜାଗରଣ ମିଡିଆ ପାର୍ଟନର ଭାବରେ କାର୍ଯ୍ୟ କରିବ ।

Sudesna Nayak
Sudesna Nayak
Pravat Kumar Roul VC of OUAT

Pravat Kumar Roul VC of OUAT

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (ouat ) ଦ୍ୱାରା ଫାର୍ମରସ୍ ​ଫେୟାର୍ - 2023 (ouat farmers fair 2023) ଫେବୃଆରୀ 27-28 ରେ ଭୁବନେଶ୍ୱରରେ ଆୟୋଜିତ ହେଉଛି । ଏହି ମେଳାରେ କୃଷି ଜାଗରଣ ମିଡିଆ ପାର୍ଟନର ଭାବରେ କାର୍ଯ୍ୟ କରିବ ।

ସୂଚନା ଅନୁଯାୟୀ, ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ କୃଷି ଜାଗରଣ, ଓୟୁଏଟିର କୁଳପତି ପ୍ରଭାତ କୁମାର ରାଉଳଙ୍କ ସହ ଆଲୋଚନା କରିଛନ୍ତି ।

କ୍ୟାମ୍ପସ ବିଷୟରେ କହିବାକୁ ଗଲେ, , ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (ouat ) ର ଓଡ଼ିଶାର ବିଭନ୍ନ ଅଞ୍ଚଳରେ ୪ଟି କ୍ୟାମ୍ପସ ରହିଛି । ଭୁବନେଶ୍ୱର (BBSR)ଠାରେ , ସମ୍ବଲପୁର (Sambalpur)ନିକଟସ୍ଥ ଚିପିଳିମାଠାରେ , ବ୍ରହ୍ମପୁର (Brahmapur)ନିକଟସ୍ଥ ରଙ୍ଗେଇଲୁଣ୍ଡାଠାରେ ଓ ଅନ୍ୟ ଏକ କଳାହାଣ୍ଡି (Kalahandi)ଜିଲ୍ଲାର ଭାବନିପାଟଣାଠାରେ ହିଁ ରହିଛି ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଓଡ଼ିଶାର ବିଭନ୍ନ ଅଞ୍ଚଳରେ ୪ଟି କେମ୍ପସ ରହିଛି । ଭୁବନେଶ୍ୱରଠାରେ , ସମ୍ବଲପୁର ନିକାୟସ୍ଥ ଚିପିଳିମାଠାରେ , ବରହମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡାଠାରେ ଓ ଅନ୍ୟ ଏକ କଳାହାଣ୍ଡି ଜିଲ୍ଲାର ଭାବନିପାଟଣାଠାରେ ରହିଛି ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (ouat ) ଆମ ଦେଶ ଭାରତର ଦ୍ୱିତୀୟ ପୁରାତନ ତଥା ଆମ ରାଜ୍ୟ ଓଡ଼ିଶାର ଏକ ମାତ୍ର କୃଷି ବିଶ୍ୱବିଦ୍ୟାଳୟ ଅଟେ । ଓୟୁଏଟି (ouat ) ଦ୍ୱାରା ଫାର୍ମରସ୍ ଫେୟାର୍ - 2023 (ouat farmers fair 2023) ଫେବୃଆରୀ 27-28 ରେ ଭୁବନେଶ୍ୱରରେ ଆୟୋଜିତ ହେଉଛି । ଏହି ମେଳାରେ କୃଷି ଜାଗରଣ ମିଡିଆ ପାର୍ଟନର ଭାବରେ କାର୍ଯ୍ୟ କରିବ । ଫେବୃଆରୀ 27 ରୁ 28 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏଗ୍ରି ଏଣ୍ଟରପ୍ରିନିଅରନ୍ସ,FPOs,ICAR ଅନୁଷ୍ଠାନ, ବିହନ ଏଜେନ୍ସି ଏବଂ କୃଷକମାନେ ବହୁ ସଂଖ୍ୟାରେ ସାମିଲ ହେବେ ।

ପ୍ରକାଶ ଥାଉ ଯେ, ପାଠ୍ୟକ୍ରମ ବିଷୟରେ କହିବାକୁ ଗଲେ, ଏଠାରେ ବିଶ୍ୱବିଦ୍ୟାଳୟ ତରଫରୁ ହିଁ ଉନ୍ନତ ମାନର କୃଷି (agriculture)ଓ କୃଷି ସମ୍ବନ୍ଧିତ ବୈଷୟିକ ଶିକ୍ଷା ପ୍ରଦାନ ସହ କୃଷିର ଉନ୍ନତି ପାଇଁ ବ୍ୟାପକ ଭାବରେ ନୂତନ ଗବେଷଣା ପାଇଁ ବ୍ୟବସ୍ଥାମାନ ମଧ୍ଯ ରହିଅଛି ।

ଏଥିସହିତ ଜାଣିରଖନ୍ତୁ ଯେ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (ouat ) ଅଧୀନରେ ୮ଟି ମହାବିଦ୍ୟାଳୟ ସହ ଅନ୍ୟ ଶିକ୍ଷ୍ୟ କେନ୍ଦ୍ରଗୁଡ଼ିକ ଶିକ୍ଷାଦାନ ମଧ୍ଯ କରୁଛନ୍ତି ।

KRISHI JAGRAN TEAM AT ODISHA UNIVERSITY OF AGRICULTURE AND TECHNOLOGY

ନୂଆ ଆଶା OUAT FARMERS FAIR-2023

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments