1. କୃଷି ଖବର

Pan-Asia Farmers Exchange Program: ପାନ ଏସିଆ ଫାର୍ମର ଏକ୍ସଚେଞ୍ଜ ପ୍ରୋଗ୍ରାମର ଆଜି ଶେଷ ଦିନ

ଫିଲିପିନ୍ସରେ ଚାଲିଥିବା Pan-Asia Farmers Exchange Programର ଆଜି ପଞ୍ଚମ ଦିନ । ଆଜିର ଦିନ ବେଶ ଖାସ ରହିଛି । ଅନେକ କିଛି ମହତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ନେଇ ସମୟ ନିର୍ଦ୍ଧାରଣ ହୋଇଛି ।

Shuvanshu Kar
Shuvanshu Kar
Pan-Asia Farmers Exchange Program

Pan-Asia Farmers Exchange Program

ଫିଲିପିନ୍ସରେ ଚାଲିଥିବା Pan-Asia Farmers Exchange Programର ଆଜି ପଞ୍ଚମ ଦିନ । ଆଜିର ଦିନ ବେଶ ଖାସ ରହିଛି । ଅନେକ କିଛି ମହତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ନେଇ ସମୟ ନିର୍ଦ୍ଧାରଣ ହୋଇଛି ।

ଏହାପୂର୍ବରୁ Pan-Asia Farmers Exchange Programର ଚତୁର୍ଥ ଦିନରେ ଗତକାଲି କୃଷି ଜାଗରଣର ପ୍ରତିଷ୍ଠାତା ଏମ.ସି ଡୋମିନିକ୍, ଫିଲିପିନ୍ସର ପାନ-ଏସିଆ କୃଷକ ବିନିମୟ କାର୍ଯ୍ୟକ୍ରମରେ ସିନେଜେଣ୍ଟା ଟିମ ସହିତ ମକା କ୍ଷେତ ପରିଦର୍ଶନ କରିଥିଲେ ।

ସେହିପରି ତୃତୀୟ ଦିନରେ ସମସ୍ତ ଅଂଶଗ୍ରହଣକାରୀ ଧାନ ବିଜ୍ଞାନ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ଏଠାରେ ଅନେକ କିଛି ଶିଖିବାକୁ ମିଳିଥିଲା ବୋଲି ସୂଚନା ଦେଇଥିଲେ କୃଷି ଜାଗରଣ ମୁଖ୍ୟ ସମ୍ପାଦକ ଏମ.ସି ଡୋମିନିକ ।

ପାନ-ଏସିଆ କୃଷକ ବିନିମୟ କାର୍ଯ୍ୟକ୍ରମର 16 ତମ ସଂସ୍କରଣ 10 ଅକ୍ଟୋବର 2022ରୁ ଆରମ୍ଭ ହୋଇଯାଇଛି । ଫିଲିପାଇନ୍ସରେ ଚାଲିଛି ଏହି କାର୍ଯ୍ୟକ୍ରମ । 14 ଅକ୍ଟୋବର 2022 ପର୍ଯ୍ୟନ୍ତ ଏହା ଚାଲିବ। କୃଷି ଉଦ୍ଭିଦ ବାୟୋଟେକ୍ନୋଲୋଜି ଉପରେ ଜ୍ଞାନ ବଣ୍ଟନ ଏବଂ ଆଦାନ ପ୍ରଦାନ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଚତୁର୍ଥ ଦିନରେ Pan-Asia Farmers Exchange Program, ବାୟୋଟେକ ମକା ଚାଷୀଙ୍କ ସହ ଆଲୋଚନା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments