1. କୃଷି ଖବର

ଫେବୃଆରୀ 26 ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା 101 ଟଙ୍କା 55 ପଇସା ରହିଥିବା ବେଳେ ଡିଜେଲ (୧ ଲିଟର) 93 ଟଙ୍କା 11 ପଇସା ରହିଛି।

Sudesna Nayak
Sudesna Nayak
petrol diesel prices today 26 february 2025, pic credit-www.pexels.com

petrol diesel prices today 26 february 2025, pic credit-www.pexels.com

ଦେଶରେ ପେଟ୍ରୋଲ (Petrol) ଏବଂ ଡିଜେଲ (Diesel)ମୂଲ୍ୟ ସବୁଦିନ ବଦଳିଥାଏ | କେତେକ ସ୍ଥାନରେ ପେଟ୍ରୋଲ (Petrol)ଏବଂ ଡିଜେଲ (Diesel)ର ମୂଲ୍ୟ ହ୍ରାସ ହୁଏ ଏବଂ କେତେକ ସ୍ଥାନରେ ପେଟ୍ରୋଲ (Petrol)ଏବଂ ଡିଜେଲ (Diesel)ର ମୂଲ୍ୟ ବଢିଥାଏ । ରାଜ୍ୟ ସ୍ତରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇପାରେ। ଏଭଳି ପରିସ୍ଥିତିରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ଫେବୃଆରୀ 26, ବୁଧବାର ଦିନ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରେ ଆଜି ଫେବୃଆରୀ 26 ତାରିଖ ପେଟ୍ରୋଲ (Petrol) ଏବଂ ଡିଜେଲ (Diesel)ମୂଲ୍ୟ, ଜାଣନ୍ତୁ...


ଫେବୃଆରୀ 26 ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ବୁଧବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକଙ୍କ ଚିନ୍ତା ବଢାଇଛି । କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା 101 ଟଙ୍କା 55 ପଇସା ରହିଥିବା ବେଳେ ଡିଜେଲ (୧ ଲିଟର) 93 ଟଙ୍କା 11 ପଇସା ରହିଛି।

ଦିଲ୍ଲୀ, ମୁମ୍ବାଇରେ ପେଟ୍ରୋଲ (Petrol) ଏବଂ ଡିଜେଲ (Diesel)ମୂଲ୍ୟ, ଜାଣନ୍ତୁ...

ଆଜି ଫେବୃଆରୀ 26 ତାରିଖ ନୂଆଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 94.72 ଟଙ୍କା । ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ 103.44 ଅଟେ ।

ପ୍ରକାଶ ଥାଉ ଯେ, ପେଟ୍ରୋଲ ଏବଂ ଡିଜେଲର (Petrol Diesel Rates)ଏହି ମୂଲ୍ୟ ପ୍ରତିଦିନ ସକାଳ 6 ଟାରେ ଅପଡେଟ୍ ହୁଏ । ଯଦି ଆପଣ ନିଜ ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ଭରିବାକୁ ଯାଉଛନ୍ତି, ତେବେ ଆପଣ ବର୍ତ୍ତମାନର ଇନ୍ଧନର ମୂଲ୍ୟ ବିଷୟରେ ଜାଣିବା ଉଚିତ୍ ।

ଫେବୃଆରୀ 19 ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ