News

ଜାନୁଆରୀ 29 ତାରିଖ ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ

ଦେଶରେ ପେଟ୍ରୋଲ (Petrol) ଏବଂ ଡିଜେଲ (Diesel)ମୂଲ୍ୟ ପ୍ରତିଦିନ ବଦଳିଥାଏ | ଯାହା ଅନୁଯାୟୀ, କେତେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୁଏ ଏବଂ କେତେକ ସ୍ଥାନରେ ସେମାନଙ୍କର ମୂଲ୍ୟ ବଢିଥାଏ। ଏଭଳି ପରିସ୍ଥିତିରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ଜାନୁଆରୀ 29, ବୁଧବାର ଦିନ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ କରିଛନ୍ତି।

29 January, 2025 11:40 AM IST By: Sudesna Nayak

ଦେଶରେ ପେଟ୍ରୋଲ (Petrol) ଏବଂ ଡିଜେଲ (Diesel)ମୂଲ୍ୟ ପ୍ରତିଦିନ ବଦଳିଥାଏ | ଯାହା ଅନୁଯାୟୀ, କେତେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୁଏ ଏବଂ କେତେକ ସ୍ଥାନରେ ସେମାନଙ୍କର ମୂଲ୍ୟ ବଢିଥାଏ। ଏଭଳି ପରିସ୍ଥିତିରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ଜାନୁଆରୀ 29, ବୁଧବାର ଦିନ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ କରିଛନ୍ତି।

ଭୁବନେଶ୍ୱରରେ ଆଜି ପେଟ୍ରୋଲ (Petrol) ଏବଂ ଡିଜେଲ (Diesel)ମୂଲ୍ୟ, ଜାଣନ୍ତୁ...

ଜାନୁଆରୀ 29 ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। ବୁଧବାର (wednesday)ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର (Petrol Diesel Rates)ମୂଲ୍ୟ ଲୋକଙ୍କ ଚିନ୍ତା ବଢାଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା 100 ଟଙ୍କା 93 ପଇସା ରହିଥିବା ବେଳେ ଡିଜେଲ (୧ ଲିଟର) 92 ଟଙ୍କା 51 ପଇସା ରହିଛି।

ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ (Petrol) ଏବଂ ଡିଜେଲ (Diesel)ମୂଲ୍ୟ, ଜାଣନ୍ତୁ...

-ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ 94.77 ଟଙ୍କା ଏବଂ ଡିଜେଲ ଲିଟର ପିଛା 87.67 ଟଙ୍କା ରହିଛି।

-ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ 103.50 ଟଙ୍କା ଏବଂ ଡିଜେଲ ଲିଟର ପିଛା 90.03 ଟଙ୍କା ରହିଛି।

ପ୍ରକାଶ ଥାଉ ଯେ, ପେଟ୍ରୋଲ ଏବଂ ଡିଜେଲର (Petrol Diesel Rates)ଏହି ମୂଲ୍ୟ ପ୍ରତିଦିନ ସକାଳ 6 ଟାରେ ଅପଡେଟ୍ ହୁଏ । ଏପରି ପରିସ୍ଥିତିରେ, ଯଦି ଆପଣ ନିଜ ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ଭରିବାକୁ ଯାଉଛନ୍ତି, ତେବେ ଆପଣ ବର୍ତ୍ତମାନର ଇନ୍ଧନର ମୂଲ୍ୟ ବିଷୟରେ ଜାଣିବା ଉଚିତ୍ ।

Petrol Price: କମିଲା ପେଟ୍ରୋଲ ଦର !

ମହାକାଶରୁ ମହାକୁମ୍ଭ ୨୦୨୫ର ଚମତ୍କାର ଫଟୋ ଉଠାଇଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର