1. କୃଷି ଖବର

ଭୁବନେଶ୍ୱର ରେ ପିଏମ କିଷାନ ଉଦ୍ଘାଟିତ !

ଭୁବନେଶ୍ୱର ରେ ପିଏମ କିଷାନ ଉଦ୍ଘାଟିତ !

KJ Staff
KJ Staff

-୧.୧ କୋଟିଙ୍କୁ ପ୍ରଥମ କିସ୍ତି ରେ ୨ ହଜାର
-ଓଡ଼ିଶାରେ ଶୁଭାରମ୍ଭ କଲେ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ
-ମାର୍ଚ୍ଚ ୩୧ ସୁଦ୍ଧା ୧୨.୫ କୋଟି ଚାଷୀଙ୍କୁ ମିଳିବ ପ୍ରଥମ କିସ୍ତି
-ଓଡ଼ିଶାରେ ସ୍କିମ ଆରମ୍ଭ କଲେ ଗଜେନ୍ଦ୍ର ସିଂ ଶିଖାୱତ

ପ୍ରଧାନମନ୍ତୀର କିଷାନ ସମ୍ମାନ ନିଧି ଯୋଜନା କୁ ଦେଶର କୃଷୀଙ୍କ ଉଦ୍ୟେଶରେ ଉତ୍ସର୍ଗ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି |ଉତ୍ତର ପ୍ରଦେଶ ଗୋରଖ ପୁତ୍ର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରୁ ୭୫ ହଜାର କୋଟି ଟଙ୍କା ର ୧୨ କୋଟି ୫୦ ଲକ୍ଷ ଚାଷୀଙ୍କ ଲାଗି ଏହି ଯୋଜନା କୁ ଦେଶର ୯୦ ପ୍ରତିସଦ କୃଷକ ଙ୍କ ପାଇଁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ କହିଥିଲେ ,"ଏହା ସମ୍ପୂର୍ଣ ସ୍ଵଛ ଯୋଜନାଏଥିରେ କୃଷ୍ନକୁ ଠକିବ ର ଉଦ୍ୟମ କରାଯିବ ନାହିଁ |କୌଣସି ମଧ୍ୟସ୍ଥ ଆପଣଙ୍କ ଟଙ୍କା ନେଇ ପାରିବ ନାହିଁ"|

ଏହି ଅବସରରେ ଯୋଜନା ର ପ୍ରଥମ କିସ୍ତି ବାବଦ ୨ ହଜାର ଟଙ୍କା ଲେଖାଏଁ ଦେଶର ୧ କୋଟି ୧ ଲକ୍ଷ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଟ୍ରାନ୍ସଫର କରାଯିବ |ଖୁବି ଶୀଘ୍ର ଅବଶିଷ୍ଟ ଚାଷୀଙ୍କ ବ୍ୟାଙ୍କଖାତା କୁ ପ୍ରଥମ କିସ୍ତି ର ଅର୍ଥ ପ୍ରଦାନ କରାଯିବ |

ଏହି ଯୋଜନା ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ,ଜିଲା ,ଆଇସିଏଆର ସଂସ୍ଥାନ , କେ ବି କେ ,ଏବଂ ଜନସେବା କେନ୍ଦ୍ର ଗୁଡିକରେ ସିଧାସଳଖ ଆରମ୍ଭ କରାଯାଇଛି |ସେହି ପରି ଭୁବବାନେବାର ସ୍ତିତ ଆଇସିଏଆର- ସି.ଆଇ.ଡବ୍ଲୁ.ଏ ଏବଂ ସିଫା ଅନ୍ତର୍ଗତ କେ.ବି କେ ଖୋର୍ଦ୍ଧା ରେ ମଧ୍ୟ ଏହି ଯୋଜନା ର ଶୁଭାରମ୍ଭ କରାଯାଇଛି |

 


୨୦୧୨ ସୁଦ୍ଧା ଚାଷୀଙ୍କ ଆୟ କୁ ଦ୍ବିଗୁଣିତ କରିବା ଲାଗି ପିଏମ- କିଷାନ ଯୋଜନା ଦ୍ୱାରା ପ୍ରୟାସ କରାଯିବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ