ଦ୍ୱାଦଶ କିସ୍ତି (pm kisan samman nidhi 12th installment) ଟଙ୍କା ଦୀପାବଳି (Diwali) ପୂର୍ବରୁ କୋଟି କୋଟି ଚାଷୀ (FARMERS)ମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାର (Central Government) ନିଷ୍ପତ୍ତି ନେଇଛନ୍ତି । ଯାହାର ସୂଚନା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ଭାବେ ସୂଚନା ଦିଆଯାଇଛି ।
କହିବାକୁ ଗଲେ, କେନ୍ଦ୍ର ସରକାର (Central Government) ଅକ୍ଟୋବର 17 ଓ 18 ରେ କୃଷକ (FARMERS)ମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିପାରିନ୍ତି । ବର୍ତ୍ତମାନ ଦେଶର କୋଟି କୋଟି ଚାଷୀ 2000 ଟଙ୍କାକୁ ଅପେକ୍ଷା କରିଛନ୍ତି, ଯାହାକୁ ନେଇ ସରକାର ଏହି ଟଙ୍କା ଦୀପାବଳି (Diwali)ପୂର୍ବରୁ ସ୍ଥାନାନ୍ତର କରିବାକୁ ହିଁ ନିଷ୍ପତ୍ତି ନେଇଛନ୍ତି ।
ଆପଣମାନେ ଏହି ନମ୍ବରକୁ ମଧ୍ୟ କଲ କରିପାରିବେ,ଜାଣନ୍ତୁ...
ଚାଷୀ(FARMERS)ମାନଙ୍କ ସୁବିଧା ପାଇଁ ସରକାର ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଦେଇଛନ୍ତି ।
ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ପାଇଁ କରାଯାଇଥିବା ଆବେଦନର ସ୍ଥିତି ଜାଣିବା ପାଇଁ କୃଷକମାନେ ୧୫୫୨୬୧ କୁ କଲ କରି ସମ୍ପୂର୍ଣ୍ଣ ସୂଚନା ପାଇପାରିବେ ।
ପ୍ରକାଶ ଥାଉ ଯେ, ଚଳିକ ବର୍ଷ ଦୀପାବଳି (Diwali 2022) ଅବସରରେ ଦେଶର କୋଟି କୋଟି କୃଷକ (FARMERS) ଉପହାର ପାଇବାକୁ ଯାଉଛନ୍ତି । ଦ୍ୱାଦଶ କିସ୍ତି ଟଙ୍କା (pm kisan samman nidhi 12th installment) ଦୀପାବଳି ପୂର୍ବରୁ ଦେଶର ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର (Central Government)।