1. କୃଷି ଖବର

PM Kisan:ଆଉ 2 ଦିନ ପରେ ଚାଷୀଙ୍କ ଖାତାକୁ ଯିବ ୨୧ ହଜାର କୋଟି

ଚାଷୀଙ୍କ ପ୍ରତୀକ୍ଷାର ସମୟ ଶେଷ ହେବାକୁଯାଉଛି । ଆସନ୍ତା ୩୧ରେ ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଶାନ ଟଙ୍କା । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୨୧ ହଜାର କୋଟି ଟଙ୍କା । ଏନେଇ ପ୍ରଧାନମନ୍ତ୍ରୀଙଅକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Shuvanshu Kar
Shuvanshu Kar
PM Modi to Release 11th installment on May 31

PM Modi to Release 11th installment on May 31

ଚାଷୀଙ୍କ ପ୍ରତୀକ୍ଷାର ସମୟ ଶେଷ ହେବାକୁଯାଉଛି । ଆସନ୍ତା ୩୧ରେ ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଶାନ(PM Kisan) ଟଙ୍କା । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୨୧ ହଜାର କୋଟି ଟଙ୍କା । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପିଏମ କିଶାନ ସମ୍ମାନ ନିଧି(pm kisan samman nidhi)ର ଏକାଦଶ କିସ୍ତି ଅର୍ଥ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । 10 କିସ୍ତି ଟଙ୍କା ପଠାଯାଇ ସାରିଥିବାବେଳେ ଏକାଦଶ କିସ୍ତି ଟଙ୍କା ପାଇବାକୁ ଚାଷୀ ଅପେକ୍ଷା କରିଛନ୍ତି । ତେବେ ଆସନ୍ତା 31ରେ ଏହି ଟଙ୍କା ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ।

ପିଏମ କିଶାନ ସମ୍ମାନ ନିଧିର ଏକାଦଶ କିସ୍ତି ଅର୍ଥ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । 10 କିସ୍ତି ଟଙ୍କା ପଠାଯାଇ ସାରିଥିବାବେଳେ ଏକାଦଶ କିସ୍ତି ଟଙ୍କା ପାଇବାକୁ ଚାଷୀ ଅପେକ୍ଷା କରିଛନ୍ତି । ତେବେ ଆସନ୍ତା 31ରେ ଏହି ଟଙ୍କା ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ।

ବିଶ୍ବର ପ୍ରଥମ ନାନୋ ୟୁରିଆ ପ୍ଲାଣ୍ଟ ଉଦଘାଟିତ

ପିଏମ କିସାନ ଯୋଜନାରେ ବଦଳିଲା ନିୟମ, 31ମାର୍ଚ୍ଚ ପୂର୍ବରୁ କରନ୍ତୁ ଏହି କାମ...

ଏଥର ସରକାର ପିଏମ କିସାନ ହିତାଧଇକାରୀଙ୍କ ପାଇଁ E-KYC ବାଧ୍ୟତାମୂଳକ କରିଛନ୍ତି । ଯଦି E-KYC କରିନାହାଁନ୍ତି, ତେବେ ୧୧ତମ କିସ୍ତିର ଟଙ୍କା ଆପଣଙ୍କ ଆକାଉଣ୍ଟରେ ଆସିବ ନାହିଁ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments