1. କୃଷି ଖବର

ପୁଷ୍ପ ପ୍ରଦର୍ଶନୀର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

ପ୍ରଦର୍ଶନୀ ପ୍ରକୃତିର ସୌନ୍ଦର୍ଯ୍ୟର ଛାପ ବହନ କରିଥାଏ ଏବଂ ଏହା ପର୍ଯ୍ୟାବରଣର ସ୍ଥିରତା ବାବଦରେ ସଚେତନତା କରିଥାଏ । ସ୍ଥାନୀୟ ଚାଷୀ, ମାଳି ଏବଂ ଉତ୍ସାହୀମାନଙ୍କୁ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶନ କରିବାକୁ ଏହା ମଞ୍ଚ ପ୍ରଦାନ କରିଥାଏ ।

Tanushree Mahapatra
Tanushree Mahapatra
PM shares glimpses of International Flower Show

PM shares glimpses of International Flower Show

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଆନ୍ତର୍ଜାତିକ ପୁଷ୍ପ ପ୍ରଦର୍ଶନୀର ଝଲକ ସେୟାର କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରଦର୍ଶନୀ ଧୀରେ ଧୀରେ ପ୍ରସିଦ୍ଧି ପାଇଥିଲା, ତେଣୁ ଏହା ସହ ମୋର ଭାବଗତ ସମ୍ପର୍କ ରହିଛି ।

ଏଭଳି ପ୍ରଦର୍ଶନୀ ପ୍ରକୃତିର ସୌନ୍ଦର୍ଯ୍ୟର ଛାପ ବହନ କରିଥାଏ ଏବଂ ଏହା ପର୍ଯ୍ୟାବରଣର ସ୍ଥିରତା ବାବଦରେ ସଚେତନତା କରିଥାଏ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ଏଠାରେ ଅହମ୍ମଦାବାଦ ପୁଷ୍ପ ପ୍ରଦର୍ଶନୀର କିଛି ଝଲକ ସେୟାର କରୁଛି । ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରଦର୍ଶନୀ ଧୀରେ ଧୀରେ ପ୍ରସିଦ୍ଧି ପାଇଥିଲା, ତେଣୁ ଏହା ସହ ମୋର ଦୃଢ଼ ଭାବଗତ ସମ୍ପର୍କ ରହିଛି ।

ଏଭଳି ପ୍ରଦର୍ଶନୀ ପ୍ରକୃତିର ସୌନ୍ଦର୍ଯ୍ୟର ଛାପ ବହନ କରିଥାଏ ଏବଂ ଏହା ପର୍ଯ୍ୟାବରଣର ସ୍ଥିରତା ବାବଦରେ ସଚେତନତା କରିଥାଏ । ସ୍ଥାନୀୟ ଚାଷୀ, ମାଳି ଏବଂ ଉତ୍ସାହୀମାନଙ୍କୁ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶନ କରିବାକୁ ଏହା ମଞ୍ଚ ପ୍ରଦାନ କରିଥାଏ ।”

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ