1. କୃଷି ଖବର

ବିବାହିତଙ୍କୁ ଧକ୍କା; ଏପ୍ରିଲ ୧ରୁ ବନ୍ଦ ହେବ ଏହି ଯୋଜନା

ସରକାର ସମସ୍ତଙ୍କ ପାଇଁ ସରକାରୀ ଯୋଜନା ସୁବିଧା କରିଛନ୍ତି l ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା ଅଛି ଯାହା ଭଲ ସୁଧ ହାର ପ୍ରଦାନ କରି ବୃଦ୍ଧା ଲୋକଙ୍କୁ । ଯାହାଫଳରେ ସେମାନେ ଅଧିକ ଲାଭ ପାଇଁ ପାରୁଛନ୍ତି । ବର୍ତ୍ତମାନ ଆପଣମାନେ ଗୋଟିଏ ସରକାରୀ ଯୋଜନା ମାଧ୍ୟମରେ ପ୍ରତି ମାସରେ ୧୮,୫୦୦ ଟଙ୍କା ଲାଭ କରୁଛନ୍ତି । କିନ

Tanushree Mahapatra
Tanushree Mahapatra
Pm vaya Vandana yojana shut from 1 april 2023

Pm vaya Vandana yojana shut from 1 april 2023

ସରକାର ସମସ୍ତଙ୍କ ପାଇଁ ସରକାରୀ ଯୋଜନା ସୁବିଧା କରିଛନ୍ତି l ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା ଅଛି ଯାହା ଭଲ ସୁଧ ହାର ପ୍ରଦାନ କରି ବୃଦ୍ଧା ଲୋକଙ୍କୁ  । ଯାହାଫଳରେ ସେମାନେ ଅଧିକ ଲାଭ  ପାଇଁ ପାରୁଛନ୍ତି । ବର୍ତ୍ତମାନ ଆପଣମାନେ ଗୋଟିଏ ସରକାରୀ ଯୋଜନା ମାଧ୍ୟମରେ ପ୍ରତି ମାସରେ ୧୮,୫୦୦ ଟଙ୍କା ଲାଭ କରୁଛନ୍ତି । କିନ୍ତୁ ଆଗକୁ ଏପ୍ରିଲ୍ ୧ତାରିଖ ପରେ ପରେ ଆପଣ ସମସ୍ତେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

ଏହି ଯୋଜନାକୁ ମୋଦି ସରକାର ବନ୍ଦ କରିବାକୁ ଯାଉଛନ୍ତି ଯାହା କି କିଛି ଲୋକଙ୍କୁ ଶକ୍ତ ଧକ୍କା ପହଁଞ୍ଚାଇଛି । କେନ୍ଦ୍ର ସରକାର ହେଉ ଅବା ରାଜ୍ୟ ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହାଦ୍ୱାରା ଲୋକେ ଅନେକ ଫାଇଦା ଉଠାଇପାରୁଛନ୍ତି  । ଯାହା ଦ୍ୱାରା ନା କେବଳ ଶିଶୁ ବରଂ ବରିଷ୍ଠ ନାଗରିକମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରୁଛନ୍ତି । ବରିଷ୍ଠ ନାଗରିକ (Senior Citizens) ଙ୍କ ପାଇଁ ଅନେକ ଯୋଜନା ରହିଛି , ଯେଉଁଥିରେ ଭଲ ସୁଧ ହାର ପ୍ରଦାନ କରାଯାଉଛି । ଯାହାଫଳରେ ସେମାନେ ଅଧିକ ଲାଭ ପାଇପାରିବେ ।

ଆଗକୁ ବନ୍ଦ ହେଉଥିବା ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା  (PM Vaya Vandana Yojana) । ଆପଣ କେବଳ ଏପ୍ରିଲ୍ ୧ ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ଉଠାଇ ପାରିବେ କାରଣ ଏହା ପରେ ଏହା ବନ୍ଦ ହେବାକୁ ଯାଉଛି । ଏହି ଯୋଜନାରେ ୭.୪ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ମିଳିଥାଏ ଅଧିକାରୀଙ୍କୁ  । ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନାକୁ ବିଶେଷ ଭାବରେ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସେମାନେ କେବଳ ଏହାର ଲାଭ ଉଠାଇପାରିବେ । କିନ୍ତୁ ଏହି ଯୋଜନା ୧ ଏପ୍ରିଲ ୨୦୨୩ରୁ ବନ୍ଦ ହୋଇଯିବା ନେଇ ଖବର ସାମ୍ନାକୁ ଆସୁଛି । ଏହି ଯୋଜନାରେ ସର୍ବାଧିକ ନିବେଶ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଏଥିରେ ଆପଣ ୧୦ ବର୍ଷ ପାଇଁ ନିବେଶ କରପାରିବେ ଓ ପରିପକ୍ୱତା ସମାପ୍ତ ହେବା ପରେ ଆପଣ ନିଜର ପୂରା ଅର୍ଥ ରାଶି ପାଇବେ । ଏହି ଯୋଜନାରେ ନିବେଶ ହୋଇଥିବା ଅର୍ଥ ସଂପୂର୍ଣ୍ଣ ସୁରକ୍ଷିତ ରହିଥାଏ ସେଥିପାଇଁ ଚିନ୍ତା ର କୌଣସି କାରଣ ନାହିଁ  । ମ୍ୟାଚ୍ୟୋରିଟି ପୂର୍ବରୁ ମଧ୍ୟ ଆପଣ ନିଜେ ଏହି ସ୍କିମ୍ ବନ୍ଦ କରିପାରିବେ  । ଆଣେ କ କସୁବିଧା ସହିତ ଏହା ଉପଲବ୍ଧ l

ଯଦି କୌଣସି ପତି-ପତ୍ନୀ ଏହି ଯୋଜନାରେ ଦୁହେଁ ମିଶି ନିବେଶ କରନ୍ତି ଅର୍ଥାତ ମୋଟ ୩୦ ଲକ୍ଷ ଟଙ୍କା ନିବେଶ କରନ୍ତି । ତେବେ ଆପଣ ୭.୪୦ ପ୍ରତିଶତ ହାରରେ ସୁଧର ଲାଭ ଉଠାଇପାରିବେ । ଏହି ରାଶି ଉପରେ ଆପଣ ବାର୍ଷିକ ୨,୨୨,୦୦୦ ଟଙ୍କା ସୁଧ ପାଇବା ସୁବିଧା ମଧ୍ୟ ରହିଛି । ଯଦି ଏହି ସୁଧ ରାଶି ୧୨ ମାସରେ ବିଭକ୍ତ ହୁଏ, ତେବେ ଆପଣ ପ୍ରତି ମାସରେ ୧୮,୫୦୦ ଟଙ୍କା ପାଇବେ ଯାହା ଆପଣଙ୍କ ପାଇଁ ଫାଇଦାଯୁକ୍ତ  । ଏହି ରାଶି ତଥା ଟଙ୍କା ଆପଣଙ୍କ ଆକାଉଣ୍ଟରେ ପେନସନ ଭାବରେ ଆସିବ    ।

ସେହିପରି ଯଦି କେବଳ ଯଦି ଜଣେ ବ୍ୟକ୍ତି ଏହି ଯୋଜନାରେ ନିବେଶ କରିବାକୁ ଚାହିଁଥାନ୍ତି, ତେବେ ଆପଣ ସର୍ବାଧିକ ୧୫ ଲକ୍ଷ ନିବେଶ କରିପାରିବେ । ଯାହା ଉପରେ ଆପଣ ପ୍ରତିବର୍ଷ ୧,୧୧,୦୦୦ ଟଙ୍କା ସୁଧ ଭାବରେ ପାଇବେ । ଯାହା ଅଧିକ ଲାଭ ଦେବା l ଅର୍ଥାତ୍ ପ୍ରତି ମାସରେ ୯,୨୫୦ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ । ଏହି ଯୋଜନାର ପରିପକ୍ୱତା ଅବଧି ପାଖାପାଖି ୧୦ ବର୍ଷ ଅଛି । ଆପଣ ଏହି ଯୋଜନାରେ ୧୦ ବର୍ଷ ପାଇଁ ଟଙ୍କା ନିବେଶ କରିପାରିବେ ଯାହା ଆପଣଙ୍କୁ ଅଧିକ ଚାପପକାଇବା ନାହିଁ  । ଯଦି ଆପଣ ୧୦ ବର୍ଷ ପାଇଁ ଏଥିରେ ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ୧୦ ବର୍ଷ ପରେ ଆପଣଙ୍କର ନିବେଶ ହୋଇଥିବା ଟଙ୍କା ଫେରସ୍ତ ମିଳିବ  ।

ଏବେ ସହଜରେ ମିଳିବ ଋଣ , ସରକାର ଯୋଗାଇବେ କ୍ରେଡିଟ କାର୍ଡ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments