News

ଆଜିଠୁ ରାଷ୍ଟ୍ରପତିଙ୍କ 3 ଦିନିଆ କର୍ଣ୍ଣାଟକ ଗସ୍ତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସୋମବାର ଠୁ 3 ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ । ମହୀଶୂରରେ ଅନୁଷ୍ଠିତ ହେବାକୁ ଥିବା ଦଶହରା ମହୋତ୍ସବର ଉଦଘାଟନ କରିବେ ରାଷ୍ଟ୍ରପତି ।

26 September, 2022 3:42 PM IST By: Sudesna Nayak

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu) ଆଜି ସୋମବାର (Monday)ଠୁ 3 ଦିନିଆ କର୍ଣ୍ଣାଟକ (Karnataka)ଗସ୍ତରେ ଯିବେ । ମହୀଶୂରରେ ଅନୁଷ୍ଠିତ ହେବାକୁ ଥିବା ଦଶହରା ମହୋତ୍ସବର ଉଦଘାଟନ କରିବେ ରାଷ୍ଟ୍ରପତି (President) ।

ସୂଚନା ଅନୁଯାୟୀ, ମହୀଶୂରରେ ଦଶହରା ମହୋତ୍ସବର ଶୁଭାରମ୍ଭ କରିବା ପରେ ପରେ ଡୁବଲି-ଧାରବାଡ ନଗର ନିଗମ ଦ୍ବାରା ଆୟୋଜିତ ‘ପଉରା ସନମାନା’ ସମ୍ମାନ ସମୋରୋହରେ ସାମିଲ ହେବେ ରାଷ୍ଟ୍ରପତି (President)

କହିବାକୁ ଗଲେ,28 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି (President)କର୍ଣ୍ଣାଟକ (Karnataka)ରେ ରହିବା ନେଇ ସୂଚନା ମିଳିଛି । ରାଷ୍ଟ୍ରପତି (President) ଭାବେ ଦେଶର ଭାର ସମ୍ଭାଳିବା ପରେ ଏହା ତାଙ୍କ ପ୍ରଥମ କର୍ଣ୍ଣାଟର ଗସ୍ତ ।

ପ୍ରକାଶ ଥାଉ ଯେ, କର୍ଣ୍ଣାଟକ (Karnataka)ର ମହୀଶୂର ସହରରେ ଅନୁଷ୍ଠିତ ହଶହରା ପର୍ବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । 2 ବର୍ଷ କୋରୋନା ପାଇଁ ଉତ୍ସବ ବନ୍ଦ ଥିଲା ମାତ୍ର ଚଳିତ ବର୍ଷ ଏହା ପୁଣି ଆୟୋଜିତ ହେବାକୁ ଯାଉଛି । ଏହା ଏକ ୧୦ ଦିନିଆ ପର୍ବ ଯାହା ବିଜୟାଦଶମୀ ଦିନ ଶେଷ ହେବ ।

କୁମାର ପୂର୍ଣ୍ଣିମା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା ପାଗ

ହାଇ ବ୍ଲଡପ୍ରେସର ସମସ୍ୟାରୁ ମୁକ୍ତି ଦେବ ଡାଲଚିନି ଚା'

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)