1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ହାଇ ବ୍ଲଡପ୍ରେସର ସମସ୍ୟାରୁ ମୁକ୍ତି ଦେବ ଡାଲଚିନି ଚା'

ପ୍ରତ୍ୟେକ ବ୍ୟକ୍ତିଙ୍କର ଦିନର ଆରମ୍ଭ ଚା’ରୁ ହେଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଡାଲଚିନି ଚା’ପିଇବା ଦ୍ୱାରା ହାଇ ବ୍ଲଡପ୍ରେସର ସମସ୍ୟାରୁ ମୁକ୍ତି ଦେବ ସହ ଥଣ୍ଡା, କାଶ ଆଦିରୁ ଶରୀରକୁ ରକ୍ଷା କରିଥାଏ ।

Sudesna Nayak
Sudesna Nayak
health benefits of cinnamon tea control high blood pressure

health benefits of cinnamon tea control high blood pressure

ପ୍ରତ୍ୟେକ ବ୍ୟକ୍ତିଙ୍କର ଦିନର ଆରମ୍ଭ ଚା’(Tea)ରୁ ହେଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଡାଲଚିନି ଚା’(cinnamon tea)ପିଇବା ଦ୍ୱାରା ହାଇ ବ୍ଲଡପ୍ରେସର (high blood pressure)ସମସ୍ୟାରୁ ମୁକ୍ତି ଦେବ ସହ ଥଣ୍ଡା, କାଶ ଆଦିରୁ ଶରୀରକୁ ରକ୍ଷା କରିଥାଏ ।

ସୂଚନା ମୁତାବକ, ଡାଲଚିନି (cinnamon)ରେ ଅନେକ ପ୍ରାକୃତିକ ଓ ଔଷଧୀୟ ଗୁଣ ରହିଛି । ଡାଲଚିନି ଚା’(cinnamon tea)ପିଇବା ଦ୍ୱାରା ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରେ ।

ହାଇ ବ୍ଲଡପ୍ରେସରରୁ ମୁକ୍ତି ଦେବ ଡାଲଚିନି ଚା',ଜାଣନ୍ତୁ...

ନିୟମିତ ଭାବେ ଡାଲଚିନି ଚା’(cinnamon tea) ପିଇବା ଦ୍ବାରା କେବଳ ବ୍ଲଡପ୍ରେସର (blood pressure)କଣ୍ଟ୍ରୋଲ୍ ହୁଏ ତା ନୁହେଁ, ଏହା ହାଇ ବ୍ଲଡପ୍ରେସର (high blood pressure)କମ୍ କରିବାରେ ମଧ୍ୟ ବହୁ ସାହାଯ୍ୟ କରିଥାଏ ।

ତ୍ବଚାର ଚମକ ବୃଦ୍ଧି କରେ ଡାଲଚିନି ଚା',ଜାଣନ୍ତୁ...

ଡାଲଚିନି (cinnamon)ରେ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ଏହା ତ୍ୱଚାର ଚମକ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ ।

ମୋଟାପା ସମସ୍ୟାରୁ ମୁକ୍ତି ଦେବ ଡାଲଚିନି ଚା',ଜାଣନ୍ତୁ...

ପ୍ରତିଦିନ ଡାଲଚିନି ଚା’(cinnamon tea)ପିଅନ୍ତୁ । ଏଥିରେ ଥିବା ପ୍ରାକୃତିକ ଗୁଣ ଓଜନ କମାଇବାରେ ବେଶ୍ ସହାୟକ ହୋଇଥାଏ ।

ଡାଇବେଟିସ ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ କଞ୍ଚା କଦଳୀ

ଏହି 5ଟି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments