Krishi Jagran odia
Menu Close Menu

ସର୍ବସାଧାରଣଙ୍କ ଲାଗି ରାଜଭବନ !!

Thursday, 10 January 2019 02:00 AM
rajbhawn

ଜାନୁଆରୀ ୮ ରୁ ସର୍ବସାଧାରଣକ ଲାଗି ଖୋଲିଲା ଗଭର୍ନର ହାଉସ |ରାଜଭବନ ର ସୌନ୍ଦର୍ଯ୍ୟ ଏବେ ଆହ୍ୱାନ କରୁଛି ଜନସାଧାରଣଙ୍କୁ |ବିଶେଷ କରି ପୁଷ୍ପ ର ସାଜଶଯ୍ୟା ରେ ଭରପୁର ;ଫୁଲ ବଗିଚା ;ଘାସ ଗାଲିଚା ,ଝର ,କ୍ୟାକ୍ଟସ ବଗିଚା ,ଗୋଲାପ ବଗିଚା ,ହରିଣ ପାର୍କ ,ଆୟୁର୍ବେଦିକ ବଗିଚା ଏହାର ବିଶେଷ ଆକର୍ଷଣ|

rajbhawan

ଏହି ସୁବିଧା ଜାନୁଆରୀ ୮ ରୁ ଆରମ୍ଭ ହୋଇ ଜାନୁଆରୀ ୨୦ ଯାଏ ଉପଲବ୍ଧ ରହିବ |
ଅପରାହ୍ନ ୨ ତା ରୁ ନେଇ ସନ୍ଧ୍ୟା ୪:୩୦ ବ୍ୟତୀତ ରବିବାର ଏବଂ ଛୁଟି ଦିନରେ ମଧ୍ୟ ଖୋଲା ରହିବ ସର୍ବସାଧାରଙ୍କ ଲାଗି ରାଜଭବନ |

 

ଏନେଇ ଦର୍ଶକ ମାନଙ୍କ ଲାଗି ନିଷେଧ କରାଯାଇଛି କ୍ୟାମେରା ,ବନ୍ଧୁକ ,କୌଣସି ଶସ୍ତ୍ର ଏବଂ ମଦ୍ୟ ପାନ|

Share your comments


CopyRight - 2019 Krishi Jagran Media Group. All Rights Reserved.