1. କୃଷି ଖବର

ସର୍ବସାଧାରଣଙ୍କ ଲାଗି ରାଜଭବନ !!

ଜାନୁଆରୀ ୮ ରୁ ସର୍ବସାଧାରଣକ ଲାଗି ଖୋଲିଲା ଗଭର୍ନର ହାଉସ |ରାଜଭବନ ର ସୌନ୍ଦର୍ଯ୍ୟ ଏବେ ଆହ୍ୱାନ କରୁଛି ଜନସାଧାରଣଙ୍କୁ |ବିଶେଷ କରି ପୁଷ୍ପ ର ସାଜଶଯ୍ୟା ରେ ଭରପୁର ;ଫୁଲ ବଗିଚା ;ଘାସ ଗାଲିଚା ,ଝର ,କ୍ୟାକ୍ଟସ ବଗିଚା ,ଗୋଲାପ ବଗିଚା ,ହରିଣ ପାର୍କ ,ଆୟୁର୍ବେଦିକ ବଗିଚା ଏହାର ବିଶେଷ ଆକର୍ଷଣ| ଏହି ସୁବିଧା ଜାନୁଆରୀ ୮ ରୁ ଆରମ୍ଭ ହୋଇ ଜାନୁଆରୀ ୨୦ ଯାଏ ଉପଲବ୍ଧ ରହିବ | ଅପରାହ୍ନ ୨ ତା ରୁ ନେଇ ସନ୍ଧ୍ୟା ୪:୩୦ ବ୍ୟତୀତ ରବିବାର ଏବଂ ଛୁଟି ଦିନରେ ମଧ୍ୟ ଖୋଲା ରହିବ ସର୍ବସାଧାରଙ୍କ ଲାଗି ରାଜଭବନ |

KJ Staff
KJ Staff

ଜାନୁଆରୀ ୮ ରୁ ସର୍ବସାଧାରଣକ ଲାଗି ଖୋଲିଲା ଗଭର୍ନର ହାଉସ |ରାଜଭବନ ର ସୌନ୍ଦର୍ଯ୍ୟ ଏବେ ଆହ୍ୱାନ କରୁଛି ଜନସାଧାରଣଙ୍କୁ |ବିଶେଷ କରି ପୁଷ୍ପ ର ସାଜଶଯ୍ୟା ରେ ଭରପୁର ;ଫୁଲ ବଗିଚା ;ଘାସ ଗାଲିଚା ,ଝର ,କ୍ୟାକ୍ଟସ ବଗିଚା ,ଗୋଲାପ ବଗିଚା ,ହରିଣ ପାର୍କ ,ଆୟୁର୍ବେଦିକ ବଗିଚା ଏହାର ବିଶେଷ ଆକର୍ଷଣ|

ଏହି ସୁବିଧା ଜାନୁଆରୀ ୮ ରୁ ଆରମ୍ଭ ହୋଇ ଜାନୁଆରୀ ୨୦ ଯାଏ ଉପଲବ୍ଧ ରହିବ |
ଅପରାହ୍ନ ୨ ତା ରୁ ନେଇ ସନ୍ଧ୍ୟା ୪:୩୦ ବ୍ୟତୀତ ରବିବାର ଏବଂ ଛୁଟି ଦିନରେ ମଧ୍ୟ ଖୋଲା ରହିବ ସର୍ବସାଧାରଙ୍କ ଲାଗି ରାଜଭବନ |

 

ଏନେଇ ଦର୍ଶକ ମାନଙ୍କ ଲାଗି ନିଷେଧ କରାଯାଇଛି କ୍ୟାମେରା ,ବନ୍ଧୁକ ,କୌଣସି ଶସ୍ତ୍ର ଏବଂ ମଦ୍ୟ ପାନ|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments