1. କୃଷି ଖବର

RBI Requirements : ବିନା ପରୀକ୍ଷାରେ RBIରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ସ୍ପେଶାଲିଷ୍ଟ ଅଫିସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିନା ପରୀକ୍ଷାରେ (RBI)ରେ ନିଯୁକ୍ତି ମିଳୁଛି ।

Sudesna Nayak
Sudesna Nayak
RBI Requirements

RBI Requirements

ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ସ୍ପେଶାଲିଷ୍ଟ ଅଫିସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିନା ପରୀକ୍ଷାରେ (RBI)ରେ ନିଯୁକ୍ତି ମିଳୁଛି ।

ଇଚ୍ଛୁକ ଥିବା ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ଯଦି, ସେମାନେ ଆରବିଆଇର ଅଧିକାରକ ୱେବସାଇଟ୍ rbi.org.in କୁ ଯାଇ ଆବେଦନ କରିପାରିବେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କ ପାଖରେ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ଦ୍ୱାରା ମାନ୍ୟତାପ୍ରାପ୍ତ ଏଲୋପାଥିକ ସିଷ୍ଟମ ଅଫ ମେଡିସିନରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମରେ ଏମବିବିଏସରେ ଡିଗ୍ରୀ କରିଥିବା ଜରୁରୀ ଅଟେ । ଏହାଛଡା କୌଣସି ହସ୍ପିଟାଲ କିମ୍ବା କ୍ଲିନିକରେ ଅତିକମରେ ଦୁଇବର୍ଷରୁ ଅଭିଜ୍ଞତା ଥିବା ଜରୁରୀ ଅଟେ । ଆବେଦନ କରିବାର ତାରିଖ ୧୫ ମାର୍ଚ୍ଚ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ୫ ଏପ୍ରିଲ ୨୦୨୨ରେ ହେବ ।

ପଦବୀ ପାଇଁ ଯୋଗ୍ୟତା,ଜାଣନ୍ତୁ...

ପ୍ରାର୍ଥୀମାନଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ ହିଁ କରାଯିବ ।
ଇଣ୍ଟରଭ୍ୟୁ ପରେ ହିଁ ସର୍ଟଲିଷ୍ଟ ହୋଇଥିବା ଆବେଦନକାରୀ ବ୍ୟାଙ୍କର ମେଡିକାଲ କନସଲଣ୍ଟେଣ୍ଟ ଭାବେ ନିଯୁକ୍ତି ମିଳିବ ।

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ପ୍ରାର୍ଥୀମାନଙ୍କ ପାଖରେ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ଦ୍ୱାରା ମାନ୍ୟତାପ୍ରାପ୍ତ ଏଲୋପାଥିକ ସିଷ୍ଟମ ଅଫ ମେଡିସିନରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମରେ ଏମବିବିଏସରେ ଡିଗ୍ରୀ କରିଥିବା ଜରୁରୀ ହୋଇଥାଏ । ଏହାଛଡା କୌଣସି ହସପିଟାଲ କିମ୍ବା କ୍ଲିନିକରେ ଅତିକମରେ 2 ବର୍ଷରୁ ଅଭିଜ୍ଞତା ଥିବା ଜରୁରୀ ।

OSSC CGL:ଜଲଦୀ କରନ୍ତୁ ଆବେଦନ,ଦେଢ଼ ଲକ୍ଷରୁ ଅଧିକ ମିଳିବ ଦରମା

ବେକାର ଯୁବକ-ଯୁବତୀଙ୍କ ପାଇଁ ବ୍ୟାଙ୍କରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments