1. କୃଷି ଖବର

ବାଙ୍କୁରାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ମିଲେଟ ଚାଷ ବିଷୟରେ ଚାଷୀଙ୍କୁ ଦେଲେ କୃଷି ବୈଜ୍ଞାନିକ !

Tanushree Mahapatra
Tanushree Mahapatra
samridh kisan utsav in bankura

samridh kisan utsav in bankura

ପଶ୍ଚିମବଙ୍ଗ ବାଙ୍କୁରାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ l କୃଷି ଜାଗରଣ ଦ୍ୱାରା ଏହା ଆୟୋଜିତ କରାଯାଇଛି l ଯାହାର ମୁଖ୍ୟ ପ୍ରାୟୋଜକ ମହିନ୍ଦ୍ରା ଟ୍ରାକ୍ଟର l ନଲେଜ ପାର୍ଟନର ରହିଛି ICAR l ୨୫୦ ରୁ ଅଧିକ ଚାଷୀ ଏଥିରେ ସାମିଲ ହୋଇଥିଲେ l ସୋମାନି ସିଡ୍ସ ଏବଂ ଧାନୁକା ଏଗ୍ରିଟେକ ମଧ୍ୟ ସହଯୋଗ କରିଥିଲେ ଏହି କାର୍ଯ୍ୟକ୍ରମକୁ l ଲଙ୍କା ଚାଷରେ ରୋଗପୋକ ନିୟନ୍ତ୍ରଣ , ମିଲେଟ ଚାଷ ଏବଂ ଟ୍ରାକ୍ଟର ରକ୍ଷଣା ବେକ୍ଷଣ ବିଷୟରେ ଆଲୋଚନା କରାଯାଇଥିଲା l

ପରିତୋଷ କିଶକୁ (saha sabhapati , bankura , zilla parishad ) , ସୋଭାଶିସ ବାଟବ୍ୟଲ (director of state seed corporation ) ,ବଙ୍କିମ ମିଶ୍ର (sabhapati ,chatna panchayat samiti), ଡଃ ଦେବାଶିଷ ମାନ୍ନା (DHO ,Bankura), ଡଃ ପାୟଲ ପଂଜା (asst director of horticulture) ଏବଂ ସ୍ତିମିତା ସରକାର (DO) ଉପସ୍ଥିତ ରହିଥିଲେ l

ଉପସ୍ଥିତ କମ୍ପାନୀ ବିଭିନ୍ନ ଷ୍ଟଲ ମାଧ୍ୟମରେ ନିଜ କୃଷି ଯନ୍ତ୍ରପାତି ତଥା ଉପକରଣ ଉପସ୍ଥାପିତ କରିଥିଲେ l ଯାହା ଚାଷୀଙ୍କୁ କିଛି ନୂଆ ଜାଣିବାକୁ ଉତ୍ସାହିତ କରିଥିଲା l ଯାହା ତାଙ୍କ ଚାଷ କାମ ସହିତ ଆୟକୁ ମଧ୍ୟ ଦ୍ଵିଗୁଣ କରିବ l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l

For collaboration, partnership and sponsorship connect:-

Megha Sharma : 9891668292

Poonam Biswakarma : 98188936522

Anika Bassi : 9354219435

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ