1. କୃଷି ଖବର

ହରିୟାଣା କୁରୁକ୍ଷେତ୍ରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l

Tanushree Mahapatra
Tanushree Mahapatra
Samridh kisan utsav in Kurukshetra

Samridh kisan utsav in Kurukshetra

କୃଷି ଜାଗରଣ ଦ୍ୱାରା ହରିୟାଣା କୁରୁକ୍ଷେତ୍ରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ l ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ମହିନ୍ଦ୍ରା କମ୍ପାନୀ ସହବ ଏଭେରେଷ୍ଟ କମ୍ପାନୀର ମଧ୍ୟ ଷ୍ଟଲ ଉପସ୍ଥାପନ କରାଯାଇଥିଲା ଏହି ଏକ ଦିବସୀୟ କୃଷି ମେଳାରେ l

୨୫୦ ରୁ ଅଧିକ ଚାଷୀ ସାମିଲ ହୋଇଥିବାବେଳେ ୧୫ ରୁ ୧୬ ଜଣ ଚାଷୀଙ୍କୁ କୃଷି ଜାଗରଣ ଟିମ ତରଫରୁ ଉନ୍ନତ ଚାଷ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା l ଯାହା ସେଠାରେ ଉପସ୍ଥିତ ଥିବା ଅନ୍ୟ ଚାଷୀଙ୍କୁ ଉତ୍ସାହିତ କରିଥିଲା l ଖରିଫ ଚାଷରେ ରୋଗପୋକ ଓ ସାର ନିୟନ୍ତ୍ରଣ , ଟ୍ରାକ୍ଟର ଶିଳ୍ପ ଓ ରକ୍ଷଣାବେକ୍ଷଣ ଏବଂ ମିଲେଟ ଚାଷ ବିଷୟରେ ଆଲୋଚନା କରାଯାଇଥିଲା l କୃଷି ବିଜ୍ଞାନ କେନ୍ଦ୍ର , କୁରୁକ୍ଷେତ୍ର ହରିୟାଣା ଠାରେ ଏହି କୃଷି ମେଳା ଆୟୋଜିତ ହୋଇଥିଲା l

ଆଜିର ଏହି କୃଷି ମେଳାରେ ଡଃ କରମ ଚାନ୍ଦ ( deputy director agriculture, kurukshetra ),ଅମନ ଚାବଡ଼ା (regional sales manager, Everest industry ),ମଙ୍ଗରାମ ସାଇନି ଯିଏକି ପୂର୍ବରୁ ସମ୍ମାନିତ ହୋଇଛନ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା କୃଷି ରତ୍ନ ପୁରସ୍କାରରେ ,ଡଃ ସ୍ମିତା  ( DES,agronomist ),ଡଃ କବିତା  ( soil science ),ଡଃ ଲଲିତା  ( home science ),ବିକ୍ରମ ( horticulture consultant ),ସତ୍ୟ ନାରାୟଣ (DHO ),ଜିତେନ୍ଦ୍ର ମେହେତା (SDAO, agriculture officer, kurukshetra ) ,ଡଃ ମନିଶ (SDAO , Peva ),ଡଃ ସୁଶୀଲ ପଲ ( quality control inspector, kurukshetra ) ଉପସ୍ଥିତ ରହିଥିଲେ ମୁଖ୍ୟ ଅତିଥି ଭାବେ l ଚାଷୀଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

For collaboration, partnership and sponsorship connect:-

Anika Bassi : 93542 19435

Megha Sharma : 9891668292

Poonam Biswakarma : 98188936522

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ