1. କୃଷି ଖବର

ମହାରାଷ୍ଟ୍ର ନାଗପୁରରେ ଏକ ଦିବସୀୟ କୃଷି ମେଳା

ଆପଣ ମଧ୍ୟ ଆମ ସହିତ ସାମିଲ ହୋଇପାରିବେ l ଚାଷୀ ଓ ଚାଷ ପାଇଁ ନିଆଯାଇଥିବା ଏହି ନୂତନ ପଦକ୍ଷେପରେ ନିଜକୁ ସାମିଲ କରନ୍ତୁ l

Tanushree Mahapatra
Tanushree Mahapatra
Samridh kisan utsav in Nagpur

Samridh kisan utsav in Nagpur

ମହାରାଷ୍ଟ୍ର ନାଗପୁରରେ ଏକ ଦିବସୀୟ କୃଷି ମେଳା " ସମ୍ରିଦ୍ଧ କିସାନ ଉତ୍ସବ " ଆୟୋଜିତ ହୋଇଥିଲା ଯାହା ସଫଳ ମଧ୍ୟ ହୋଇଛି l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟର l

ନଲେଜ ପାର୍ଟନର ରହିଛି ICAR l NBSS-LUP ଅଡିଟୋରିୟମରେ ଆୟୋଜିତ ହୋଇଥିବା ଏହିଂ କୃଷି ମେଳାରେ କୃଷକ, କୃଷି ବିଶେଷଜ୍ଞ ଏବଂ ଶିଳ୍ପପତିମାନେ ଏକତ୍ରିତ ହୋଇଥିଲେ l କପା ଏବଂ ସୋୟାବିନରେ ରୋଗ ଏବଂ କୀଟନାଶକ ପରିଚାଳନା, ଟ୍ରାକ୍ଟର ଉଦ୍ଭାବନ ଏବଂ ମିଲେଟ ଚାଷ ଅଭ୍ୟାସ ଉପରେ ପ୍ରମୁଖ ଆଲୋଚନା ହୋଇଥିଲା l ପରେ ସେଠାରେ ଉପସ୍ଥିତ ଥିବା ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l

ଆଜିର ଏହି କୃଷି ମେଳାରେ ଡଃ ରାମକୃଷ୍ଣ (Sr. Scientist ( (Agronomy) & Head, KVK, ICAR-CICR, Nagpur ), ଡଃ ବାବାସାହେବ ଫଣ୍ଡ (Sr. Scientist (Agri. Entomology) ,ICAR-CICR, Nagpur ), ଡଃ ଦିପକ ନାଗ୍ରାଲେ(Sr. Scientist (Plant Pathology) ,ICAR-CICR, Nagpur) , ରବିନ୍ଦ୍ର ମୋହନରେ (DDA- Nagar), ସୁରଜ ଦେଶମୁଖ (DGM Dhanuka, MH ) ଉପସ୍ଥିତ ରହିଥିଲେ l ଆପଣ ମଧ୍ୟ ଆମ ସହିତ ସାମିଲ ହୋଇପାରିବେ l ଚାଷୀ ଓ ଚାଷ ପାଇଁ ନିଆଯାଇଥିବା ଏହି ନୂତନ ପଦକ୍ଷେପରେ ନିଜକୁ ସାମିଲ କରନ୍ତୁ l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6   l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

For collaboration, partnership and sponsorship connect:-

Anika Bassi : 93542 19435

Megha Sharma : 9891668292

Poonam Biswakarma : 98188936522

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ