News

ଖରାରେ ସିଝୁଛି ଓଡ଼ିଶା: ଆଜିଠୁ ସବୁ ସ୍କୁଲ୍‌ ଛୁଟି

ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ରାଜ୍ୟରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ବୁଧବାର ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି । ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ତ ଖରାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

12 April, 2023 12:23 PM IST By: Sudesna Nayak

ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା (odisha) । ରାଜ୍ୟରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ (heat wave)ଜାରି ରହିଥିବା ବେଳେ ଆଜି ବୁଧବାର (wednesday) ଭୁବନେଶ୍ବର (bhubaneswar)ର ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି । ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ତ ଖରା (hot)କୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର (state govt) । 

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଉ ଦୁଇ ଦିନ ଅସମ୍ଭାଳ ତାତି ୪୦ ଡିଗ୍ରୀ ଡେଇଁଲା ଭୁବନେଶ୍ବର (bhubaneswar)ପାରଦ । ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ତ ଖରା (hot)କୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର (state govt) । ପ୍ରବଳ ଗ୍ରୀଷ୍ଣ ପ୍ରବାହ (heat wave) ପାଇଁ ଆଜି ବୁଧବାର (wednesday)ଠାରୁ ୧୬ ତାରିଖ ଯାଏଁ ହିଁ ରାଜ୍ୟ ସରକାର (state govt) ଛୁଟି ଘୋଷଣା କରିଛନ୍ତି ରାଜ୍ୟର ସବୁ ସ୍କୁଲ୍‌କୁ (schools in odisha closed)। ସବୁ ସ୍କୁଲ୍‌ ସହିତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ଯ ରହିବ ବନ୍ଦ ।

ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ ହେଇଯାଉଛନ୍ତି । ଏମିତି ଖରା ଦେଖି ଲୋକମାନଙ୍କ ଶରୀରରୁ ଜଳୀୟ ଅଂଶ କମି ଯିବାର ସମ୍ଭାବନା ଥିବାରୁ ହିଁ ଆଖୁ ରସ,ଲେମ୍ବୁ ପାଣି, ତୋରାଣି, ଘୋଳ ଦହି, ଆଖୁ ରସ ଇତ୍ୟାଦି ପ୍ରଚୁର ପିଇବାକୁ ପାଣିପାଗ ବିଭାଗ ପକ୍ଷରୁ (imd) କୁହାଯାଇଛି ।

ପ୍ରକାଶ ଥାଉ ଯେ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (imd)ର ମତ ଅନୁଯାୟୀ, ଆସନ୍ତା ୪ ଦିନରେ ରାଜ୍ୟର ତାପମାତ୍ରା (heat wave) ଆହୁରି ବଢ଼ିବ । ୧୩ ତାରିଖରୁ ୧୬ ତାରିଖ ଯାଏଁ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ (heat wave) ପାଇଁ ୱାର୍ଣ୍ଣିଂ ମଧ୍ଯ ଜାରି କରାଯାଇଛି ।

ସାବଧାନ! ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା....

୧୧ ଜିଲ୍ଲାରେ ଝଡ଼ ବ‌ର୍ଷା : ୟେଲୋୱାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)