1. କୃଷି ଖବର

ସାବଧାନ! ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା....

ରାଜ୍ୟରେ ବାୟୁ ଚଳାଚଳ ଜନିତ ଅନିୟମିତତାରୁ କାଳବୈଶାଖୀ ବର୍ଷା ଜାରି ରହିଛି । ଆଜି ସୋମବାର ବି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ଜାରି ରହିଛି । ଆଜି ସୋମବାର ବର୍ଷା ହେବ ବୋଲି ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Sudesna Nayak
Sudesna Nayak
imd issues hailstorm thunderstorm alert for several odisha districts

imd issues hailstorm thunderstorm alert for several odisha districts

ରାଜ୍ୟରେ ବାୟୁ ଚଳାଚଳ ଜନିତ ଅନିୟମିତତାରୁ କାଳବୈଶାଖୀ (Thunderstorm)ବର୍ଷା (RAIN) ଜାରି ରହିଛି । ଆଜି ସୋମବାର (MONDAY) ବି ରାଜ୍ୟରେ କାଳବୈଶାଖୀ (thunderstorm alert) ବର୍ଷା (heavy rain)ସମ୍ଭାବନା ଜାରି ରହିଛି । ଆଜି ସୋମବାର (MONDAY)ବର୍ଷା (RAIN)ହେବ ବୋଲି ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD)

ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD)ର ସୂଚନା ମୁତାବକ ଆଜି ସୋମବାର (MONDAY)କଳାହାଣ୍ଡି ଜିଲ୍ଲା , ନବରଙ୍ଗପୁର ଜିଲ୍ଲା , କୋରାପୁଟ ଜିଲ୍ଲା , ମୟୁରଭଞ୍ଜ ଜିଲ୍ଲା , କନ୍ଧମାଳ ଜିଲ୍ଲା , ଗଜପତି ଜିଲ୍ଲା , ରାୟଗଡ଼ା ଜିଲ୍ଲା ,କଳାହାଣ୍ଡି ଜିଲ୍ଲା ଏସବୁ ଜିଲ୍ଲାରେ ବର୍ଷା (RAIN)ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରିଛି । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା (heavy rain) ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (imd) ଅନୁମାନ କରିଛି ।

ଜାଣିରଖନ୍ତୁ ଯେ, ରବିବାର ଦିନ (SUNDAY)ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ (thunderstorm in odisha) ବର୍ଷା ହୋଇଯାଇଛି । ଆଜି ଭୁବନେଶ୍ବର (BHUBANESWAR)ର ଆକାଶ ଆଂଶିକ ମେଘୁଆ ରହିବ । ଦିନର 38 ଡିଗ୍ରି ସର୍ବୋଚ୍ଚ ଦିନ ତାପମାତ୍ରା ଓ 24 ଡିଗ୍ରି ସର୍ବନିମ୍ନ ରାତି ତାପମାତ୍ରା ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ (imd) ଅନୁମାନ କରିଛି ।

ପ୍ରକାଶ ଥାଉ ଯେ,ମଙ୍ଗଳବାର (TUESDAY) ଆସନ୍ତାକାଲି ମଧ୍ୟ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା (thunderstorm in odisha) ନେଇ (thunderstorm in odisha)ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) । ଏହାପରେ ବର୍ଷା (rain)ବିଶେଷ ହେବ ନାହିଁ, ଖରା ବଢ଼ିବାରେ ଲାଗିବ ।

୧୧ ଜିଲ୍ଲାରେ ଝଡ଼ ବ‌ର୍ଷା : ୟେଲୋୱାର୍ଣ୍ଣିଂ ଜାରି

୮ ରେ ପୁଣି ବର୍ଷା...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments