ବର୍ତ୍ତମାନ ଆମର ପ୍ରିଣ୍ଟ୍ ଏବଂ ଡିଜିଟାଲ୍ ମାଗାଜିନ୍କୁ ସବସ୍କ୍ରାଇବ କରନ୍ତୁ
ଆମେ ସାମାଜିକ | ଆମ ସହିତ ସଂଯୋଗ କରନ୍ତୁ:
କାଲିଠୁ ପୁଣି ହିଟ୍ ୱେଭ ଜାରି ରହିବ । ୨୬ ତାରିଖ ଓ ୨୭ ତାରିଖରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହି୍ଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।…
ଏବେ ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ବସ୍ତି । ୨୧ ପରେ ବର୍ଷା। ୨୧ ତାରିଖ ଅପରାହ୍ନ ପରେ ଦକ୍ଷିଣ ଓଡ଼ିଶାରେ ବର୍ଷା !…
ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି ।…
ଉପକୂଳ ଓଡ଼ିଶାର କେତେକ ସ୍ଥାନରେ 17 ତାରିଖ ବେଳକୁ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବ । ଘନ କୁହୁଡି ଯୋଗୁଁ ଗାଡି ଚଳାଚଳରେ ବହୁ ବାଧା ସୃଷ୍ଟି ହେଉଛି ।…
ଘନ କୁହୁଡ଼ିକୁ ନେଇ ଏବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…
ଆସନ୍ତାକାଲି ଠୁ ୨ ଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।…
ପ୍ରବଳ ଘନ କୁହୁଡି଼ ଯୋଗୁଁ ରାସ୍ତାଘାଟ କିଛି ଦେଖାଯାଉନି । ଯାହାକୁ ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।…
ରାଜ୍ୟରେ ଏବେ ଶୀତ ବଢିବାର ଲାଗିଛି । ତଳକୁ ଖସିଛି ରାତି ତାପମାତ୍ରା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ଶୀତ ଋତୁରେ ତାପମାତ୍ରା ଅଧିକ ସହ କିଛି ବର୍ଷା ଯୋଗୁଁ ଶୀତଦିନିଆ ଫସଲ, ପନିପରିବା ଅମଳ କମ୍…
ଏବେ ଗରମ ଓ ଗୁଳୁଗଳିରୁ ଲୋକଙ୍କୁ ମିଳିବ ଆଶ୍ବସ୍ତି । ଯାହାକୁ ନେଇ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାରେ ପ୍ରବଳ ବର୍ଷା ଛେଚିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ମତ ଅନୁଯାୟୀ, ରାଜଧାନୀ ଭୁବନେଶ୍ବର ସମେତ କଟକ ଜିଲ୍ଲା,ପୁରୀ ଜିଲ୍ଲା,ଯାଜପୁର…
ଏଣିକି ସାରା ରାଜ୍ୟରେ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ଆକଳନ ଅନୁଯାୟୀ, , ରାଜ୍ୟରେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଆହୁରି 2 ଦିନ ଛେଚିବ ବର୍ଷା ହେବ । ଆଜି ମଙ୍ଗଳବାର ୧୧…
ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ଆଜି ବୁଧବାର ନବରଙ୍ଗପୁର ଜିଲ୍ଲା,ଗଞ୍ଜାମ ଜିଲ୍ଲା,କଳାହାଣ୍ଡି ଜିଲ୍ଲା,ବାଲେଶ୍ୱର ଜିଲ୍ଲା,ମୟୂରଭଞ୍ଜ ଜିଲ୍ଲା,ବଲାଙ୍ଗିର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି ।…
ଗତ କିଛି ଦିନ ହେବ ସାରା ରାଜ୍ଯରେ ତାପମାତ୍ରା ବୃଦ୍ଧି ଯୋଗୁଁ ଅସହ୍ୟ ହେଉଛି ଗୁଳୁଗୁଳି ହେଉଛି । ଏହାରି ଭିତରେ ଏବେ ଅସହ୍ୟ ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା । କିନ୍ତୁ ଆଞ୍ଚଳିକ ପାଣିପାଗ ବିଭାଗର ମତ ଅନୁଯାୟୀ,…
ଏବେ ସାରା ରାଜ୍ୟରେ ଅସହ୍ୟ ହେଉଛି ଗୁଳୁଗୁଳି ହେଉଛି । ଏହାରି ଭିତରେ ଏବେ ଗୁଳୁଗୁଳି ଏବଂ ଅସହ୍ୟ ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା । ଆଞ୍ଚଳିକ ପାଣିପାଗ ବିଭାଗର ମତ ଅନୁଯାୟୀ, ଆଜି ବୁଧବାର ଓ ଆସନ୍ତାକାଲି ଗୁରୁବାର…
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି । ଯାହା ଫଳରେ ଆଜି ବୁଧବାର ସଂଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି ।…
ଆଜି ସୋମବାର ଲଘୁଚାପ ସୃଷ୍ଟି ପରେ ବାତ୍ୟାର ଗତିପଥ ଆଉ ତାର ତୀବ୍ରତାକୁ ନେଇ ହିଁ ଭାରତୀୟ ପାଣିପାଗ ବିଭାଗ (IMD) ସ୍ପଷ୍ଟ କରି କହିବେ । ଆଜି ବହୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।…
କାଳବୈଶାଖୀ ଯୋଗୁଁ ରାଜ୍ୟରେ ତାପମାତ୍ରା କମିଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନଅନୁଯାୟୀ, ରାଜ୍ୟରେ ଆହୁରି ୪ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ । ଯାହାକୁ ନେଇ ଭଦ୍ରକ ଜିଲ୍ଲା,ଢେଙ୍କାନାଳ ଜିଲ୍ଲା ,କଳାହାଣ୍ଡି ଜିଲ୍ଲା, କଟକ ଜିଲ୍ଲା ,ମୟୁରଭଞ୍ଜ ଜିଲ୍ଲା…
ଆଜି ଠୁ ୪ ଦିନ ଯାଏଁ କାଳବୈଶାଖୀ ବର୍ଷା । ଏବେ ତାତିରୁ ମିଳିବ ଆଶ୍ୱସ୍ତି । ଆଜି ଠାରୁ ୪ ଦିନ ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ…
ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ରାଜ୍ୟରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ବୁଧବାର ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି । ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ତ ଖରାକୁ ଦୃଷ୍ଟିରେ ରଖି ଛୁଟି…
ରାଜ୍ୟରେ ବାୟୁ ଚଳାଚଳ ଜନିତ ଅନିୟମିତତାରୁ କାଳବୈଶାଖୀ ବର୍ଷା ଜାରି ରହିଛି । ଆଜି ସୋମବାର ବି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ଜାରି ରହିଛି । ଆଜି ସୋମବାର ବର୍ଷା ହେବ ବୋଲି ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…
ରାଜ୍ଯରେ ୮ ତାରିଖ ଦିନ ୧୧ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନାକୁ ନେଇ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାପରେ ରାଜ୍ୟରେ କାଁ ଭାଁ କାଳବୈଶାଖୀ ସମ୍ଭାବନା ରହିଛି । କିନ୍ତୁ ଦିନ ବେଳାରେ ପ୍ରବଳ ଖରା ଜାରି ରହିବ…
ରାଜ୍ୟରେ ବାୟୁ ଚଳାଚଳ ଜନିତ ଅନିୟମିତତାରୁ କାଳବୈଶାଖୀ ବର୍ଷା ଜାରି ରହିଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କିନ୍ତୁ ୮ ତାରିଖରେ ବର୍ଷାର ପରିମାଣ ବଢିବ ବଢିବ…
ଆଜି ସୋମବାର ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ଅପରାହ୍ନ ଆଡ଼କୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ୨୩ ଡିଗ୍ରି ମଧ୍ୟରେ ରହିବ…
ଶନିବାର ଦିନ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା । ବର୍ତ୍ତମାନ ମଧ୍ଯ ବର୍ଷା ଲାଗି ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ହିଁ ବାଲେଶ୍ୱର ଜିଲ୍ଲା, ଯାଜପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା,କେନ୍ଦୁଝର ଜିଲ୍ଲା,…
ଆଜି ଗୁରୁବାର ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଯାହାକୁ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଶୁକ୍ରବାର ମଧ୍ୟ ରାଜ୍ୟର ବିଭିନ୍ନ…
ଆଜି ମଙ୍ଗଳବାର ପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ହେଲା ଯାଜପୁର ଜିଲ୍ଲା, କଟକ ଜିଲ୍ଲା, ନୟାଗଡ଼ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଗଜପତି ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡ଼ା…
ରାଜ୍ୟକୁ ଫେରିଲା ଶୀତ । ଓଡ଼ିଶାରେ ପ୍ରବଳ ଜାଡ଼ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମିଛି ପାରଦ । ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ଅନୁଭୁତ ହେଉଛି ପ୍ରବଳ ଶୀତ । ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ…
ରାଜ୍ୟରେ ଜାରି ରହିବ ଶୀତଲହରୀ । ପ୍ରବଳଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ଏହା ପରେ ରାଜ୍ୟର ଜିଲ୍ଲାର ଅନେକ ସ୍ଥାନରେ ଧୀରେ ଧୀରେ…
ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ ବଢିବ । ପ୍ରବଳ କୁହୁଡ଼ି ଯୋଗୁଁ ଯାତାୟତ ହେଉଛି ବାଧାପ୍ରାପ୍ତ । ରାଜ୍ୟର ଆହୁରି ଖସିବ ପାରଦ ।…
୩ ଦିନ ପରେ ପୁଣି ପାରଦ ଖସିବ ଓ ବଢ଼ିବ ଶୀତ । ବାତ୍ୟା ମାଣ୍ଡୋସ୍ ପ୍ରଭାବରେ ରବିବାର ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହୋଇଯାଇଛି । ତେଣୁ ଶୀତ କମିଛି । ଆସନ୍ତା…
ଆଜି ବି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।…
ଆଜି ଶନିବାର ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଦ୍ରୁତ ଗତିରେ ବଦଳିବାକୁ ଯାଉଛି । ଯାହାରି ନେଇ ୬ ଟି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ପାଣିପାଗ ବିଭାଗ ।…
ବଙ୍ଗୋପସାଗରରେ ରହିଥିବା ସୁଦୃଶ ଲଘୁଚାପ ଦୁର୍ବଳ ହେବା କାରଣରୁ ରାଜ୍ୟରେ ସାମୁଦ୍ରିକ ବାୟୁର ପ୍ରଭାବ କମିବ। ପାଗ ଶୁଖିଲା ରହିବ ଓ ଶୀତ ମଧ୍ୟ ବଢ଼ିବ । ରାଜ୍ୟରେ ଜଳୀୟବାଷ୍ପର ମାତ୍ରା କମିବା ସହ ଶୁଷ୍କତା ମଧ୍ୟ ବୃଦ୍ଧିପାଇବ । ଫଳରେ…
ରାଜ୍ୟରେ ପୁଣି ବଢ଼ିବ ଥଣ୍ଡା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୩ ଡିଗ୍ରି ରୁ ୪ ଡିଗ୍ରି ଯାଏ ତଳକୁ ଖସିବ । ଓଡ଼ିଶାରେ ପ୍ରବଳ ଶୀତ ପ୍ରକୋପରେ ଲୋକେ ଥରିବେ ବୋଲି…
ରାଜ୍ୟରେ ଆସନ୍ତା ୨୩ ତାରିଖରୁ ପୁଣି ପାରଦ ଖସିବ । ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀରୁ ୪ ଡିଗ୍ରୀ କମିଯିବ । ଓଡ଼ିଶାରେ ପ୍ରବଳ ଶୀତ ପ୍ରକୋପରେ ଲୋକେ ଥରିବେ ବୋଲି ସୂଚନା ମିଳିଛି ।…
ରାଜ୍ୟକୁ ପୁଣି ଏକ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ବଢୁଛି ଆଶଙ୍କା । ଦକ୍ଷିଣ ଅଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ବୁଧବାର କିମ୍ବା କାଲି ଗୁରୁବାର ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହେବ ।…
ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଥିବା ଘୂର୍ଣ୍ଣିବଳୟ ରୁ ପ୍ରଥମେ ଲଘୁଚାପ ଓ ପରେ ବର୍ଷା ଓ ବାତ୍ୟା ଭୟ । ଆସନ୍ତା 18 ତାରିଖରେ ସୃଷ୍ଟି ହେବାକୁ ଥିବା ଏହି ଘୁର୍ଣ୍ଣିବଳୟ 20ରୁ ଲଘୁଚାପର ରୂପ ନେବ । ଏହାର…
ଆସନ୍ତା 2 ଦିନ ରାଜ୍ୟରେ ହାଲୁକା ବର୍ଷା ହେବ । ଆସନ୍ତା 2 ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ିର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା…
ଆସନ୍ତାକାଲି ଠୁ ରାଜ୍ୟରେ କମିବ ବର୍ଷାର ପରିମାଣ । ଆଜି ସୋମବାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।…
ଲଗାଣ ବର୍ଷା ଯୋଗୁ ଦଶହରା ଫିକା ପଡ଼ିଥିଲା । ନବମୀ ଓ ଦଶମୀ ଦୁଇ ଦିନ ପ୍ରବଳ ବର୍ଷିଥିଲା । ଏବେ କୁମାର ପୂର୍ଣ୍ଣିମାରେ ବି ବର୍ଷାରୁ ତ୍ରାହି ମିଳିବନି । ବର୍ଷା ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ…
ଗତ କିଛିଦିନ ଧରି ରାଜ୍ୟରେ ଲଗାତାର ଭାବେ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ ପୂଜା ମାହୋଲ ପୁରା ଫିକା ହୋଇଯାଇଛି । ବର୍ଷା ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆସନ୍ତା ୯…
ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।…
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ବୁଧବାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ବର୍ଷା ହେଲେ ଦଶହରା ଫିକା ହୋଇଯିବା ଆଶଙ୍କା ରହିଛି ।…
ଲଘୁଚାପ ପ୍ରଭାବରେ ଜାରି ରହିଛି ଲଗାଣ ବର୍ଷା । ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଲଘୁଚାପର ଲଗାଣ ପ୍ରଭାବ ଦେଖିବାକୁ ମିଳିଛି ।…
ଆଜି ରବିବାର ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ର ପରିମାଣ ଓ ବିସ୍ତୃତି ବଢ଼ିବ । ବାଲେଶ୍ବର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲା, ଗଞ୍ଜାମ…
ବର୍ଷାରେ ଭିଜିବ ପାର୍ବଣ । ଆଜି ଶନିବାର ଠୁ 4 ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।…
ଏଥର ଫିକା ପଡ଼ିପାରେ ଶାରଦୀୟ ଦୁର୍ଗାପୂଜା । ଆସନ୍ତାକାଲି ଠୁ ଅର୍ଥାତ୍ ଷଷ୍ଠୀ ଠୁ ମହାଷ୍ଟମୀ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।…
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗୁରୁବାର ଠାରୁ ବର୍ଷା ଆରମ୍ଭ ହେବ । 1 ତାରିଖରୁ ବର୍ଷା ପରିମାଣ ବଢିଯିବ । 3 ତାରିଖ ଯାଏଁ ବର୍ଷା ଜାରି ରହିବ ।…
ବର୍ଷାରେ ଭିଜିବ ଏଥର ପାର୍ବଣ । ଦୁର୍ଗାପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।…
ଅକ୍ଟୋବର 1 ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଏଥିସହିତ 28 ଏବଂ 29 ତାରିଖରେ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସମେତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଓଡ଼ିଶାରେ ଆହୁରି 3 ଦିନ ଯାଏଁ ରାଜ୍ୟରେ ବିଜୁଳି…
ଗତ 2 ଦିନ ହେଲା ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ ବର୍ଷା ଜାରି ରହିଛି । କୁମାର ପୂର୍ଣ୍ଣିମା 9 ଅକ୍ଟୋବର ଯାଏଁ ରାଜ୍ୟରେ ଏହିଭଳି ପାଗ ଲାଗି ରହିବା ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର…
ପୂଜାରେ ବର୍ଷା ହେବା ଆଶଙ୍କା ଘନେଇଲାଣି । ଅକ୍ଟୋବର 4 ରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ ।…
ଆସୁଛି ଲଘୁଚାପ । ଲୋକଙ୍କୁ ବର୍ଷା ଭୟ ଘାରିଲାଣି । ପୂଜାକୁ ବର୍ଷା ଭିଜାଇବା ଆଶଙ୍କା ଆସିଲାଣି । ଆଗ ପଛ ହୋଇ 2ଟି ଘୂର୍ଣ୍ଣିବଳୟ ଆସୁଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।…
ଆଜି ଗୁରୁବାର ଠୁ କମିବ ରାଜ୍ୟରେ ଲଘୁଚାପ ପ୍ରଭାବ । କମିବ ବର୍ଷାର ପରିମାଣ ଏବଂ ବିସ୍ତୃତି ।…
ଆହୁରି ଘନୀଭୂତ ହେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ 2ଦିନ ପ୍ରବଳ ବର୍ଷା ହେବ । ଆଜି 9 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର…
କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ଆଗାମୀ 24 ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ପରେ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ଉପକୂଳ ଗତି କରିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ…
ସେପ୍ଟେମ୍ବର 18 ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ପ୍ରବଳ ଛେଚିବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସମେତ ଉପକୂଳର ବିଭିନ୍ନ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ଛେଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି…
ସେପ୍ଟେମ୍ବର 18 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ସେପ୍ଟେମ୍ବର 18 ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର 18 ରୁ ସେପ୍ଟେମ୍ବର 21 ଯାଏଁ ରାଜ୍ୟରେ କିଛି…
ଚଳିତ ବର୍ଷ ରାଜ୍ୟକୁ ବିଳମ୍ବରେ ଆସିବ ଶୀତ । ଅକ୍ଟୋବର ମାସରେ ରାଜ୍ୟରେ ସ୍ୱାବାଭିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଶୀତ ବିଳମ୍ବରେ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।…
ଅବପାତ ଦୁର୍ବଳ ହୋଇଥିଲେ ମଧ୍ଯ ଦକ୍ଷିଣରୁ ଉତ୍ତରକୁ ବାୟୁ ପ୍ରବାହ ରହୁଥିବାରୁ ଆଜି ବୁଧବାର ମଧ୍ୟ କିଛି ସ୍ଥାନରେ ବର୍ଷାର ପ୍ରଭାବ ରହିବ । ଆଜି ବୁଧବାର ବର୍ଷା ସମ୍ଭାବନା ନେଇ 11ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।…
ରାଜ୍ୟରେ ଆଜି ମଙ୍ଗଳବାର ଠୁ ବର୍ଷାର ପରିମାଣ କମିବ । ଲଘୁଚାପ ମଧ୍ୟପ୍ରଦେଶ ମୁହାଁ ହେବା ପରେ କମିଲା ବର୍ଷାର ପ୍ରଭାବ । ଆଗାମୀ 2 ଦିନ ଯାଏଁ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି ।…
ସକ୍ରିୟ ମୌସୁମୀ ପ୍ରଭାବରେ ଆଜି ସୋମବାର ମଧ୍ୟ ଲାଗି ରହିବ ବର୍ଷା । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ଛେଚିବା ନେଇ…
ଅବପାତର ରୂପ ନେଲା ଲଘୁଚାପ । ଦକ୍ଷିଣ ଓଡ଼ିଶା ଏବଂ ପାଶ୍ୱବର୍ତୀ ଅଞ୍ଚଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଅବପାତ ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା । ଆଜି 8 ଜିଲ୍ଲାକୁ ଅରେଞ୍ଜ…
ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବଢ଼ିବ ବର୍ଷା । ଲଘୁଚାପ ଓଡ଼ିଶା ମୁହାଁ ହେବା ସମ୍ଭାବନା ଥିବାରୁ ରାଜ୍ୟରେ ସେପ୍ଟେମ୍ବର 12 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଆଜି ଶୁକ୍ରବାର ରାତିରୁ ବର୍ଷା ବଢ଼ିଯିବ ।…
ସେପ୍ଟେମ୍ବର 7 ତାରିଖ ଓ ସେପ୍ଟେମ୍ବର 8 ତାରିଖରେ ଛେଚିବ ବର୍ଷା ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।…
ସେପ୍ଟେମ୍ବର 7 ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ସେପ୍ଟେମ୍ବର 9 ତାରିଖ ଯାଏଁ ବର୍ଷା ଜାରି ରହିବ । ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ।…
ସେପ୍ଟେମ୍ବର 8 ତାରିଖ ଯାଏଁ ରାଜ୍ୟରେ ବର୍ଷା ହୋଇପାରେ । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।…
ସେପ୍ଟେମ୍ବର ମାସରେ ନାହିଁ ବାତ୍ୟାର ଆଶଙ୍କା ବୋଲି ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ । ଆସନ୍ତା ସପ୍ତାହରୁ ରାଜ୍ୟରେ ବର୍ଷା । ଆସୁଛି 2ଟି ଲଘୁଚାପ । ଗୋଟିଏ ସେପ୍ଟେମ୍ବର 6 ତାରିଖ ବେଳକୁ ଅନ୍ୟଟି ସେପ୍ଟେମ୍ବର 13 ତାରିଖ ବେଳକୁ…
ଆସୁଛି 2ଟି ଲଘୁଚାପ । ଗୋଟିଏ ସେପ୍ଟେମ୍ବର 6 ତାରିଖ ବେଳକୁ ଅନ୍ୟଟି ସେପ୍ଟେମ୍ବର 13 ତାରିଖ ବେଳକୁ ଆସିବା ସମ୍ଭାବନା ରହିଛି ।…
ଆସନ୍ତା 2 ଦିନ ରାଜ୍ୟରେ ଛେଚିବ ବର୍ଷା । 1 ତାରିଖରେ ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।…
ଆସନ୍ତା 3 ଦିନ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଗଣେଶ ପୂଜାରେ ଉପକୂଳ ଓଡ଼ିଶା ଓ ଏହାର ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ…
ରାଜ୍ୟରେ ବଢ଼ୁଛି ଦିନ ତାପମାତ୍ରା । ରାଜ୍ୟରେ 6 ସହରରେ ଦିନ ତାପମାତ୍ରା 35 ଡିଗ୍ରୀ କିମ୍ଵା ଏହାଠୁ ଅଧିକ ରେକର୍ଡ କରାଯାଇଛି ।…
ରାଜ୍ୟରେ ଆସନ୍ତା ଦୁଇ ଦିନ ଶୁଖିଲା ପାଗ ରହିବ । କୌଣସି ସ୍ଥାନରେ ବର୍ଷା ସମ୍ଭାବନା ନାହିଁ । ଅଗଷ୍ଟ 31 ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।…
ଓଡ଼ିଶାରେ 27 ତାରିଖରେ ବର୍ଷା ବଢ଼ିପାରେ । ଆସନ୍ତା 27 ରୁ 3ଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣରେ ବର୍ଷା ପରିମାଣ ଅପେକ୍ଷାକୃତ ଅଧିକ ରହିବ ।…
ଆଜି ଗୁରୁବାରଠୁ ରାଜ୍ୟରେ କମିବ ପୂର୍ଣ୍ଣିବଳୟର ପ୍ରଭାବ । ଆଜି ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର ଜିଲ୍ଲା ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ଯାହା ଫଳରେ…
ଆଜି ମଙ୍ଗଳବାର 8 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆଉ 20 ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।…
ଆସୁଛି ଆଉ ଏକ ଲଘୁଚାପ । ଅଗଷ୍ଟ 29ରେ ରାଜ୍ୟରେ ପୁଣି ଏକ ଲଘୁଚାପ ହେବ । ଏହା ପ୍ରଭାବରେ ଉପକୂଳ ଓଡିଶାରେ ସେପ୍ଟେମ୍ବର 1 ରୁ 3 ଯାଏଁ ବର୍ଷା ସମ୍ଭାବନା ଅଛି ।…
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଓଡ଼ିଶାକୁ ପୁଣି ମାଡ଼ି ଆସୁଛି ବର୍ଷା । ଏହାର ପ୍ରଭାବରେ 18 ତାରିଖରୁ ପୁଣି ବର୍ଷା ଆରମ୍ଭ ହେବ ।…
ଅଗଷ୍ଟ 19 ରେ ପୁଣି ଏକ ଲଘୁଚାପ (low pressure) ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ 18 ତାରିଖରୁ ପୁଣି ବର୍ଷା ଆରମ୍ଭ ହେବ ।…
ଆସୁଛି ଆଉ ଏକ ଲଘୁଚାପ । ଫଳରେ ଅଗଷ୍ଟ 19 ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।…
ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି । ସୋମବାର ସକାଳ ଯାଏଁ ଭୀଷଣ ବର୍ଷା ଜାରି ରହିବ ।…
ଲଘୁଚାପ ପରେ ଲଘୁଚାପ । ଏ ଲଘୁଚାପ ପ୍ରକୋପ ସରିନି, ଆଉ ଗୋଟିଏ ଦାନା ବାନ୍ଧିଲାଣି । ଆସନ୍ତା ୧୩ ତାରିଖରେ ଆସିବ ଚଳିତ ଅଗଷ୍ଟ ମାସର ଦ୍ୱିତୀୟ ଲଘୁଚାପ । ଏହା ପ୍ରଭାବରେ ୧୬ ତାରିଖ ଯାଏଁ ରାଜ୍ୟରେ ବର୍ଷା…
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ମଙ୍ଗଳବାର ଅବପାତ ରୂପ ନେଇଛି । ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ଥିବା ଏହି ଅବପାତ ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ଆଡ଼କୁ ମୁହାଁଉଛି । ତେବେ…
ଘନୀଭୂତ ହେଉଛି ସୁଦୃଶଃ ଲଘୁଚାପ କ୍ଷେତ୍ର । ଆଗାମୀ କିଛି ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡିଶା-ଛତିଶଗଡ ମଧ୍ୟ ଦେଇ ଗତି କରିବ । ଯାହା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର…
ରାଜ୍ୟରେ ବଢିବ ବର୍ଷା । ଆଗକୁ 2 ଦିନ ରାଜ୍ୟରେ କାଚିବ ବର୍ଷା । ୧୦ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।…
ରାଜ୍ୟରେ ବଢିବ ବର୍ଷା । ଆଗକୁ ତିନି ଦିନ ରାଜ୍ୟରେ କାଚିବ ବର୍ଷା । ୯ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।…
ରାଜ୍ୟରେ ବଢ଼ିବ ବର୍ଷା । ଆଗ ପଛ ହୋଇ ଆସୁଛି ଦୁଇଟି ଲଘୁଚାପ । ପ୍ରଥମ ଲଘୁଚାପ ଆସନ୍ତା 7 ତାରିଖ ବେଳକୁ ଆସିପାରେ । ଏହାପରେ 2ଟି ଆସନ୍ତା 13/14 ତାରିଖ ବେଳକୁ ଆସିବ ।…
ଅଗଷ୍ଟ 5 ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । 10 ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ରହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।…
ଅଗଷ୍ଟରେ ଓଡ଼ିଶାରେ କମ୍ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ ଆଜି ମଙ୍ଗଳବାର ଅଗଷ୍ଟ ମାସର ମୌସୁମୀ ବର୍ଷା ବିଷୟରେ ସୂଚନା ଦେଇଛି ।…
ଏବେ ତ ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଥିଲା । କିନ୍ତୁ ଆସନ୍ତା 5 ଦିନ ବିଶେଷ ବର୍ଷା (RAIN)ର ସମ୍ଭାବନା ନାହିଁ । ଅଗଷ୍ଟ ୬ରେ ଲଘୁଚାପ!…
ଏବେ ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିଲା । କିନ୍ତୁ ଆସନ୍ତା ୪ ଦିନ ବିଶେଷ ବର୍ଷାର ସମ୍ଭାବନା ନାହିଁ । କାରଣ ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ ଅଛି । ଅଗଷ୍ଟ ୫ ତାରିଖ ଯାଏଁ ରାଜ୍ୟରେ ଏଭଳି…
ଏବେ ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିଲା । ଆସନ୍ତା ୪ ଦିନ ବିଶେଷ ବର୍ଷାର ସମ୍ଭାବନା ନାହିଁ । କାରଣ ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ ଅଛି । ଅଗଷ୍ଟ ୫ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି…
ଏବେ ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଯାହାକୁ ନେଇ ଆସନ୍ତା ତିନି ଦିନ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ।…
ଏବେ ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଯାହାକୁ ନେଇ ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ହାଲୁକା ବର୍ଷା ହେବ ।…
ଏବେ ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ମଙ୍ଗଳବାର ୬ ଜିଲ୍ଲାରେ କାଚିବ ବର୍ଷା ।…
ଏବେ ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ସୋମବାର ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ।…
ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ । ପରେ ୨୬ ତାରିଖରୁ ପରବର୍ତୀ ସପ୍ତାହେ ଯାଏଁ ବିଶେଷ ବର୍ଷାର ସମ୍ଭାବନା ନାହିଁ ।…
ଏବେ ବହୁ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଆସନ୍ତାକାଲି ଠୁ ପୁଣି ୩ ଦିନ ଧରି ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ । ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ ।…
ଏବେ ବହୁ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ହେଉଛି । ଆସନ୍ତାକାଲି ଠୁ ପୁଣି ୩ ଦିନ ଧରି ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଯାହାକୁ ନେଇ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ…
ଏବେ ବହୁ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ହେଉଛି । ଜୁଲାଇ ୨୧ ତାରିଖରେ ଅଧିକ ବର୍ଷା ଅଛି ।…
ଉପକୂଳ ଓଡିଶା ଅଞ୍ଚଳରେ ଥିବା ଲଘୁଚାପ କ୍ରମଶଃ ବହୁ ଦୁର୍ବଳ ହେଉଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ହିଁ ଉତ୍ତର ଭାରତକୁ ମୁହାଁଇପାରେ ବୋଲି କୁହାଯାଉଛି । ଯାହାକୁ ନେଇ ସୋମବାର ଦିନ 8ଟି ଜିଲ୍ଲାରେ ବର୍ଷା…
ଏବେ ରାଜ୍ୟରେ ବର୍ଷା ଜାରି ରହିବ । ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଛି ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।…
ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଛି ଲଘୁଚାପ । ଯାହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।…
ଓଡିଶାର ଦକ୍ଷିଣ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବ । ରାଜ୍ୟରେ ଆସନ୍ତା ୧୭ ତାରିଖ ଯାଏଁ ବର୍ଷା ଲାଗି ରହିବ । ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ ।…
ରାଜ୍ୟରେ ଏବେ ଉଭୟ ଲଘୁଚାପ ଓ ମୌସୁମୀଜନିତ ବର୍ଷା ଜାରି ରହିଛି । ଆଜି ବୁଧବାର ରାଜ୍ୟର ୧୬ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ।…
୧୪ ତାରିଖ ଓ ୧୫ ତାରିଖ ରାଜ୍ୟରେ ବର୍ଷା ବିତ୍ପାତ କରିବ । ଆଜି ରାଜ୍ୟର ୧୫ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବ ।…
ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଛି । ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ଅଧିକ ବର୍ଷା କରାଇବ । ଆସନ୍ତା ୫ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।…
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ତେବେ ବଙ୍ଗୋପସାଗରରେ ପୁଣି 2ଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶାରେ ୧୦ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ସମ୍ଭାବନା ରହିଛି ।…
ଉତ୍ତର ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଯୋଗୁଁ ସାରା ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)…
ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ସକାଳେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଛି । ଆସନ୍ତା ୪ ଦିନ ଯାଏଁ ପ୍ରବଳ ବର୍ଷା ଜାରି ରହିବ ବୋଲି…
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶାର ଉତ୍ତର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।…
ନିଅଣ୍ଟିଆ ବର୍ଷାରେ ସରିଗଲା ଜୁନ୍ । ତେବେ ଜୁଲାଇ ଆରମ୍ଭରୁ ରାଜ୍ୟରେ ପୁଣି ଦକ୍ଷିଣ-ପଶ୍ଚିମ ମୌସୁମୀସକ୍ରିୟ ହେବ ଓ ୧୦ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।…
ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଭଲ ବର୍ଷା ନାହିଁ । କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ । ରଥଯାତ୍ରାରେ ମୌସୁମୀ ପ୍ରଭାବରୁ ସାମାନ୍ୟ RAIN ହୋଇପାରେ । କିନ୍ତୁ ଲଗାଣ ବର୍ଷା ହେବାର ସମ୍ଭାବନା ନାହିଁ ।…
ଆଜି ବୁଧବାର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।…
ଜୁଲାଇ ୨ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।…
ମାସ ଶେଷ ବେଳକୁ ଓଡ଼ିଶା ନିକଟବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାସମ୍ଭାବନା ରହିଛି । ୧ ତାରିଖରୁ ୭ ତାରିଖ ଭିତରେ ରାଜ୍ୟରେ…
ପୂର୍ବ ଝାଡ଼ଖଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ଆହୁରି ପ୍ରଭାବୀ ହେବ । ଏହାର ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଗୁରୁବାର ଅଧିକ…
ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ୨୩ ତାରିଖରୁ ବର୍ଷା ବଢ଼ିବ ।…
ଦୀର୍ଘ ଦିନ ଧରି ଲୁଚକାଳି ଖେଳିବା ପରେ ମୌସୁମୀ ପୂରା ଓଡ଼ିଶା ଛୁଇଁଛି । ଆଗରୁ ୬ ଜିଲ୍ଲା ସ୍ପର୍ଶ କରି ସୁପ୍ତ ହୋଇ ରହିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୋମବାର ବାକି ୨୪ ଜିଲ୍ଲାରେ ପ୍ରବେଶ କରିଛି ।…
ଆଜି ସୋମବାର ୬ ଜିଲ୍ଲାରେ ପ୍ରବଳ ବର୍ଷିବ । କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଯାଜପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ କଟକ ଜିଲ୍ଲାରେ ଅଧିକ ବର୍ଷା ହେବ । ସେହିଭଳି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ…
ଶେଷ ରଜରେ ରାଜ୍ୟବାସୀ ଓ ଚାଷୀଭାଇଙ୍କ ପାଇଁ ଖୁସି ଖବର । ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶା ଦେଇ ଏହା ପ୍ରବେଶ କରିଛି ।…
ମୌସୁମୀ ଦୁଆର ମୁହଁରେ ପହଞ୍ଚିଗଲାଣି । ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଏହାର ପ୍ରାକ୍ ସଙ୍କେତ ଦେଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ଯେ କୌଣସି ସମୟରେ ଓଡ଼ିଶା ମାଟି ଛୁଇଁବା ସମ୍ଭାବନା ଅଛି । ତେବେ ଚିନ୍ତାର ବିଷୟ…
ଆଜି ବୁଧବାର ଦିଲ୍ଲୀ-ଏନସିଆର ଓ ରାଜସ୍ଥାନ ସମେତ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ଦିଲ୍ଲୀ, ୟୁପି ଓ ଏହାର ଆଖପାଖ ଅଞ୍ଚଳରେ ବଜ୍ରପାତ ହେବାର ସମ୍ଭାବନା ରହିଛି ।…
ମୌସୁମୀ ଆସିବା ପୂର୍ବରୁ ଜଳୁଛି ଅଧା ଓଡ଼ିଶା । ସୋମବାର ଦିନ ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ୪୨ ଡିଗ୍ରି ଉପରେ ରହିଛି ୯ ସହରର ଦିନ ତାପମାତ୍ରା ।…
ଜୁନ୍ ଶେଷ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ମୌସୁମୀ ଡେରିରେ ପହଞ୍ଚିଲେ ବି ଅଧିକ ବର୍ଷା କରାଇବ । ଆସନ୍ତା ୧୭ ରେ ମୌସୁମୀ ଓଡ଼ିଶା ଛୁଇଁବ । ୧୭ ରୁ ୨୧ ଭିତରେ ଉପକୂଳ ଓ ଆଭ୍ୟନ୍ତରରେ…
ରାଜ୍ୟ ପ୍ରବାହିତ ହେଉଛି ଉତ୍ତପ୍ତ ଶୁଷ୍କ ବାୟୁ । ଆଜି ଶୁକ୍ରବାର ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବ । ଏଥିପାଇଁ ୭ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।…
ଓଡ଼ିଶାରେ ମୌସୁମୀ ଆସିବାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ପାଣିପାଗ ବିଭାଗ ଅନୁଯାୟୀ ଚଳିତ ବର୍ଷ ମୌସୁମୀ ପହଞ୍ଚିବାରେ ବିଳମ୍ବ ହେବାର ସମ୍ଭାବନା ଅଛି । ଭାରତ ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍…
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏ ନେଇ ସତର୍କ କରାଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…
ରାଜ୍ୟରେ ଆଗାମୀ ଦୁଇ ଦିନ ଗ୍ରୀଷ୍ମ ଲହରୀ ବହିବ । ମଙ୍ଗଳବାର ଓ ବୁଧବାର ଅସମ୍ଭାଳ ତାତି ହେବ ।…
ଅସହ୍ୟ ହେଉଛି ତାତି । ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ଜାରି ରହିଥିଲେ ବି ଗରମ ଓ ଗୁଳୁଗୁଳିରେ ରାଜ୍ୟବାସୀ ସନ୍ତୁଳି ହେଉଛନ୍ତି ।…
ନିସ୍ତାର ନାହିଁ । ପଶ୍ଚିମରୁ ଉପକୂଳ, ଦକ୍ଷିଣରୁ ଉତ୍ତର, ସାରା ଓଡ଼ିଶା କଲବଲ । ପାରଦ ୪୫ ଡିଗ୍ରୀ ପାଖାପାଖି ପହଞ୍ଚିଯାଇଛି । ଗୁଳୁଗୁଳି ବି ନୟାନ୍ତ କରୁଛି । ଏପଟେ ମୌସୁମୀ ଆଶା ଘୁଞ୍ଚିବାରେ ଲାଗିଛି । ରଜ ଆଗରୁ…
ଚାଷୀ ଙ୍କ ପାଇଁ ଭଲ ଖବର । ଚଳିତ ବର୍ଷ ଭଲ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । IMDର ଭବିଷ୍ୟବାଣୀ ଅନୁସାରେ ଚଳିତ ବର୍ଷ ଅଧିକ ଓ ଭଲ ବର୍ଷା ହେବ ।…
ଜୁନ୍ ମାସରେ ଓଡ଼ିଶାରେ ଭଲ ବର୍ଷା ହେବ । ଏହାସହ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ମିଶ୍ରିତ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । କେଉଁଠି ସ୍ୱାଭାବିକଠାରୁ ଅଧିକ ତ ଆଉ କେଉଁଠି ସ୍ୱାଭାବିକଠାରୁ କମ୍ ବର୍ଷା ହେବ ।…
ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା । ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…
ଆଜି ସୋମବାର କେରଳର ଅନେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଛି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ପାଗ ଅନୁକୂଳ ରହିଲେ, ଜୁନ୍ ୮ ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁପାରେ ବୋଲି ଆକଳନ…
୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ସତର୍କ କରାଯାଇଥିବା ବେଳେ ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ…
ମେ’୩୦ ଯାଏଁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ଲାଗି ରହିବ । ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ ।…
ରାଜ୍ୟରେ କାଳବୈଶାଖୀ ପ୍ରକୋପ ଜାରି ରହିଥିବା ବେଳେ ଆସନ୍ତାକାଲି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ସମଗ୍ର ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅଞ୍ଚଳରେ ବୁଧବାର ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନାକୁ ନେଇ ହିଁ ୟେଲୋ…
ବିଳମ୍ବିତ ରାତିରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ପବନ ସହିତ ଝିପଝିପ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ରାତି ୩ ଟା ସମୟରେ ରାଜଧାନୀରେ ପବନ ସହିତ ବିଜୁଳି ମାରିବା ଆରମ୍ଭ କରିଥିଲା । ପରେ…
ସୋମବାର ଠୁ ଉପକୂଳ ଓଡ଼ିଶାରେ ବଢ଼ିବ ତାତି । ଅଧିକ ଖରା ନ ହେଲେ ବି ଗୁଳୁଗୁଳି ହେବ । ଦିନବେଳା ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ବଢ଼ିପାରେ । ତେବେ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ…
ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ ଉପରେ ରହୁଛି । ପାଣିପାଗ ବିଭାଗ ଅନୁଯାୟୀ ସୁବର୍ଣ୍ଣପୁର ସବୁଠୁ ଉତପ୍ତ ସହର ଭାବରେ ପରିଗଣିତ ହୋଇଛି ।…
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।…
ରାଜ୍ୟରେ ଦୁଇ ଦିନ ବର୍ଷା ହୋଇପାରେ । କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ।…
ଚଳିତ ବର୍ଷ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିପାରେ । ଏନେଇ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ପୂର୍ବରୁ କୁହାଯାଇଥିଲା ଯେ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ । କିନ୍ତୁ ଏଥର ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ…
ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।…
ଖୁବ ଶୀଘ୍ର ତାତିରୁ ମିଳିବ ତ୍ରାହି । ଏଥର ଆଗୁଆ ଆସିପାରେ ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶରେ ଦକ୍ଷିଣ -ପଶ୍ଚିମ ମୌସୁମୀ ଆଗମନର ସମ୍ଭାବନା ରହିଥଇବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।…
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ । ସମ୍ଭବତଃ ଆସନ୍ତା ୩/୪ ଦିନ ଭିତରେ ଲଘୁଚାପ ସୃଷ୍ଟି ହୋଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଡେଲ୍ ସମ୍ଭାବ୍ୟ ଲଘୁଚାପ ନେଇ ପୂର୍ବାନୁମାନ କରିଛି ।…
ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ସୋମବାର ସକାଳ ଆଠଟାରୁ ମଙ୍ଗଳବାର ସକାଳ ଆଠଟା ମଧ୍ୟରେ ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ୧୫ଟି ଜିଲ୍ଲାରେ ଘଡଘଡି, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି ।…
ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ପୂର୍ବ ଜଳୁଛି । ତ୍ରାହି ନାହିଁ । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ତାତି । ଆଭ୍ୟନ୍ତରୀଣରେ ଝାଞ୍ଜି ପିଟୁଥିବାବେଳେ ଉପକୂଳରେ ବଢ଼ିଲାଣି ଗୁଳୁଗୁଳି । ୩ ଦିନ ପରେ ମିଳିପାରେ ସାମାନ୍ୟ ଆଶ୍ୱସ୍ତି ।…
ସବୁଦିନ ସେଇ ସମାନ ଅବସ୍ଥା । ସକାଳ ୯ ଟାରୁ ଆରମ୍ଭ ହୋଇଯାଉଛି ଅଗ୍ନି ବର୍ଷା । ଦିନ ତମାମ ଜାଳୁଛି, ଭାଜୁଛି । ଆଭ୍ୟନ୍ତରୀଣରେ ଝାଞ୍ଜି ପିଟୁଥିବାବେଳେ ଉପକୂଳରେ ବଢ଼ିଲାଣି ଗୁଳୁଗୁଳି । ଆଉ କେତେ ଦିନ ଏମିତି କଲବଲ…
ବୁଧବାର ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓ ଉତ୍ତର ଓଡିଶାରେ ଝଡତୋଫାନ ସହ ବର୍ଷା ହେବ ବୋଲି ସୂଚନା ମିଳିଛି ।…
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । କେଉଁଠି ଅସହ୍ୟ ଗୁଳୁଗୁଳି କେଉଁଠି ତତଲା ପବନରେ ସନ୍ତୁଳି ହେଉଛନ୍ତି ଲୋକେ । ସେପଟେ ପାଣିପାଗ ବିଭାଗ ଆକଳନ କରି କହିଛି, ଆଗାମୀ…
ଜାଳିବ, ଭାଜିବ… ସନ୍ତୁଳି ଦେବ । ଆହୁରି ପ୍ରାୟ ସପ୍ତାହେ ଏମିତି ଛଟପଟ କରିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ବର୍ତ୍ତମାନ ତାତିରୁ ଟିକିଏ ବି ନିସ୍ତାର ଆଶା ଦେଖାଯାଉନି । ଉପକୂଳ ଯେମିତି ସିଝୁଛି, ସିଝିବ ।…
ଏବେ ନିର୍ଘାତ୍ ଖରା ପ୍ରକୋପରୁ ଟିକିଏ ଆଶ୍ୱସ୍ତି ମିଳିଛି । ରାଜ୍ୟ ତମାମ ଖସିଛି ପାରଦ । ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବହୁ ମାତ୍ରାରେ କମିଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟ କମିଛି । ଦିନେ ୨ ଦିନ ରାଜ୍ୟର ବିଭିନ୍ନ…
୨୨ ତାରିଖରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ଅଛି । କେତେକ ଜାଗାରେ ଧୂଳିଝଡ଼, ବଜ୍ରପାତ ସହ ୪୦-୫୦ କିମି ବେଗରେ ପବନ ଆଶଙ୍କା ଅଛି ।…
ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି ।…
ତତଲା ପ୍ରହାରରେ ଛଟପଟ ସାରା ଓଡ଼ିଶା । ଦିନ ୧୦ ଟା ପରେ ପଦାକୁ ବାହାରିଲେ ଦେହ ହାତ ଯେମିତି ପୋଡ଼ିଯାଉଛି । ଶୂନ୍ୟରୁ ତତଲା ପ୍ରହାର ବାଜିଲା ଭଳି ଅନୁଭୂତ ହେଉଛି । ସୋମବାର ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱର…
ଗ୍ରୀଷ୍ମ ଜ୍ୱାଳା ଥଣ୍ଡା ପଡ଼ିବାର ନାଁ ନେଉନି । ଦିନକୁ ଦିନ ତାତିର ପ୍ରକୋପ ଆହୁରି ପ୍ରଚଣ୍ଡ ହେଉଛି । ରାଜ୍ୟରେ ଆହୁରି ୫ଦିନ ତାତି ଜାରି ରହିବ । ଅଧିକାଂଶ ସ୍ଥାନରେ ଏହା ୪୦ଡିଗ୍ରୀ ପାର୍ କରିବ ।…
ଆଜି ଠାରୁ ଆଗାମୀ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି ।…
ରାଜ୍ୟରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ । ଗତ କିଛି ଦିନ ହେବ ପାରଦ ବଢିବାରେ ଲାଗିଛି । ଭୀଷଣ ଗରମରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ । ଦିନ ବେଳେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି ।…
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଗତ କିଛିଦିନ ହେବ ପାରଦ ବଢିବାରେ ଲାଗିଛି । ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ । ସକାଳ ୧୦ଟା ହେଲେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି ।…
ରାଜ୍ୟର ଅଧିକାଂଶ ସହର ରବିବାର ପୁଣି ଉତ୍ତପ୍ତ ହୋଇଛି । ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଯାଇଛି । ସୋନପୁରର ତାପମାତ୍ରା ସର୍ବାଧିକ ୪୨.୩ ଡିଗ୍ରୀ ରହିଛି ।…
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ୧୦ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ସତର୍କତା ଅବଲମ୍ୱନ କରିବାକୁ ବିଭାଗ ପରାମର୍ଶ ଦେଇଛି ।…
ଶୀତ ଦିନ ଭଳି ଖରାଦିନେ ବି ବର୍ଷିବ । ପଶ୍ଚିମାଝଡ ଭଳି ଆସୁଛି କାଳବୈଶାଖୀ ବର୍ଷା । ରାଜ୍ୟକୁ ଗ୍ରୀଷ୍ମ ତାଣ୍ଡବ ଭିତରେ ବି ମିଳିବ ଆଶ୍ବସ୍ତି ।…
ଶୁକ୍ରବାର ଓ ଶନିବାର ଗ୍ରୀଷ୍ମ ପ୍ରଭାବ ଜାରି ରହିବ। ଆସନ୍ତା ୩ ଓ ୪ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବର୍ଷା ଯୋଗୁ ତାତିରୁ ଆଶ୍ୱସ୍ତି ମିଳିବ ।…
ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଗକୁ ରାଜ୍ୟରେ ତାତି ଆହୁରି ବଢିବ । ଆସନ୍ତା ତିନି ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ ।…
ଏବେ ଗ୍ରୀଷ୍ମର ନିଷ୍ଠୁର ରାଜୁତି ଆରମ୍ଭ ହୋଇଯାଇଛି । ଭୀଷଣ ତାତି ଅସ୍ତବ୍ୟସ୍ତ କଲାଣି । ଆଭ୍ୟନ୍ତରୀଣ ଅଞ୍ଚଳରେ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧିରେ ଛଟପଟ ହେଉଛି ଜନଜୀବନ ।…
ଡହଡହ ଖରା । ରାଜ୍ୟ ତମାମ ଏବେ ପ୍ରବଳ ଗରମ । ପାଣିପାଗ ବିଭାଗ ଚେତାଇ ଦେଲାଣି, ତାତି ଆହୁରି ବଢ଼ିବ । ଗୁରୁବାର ଠାରୁ ଅସମ୍ଭାଳ ହେବ ଗ୍ରୀଷ୍ମର ଜ୍ୱାଳା । ପାରଦ ଆହୁରି ୨-୩ ଡିଗ୍ରୀ ବଢ଼ିବ ।…
ରାଜ୍ୟରେ ଭୀଷଣ ଖରା ଜାରି ରହିଛି । ଆସନ୍ତା ୪ ରୁ ୫ ଦିନ ଯାଏ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ । ଫଳରେ ଗରମ ବଢିବ ।…
ସିଝିବେ ଆଭ୍ୟନ୍ତରୀଣ ଓଡ଼ିଶାବାସୀ । ସ୍ୱାଭାବିକ ଠୁ ବଢ଼ିବ ୨ ରୁ ୩ ଡିଗ୍ରୀ ସେଲସିୟସ୍ ତାତି (Hot) । ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି…
ପ୍ରଚଣ୍ଡ ଖରା ମଧ୍ୟରେ ଅଦିନିଆ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର କିଛି ଜିଲାରେ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।…
ରାଜ୍ୟରେ ପୁଣି ଆସିଲା ଅଦିନିଆ ବର୍ଷା । ବୁଧବାର ଠାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି ।…
ବଢ଼ୁଛି ତାପମାତ୍ରା । ରାଜ୍ୟର ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ କରାଯାଇଛି ।…
ଆସୁଛି ବର୍ଷର ପ୍ରଥମ ବାତ୍ୟା ‘ଆସାନୀ’ । ଆସନ୍ତା 24 ଘଣ୍ଟାରେ ଏହା ଅବପାତରେ ପରିଣତ ହୋଇ ବାତ୍ୟାରେ ପରିଣତ ହେବ ।…
ଓଡିଶା ଉପରେ ପ୍ରକୃତିର କୋପଦୃଷ୍ଟି ପଡିଛି । ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଆଗକୁ ବାତ୍ୟା ଆଶଙ୍କା ରହିଛି ।…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଆଶଙ୍କା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ।…
ଗ୍ରୀଷ୍ମର ପହିଲି ତାଉ ଆରମ୍ଭ ହୋଇ ଯାଇଥିବାବେଳେ ଉଙ୍କି ମାରିଲାଣି ବାତ୍ୟା ଆଶଙ୍କା । ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟ ସୃଷ୍ଟି ପାଇଁ ଦାନା ବାନ୍ଧିବ ।…
ରାଜ୍ୟ ବଢୁଛି ତାତି । ଟିଟିଲାଗଡ଼ରେ ରବିବାର ୩୮ ଡିଗ୍ରୀ ଛୁଇଁଛି । ଆଗକୁ ଆହୁରି ବଢିବ । ୩ ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା ।…
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଟାଣ ଖରା ହେଲେ ହେଁ ତାପମାତ୍ରା ବଢ଼ିବନି, ସ୍ଥିର ରହିବ । ବିଶେଷ ଗରମ କି ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ…
ଆସନ୍ତା ୧୪ ତାରିଖରୁ ୧୯ ତାରିଖ ଯାଏଁ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।…
ବର୍ତ୍ତମାନ ଠାରୁ ହିଁ କଲବଲ କଲାଣି ଖରା । ଆସନ୍ତା ସପ୍ତାହ ବେଳକୁ ଆହୁରି ତତେଇବ ତାତି । ଆସନ୍ତା ୧୪ ତାରିଖରୁ ୧୯ ତାରିଖ ଯାଏଁ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ ବୋଲି ସୂଚନା ଦେଇଛି ପାଣିପାଗ…
ଏବେ ଠାରୁ ହିଁ ଖରା କଲବଲ କଲାଣି । ଆସନ୍ତା ସପ୍ତାହ ବେଳକୁ ତତେଇବ ତାତି । ତାତିରେ ସନ୍ତୁଳି ହୋଇଯିବେ ରାଜଧାନୀବାସୀ । ଆସନ୍ତା ୧୪ ରୁ ୧୯ ତାରିଖ ଯାଏଁ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ…
ଏବେ ଠାରୁ ଗରମ ଅସ୍ତବ୍ୟସ୍ତ କଲାଣି । ଆସନ୍ତା ସପ୍ତାହ ବେଳକୁ ଛଟପଟ କରିବ । ତାତିରେ ସନ୍ତୁଳି ହୋଇଯିବେ ରାଜଧାନୀବାସୀ । ଆସନ୍ତା ୧୪ ରୁ ୧୯ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ ।…
ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଖରାଟିଆ ପାଗ ହେବା ସହିତ ତାପମାତ୍ରା ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ସବୁଠୁ ଉତ୍ତପ୍ତ ହେବ । ଚଳିତ ମାସ ୭ ତାରିଖରୁ ୧୨ ତାରିଖ ମଧ୍ୟରେ ଗରମ ଦ୍ରୁତ ଗତିରେ…
ଗ୍ରୀଷ୍ମ ରୁତୁକୁ ନେଇ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଆଶ୍ୱସ୍ତି ଆଣି ଦେଇଛି । ଓଡିଶାରେ ଏ ବର୍ଷ ଖରା ଦିନେ କମ୍ ଗରମ ଓ ଅଧିକ ବର୍ଷାର ସମ୍ଭାବନା ରହିଛି ।…
ଚଳିତ ବର୍ଷ ଖରା ଦିନେ କମ୍ ଗରମ ଓ ଅଧିକ ବର୍ଷାର ସମ୍ଭାବନା ରହିଛି । ଜୁନ୍ ଓ ଜୁଲାଇ ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।…
ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ବେଳେ ଉତ୍ତର ଉପକୂଳ ଓଡ଼ିଶା, ବିଶେଷକରି ଜଗତସିଂହପୁରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା ।…
ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ପୁଣି ଥରେ ବର୍ଷା ହେବ । ଆସନ୍ତାକାଲି ପାଗ ଶୁଖିଲା ରହିବା ସହିତ ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲା ଭଳି କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ ।…
ଆସୁଛି ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ପୁଣି ଥରେ ବର୍ଷା ହେବ । ଆଜି ତଥା ଶନିବାର ରାଜ୍ୟର 6 ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ।…
ଆସୁଛି ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ପୁଣି ଥରେ ବର୍ଷା ହେବ । ଆଜି ତଥା ଶୁକ୍ରବାର ରାଜ୍ୟର ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ।…
ଆସୁଛି ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ର ପ୍ରଭାବରେ ୨୪ ତାରିଖରୁ ରାଜ୍ୟରେ ପୁଣି ଥରେ ବର୍ଷା ହେବ । ୨୪ ତାରିଖ ଓ ୨୫ ତାରିଖରେ ପ୍ରବଳ ବର୍ଷା ହେବ ।…
ପଶ୍ଚିମା ଝଡ଼ର ପ୍ରଭାବରେ ୨୪ ତାରିଖରୁ ରାଜ୍ୟରେ ପୁଣି ଥରେ ବର୍ଷା ହେବ । ୨୪ ତାରିଖ ଓ ୨୫ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…
ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷିଛି । ଆସନ୍ତା ୨୪ ତାରିଖ ଓ ୨୫ ତାରିଖରେ ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବ ।…
ଶୀତ ଶେଷ ହେବା ପରେ ଦେଶର ଅନେକ ସ୍ଥାନରେ ବର୍ଷା (Rain)ହେବାକୁ ଯାଉଛି । ପାଣିପାଗ ବିଭାଗ (IMD)ଅନୁଯାୟୀ ଆସନ୍ତାକାଲି ଅର୍ଥାତ ରବିବାର ଠାରୁ ଦେଶର ପୂର୍ବ ଏବଂ ଉତ୍ତର ପୂର୍ବ ରାଜ୍ୟରେ ବର୍ଷା (Rain) ହୋଇପାରେ ।…
ଆସନ୍ତା ଦୁଇ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । 20 ତାରିଖ ଓ 21 ତାରିଖରେ କିଛି କିଛି ସ୍ଥାନରେ ବର୍ଷା (Rain) ହେବ ।…
ଆସନ୍ତା ୧୯ ତାରିଖରୁ ରାଜ୍ୟ odishaରେ ପାଗ ବଦଳିବ । ସନ୍ଧ୍ୟା ପରେ ରାଜ୍ୟକୁ ଉତ୍ତରା ପବନ ବଦଳରେ ବଙ୍ଗୋପସାଗରୀୟ ପବନ ବହିବ । ଏହାର ପ୍ରଭାବରେ କିଛି ସ୍ଥାନରେ ଛେଚିବ ବର୍ଷା (Rain) ।…
ଆସନ୍ତା ୧୮ ତାରିଖ ଓ ୧୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।…
୧୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ପଶ୍ଚିମା ଝଡ଼ ପ୍ରଭାବରେ ୧୬ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।…
ରାଜ୍ୟକୁ ଅଦିନିଆ ବର୍ଷା ଭୟ । ପିଛା ଛାଡୁନି ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ ପ୍ରଭାବରେ ୧୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି ।…
ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୫ ଡିଗ୍ରୀ କମିବ । ଆଜି ତଥା ଶୁକ୍ରବାର ଦାରିଙ୍ଗିବାଡ଼ିରେ ପାରଦ ୯.୫ ଡିଗ୍ରୀ ଥିଲା ।…
ରାଜ୍ୟରେ କିଛି ସ୍ଥାନରେ ଆଜି (ଶୁକ୍ରବାର)ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରି କହିଛନ୍ତି ।…
ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ଉପରବେଳା କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରି କହିଛନ୍ତି ।…
ରାଜ୍ୟରେ ଦୁଇଦିନ ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିବ । ବୁଧବାର ଠାରୁ ହାଲୁକା ବର୍ଷା ହେବ । ଗୁରୁବାର ବର୍ଷାର ପରିମାଣ ବୃଦ୍ଧି ପାଇବ ।…
ରାଜ୍ୟରେ ଏବେ ପଶ୍ଚିମା ଝଡ଼ ସକ୍ରିୟ ଅଛି । ଏହାର ପ୍ରଭାବରେ ୯ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ।…
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କୁହୁଡ଼ି ଅନୁଭୂତ ହେବ ।…
ପୁଣି ଭିଜିବ ଓଡିଶା । ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି…
ପୁଣି ଭିଜିବ ଓଡିଶା । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି ।…
ପୁଣି ଭିଜିବ ଓଡିଶା । ଆଜି ଠାରୁ ଦୁଇ ଦିନ ଯାଏଁ ପଶ୍ଚିମା-ଝଡ ଏବଂ ବଙ୍ଗୋପସାଗର ମଧ୍ୟରୁ ରାଜ୍ୟ ମୁହାଁ ଉଷ୍ମ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି ।…
ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିଛି । କିଛି ଦିନର ହାଡ ଭଙ୍ଗା ଜାଡ ପରେ ପାଗ ପ୍ରାୟ ସାମାନ୍ୟ ହୋଇଥିଲା । ଏହାର ଦୁଇ ଦିନ ନ ବିତୁଣୁ ବର୍ଷାର ଆଗମନ ହେବାକୁ ଯାଉଛି ।…
ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ଫେବୃଆରୀ ୩ ତାରିଖରୁ ରାଜ୍ୟରେ ବର୍ଷା ହେବ । ସୋନପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହୋଇପାରେ ।…
ରାଜ୍ୟରେ ଆଉ ଦୁଇ ଦିନ ଯାଏଁ ଶୀତ ଲହରୀ (Cold Wave) ଜାରି ରହିବ । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା-ଶୁଷ୍କ ବାୟୁ ।…
ଆହୁରି ଦୁଇ ଦିନ ଯାଏଁ ଶୀତ ଲହରୀ ପରିସ୍ଥିତି ସମ୍ଭାବନା ରହିଛି ।ଆହୁରି ଦୁଇ ଯାଏଁ ଥରିବ ଓଡିଶା, ୟେଲୋ ଆଲର୍ଟ ଜାରି ।…
ଶୁକ୍ରବାର, ଶନିବାର ଓ ରବିବାର ତିନି ଦିନ ରାଜ୍ୟରେ ଶୀତ ଲହରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ୨୮ ତାରିଖରେ ୬ଟି ଜିଲ୍ଲାରେ ଅଧିକ ଶୀତ ଏବଂ ହାଲୁକା କୁହୁଡି (Fog) ହେବ ବୋଲି ଆକଳନ ହୋଇଛି ।…
ରାଜ୍ୟକୁ (Odisha)ଫେରିବ ଶୀତର ଲହରୀ । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଥଣ୍ଡା (cold) ଅନୁଭୂତ ହେବ ।…
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା (Rain) । ବର୍ଷା (Rain)ପରେ ପୁଣି ଫେରିବ ଶୀତ(cold),ଢାଙ୍କିବ କୁହୁଡି ଚାଦର । ଉପାନ୍ତରୁ ଉପକୂଳ ଥରିବ ଓଡି଼ଶା (Odisha)।…
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା (Rain) ।…
ଓଡ଼ିଶା ପଶ୍ଚିମାଞ୍ଚଳରେ କିଛି ସ୍ଥାନରେ ଶନିବାର (Saturday)ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (Rain) ହେବାର ସମ୍ଭାବନା ରହିଛି ।…
ରାଜ୍ୟରେ ଶୁକ୍ରବାର (Friday) ଠାରୁ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ସମେତ କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ଆଶଙ୍କା ରହିଛି ।…
ଶୁକ୍ରବାର ଠୁ ରାଜ୍ୟକୁ ପୁଣି ଫେରିବ ବର୍ଷା । ଲଗାତର ଚାରି ଦିନ ପ୍ରବଳ ଶୀତ (Cold)ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପରେ ବର୍ଷାରେ ଭିଜିବ ଓଡିଶା ।…
ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନକୁ ଘନ କୁହୁଡି (Fog)ଜନିତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।…
ଏବେ ବର୍ଷା ପରେ ରାଜ୍ୟକୁ ଫେରିଲା ଶୀତ । ରାଜ୍ୟରେ ତିନି ଦିନ ଘନ କୁହୁଡି (Fog) ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।…
ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଜି (ଶନିବାର) ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା (Rain) ହୋଇପାରେ ।…
ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଉ ୨୪ ଘଣ୍ଟା ବର୍ଷିବ (Rainfall), ଆସନ୍ତା କାଲି ଅର୍ଥାତ ଜାନୁଆରୀ ୧୫ ଠାରୁ ବର୍ଷା ପରିମାଣ କମିବ ବୋଲି ସୂଚନା ମିଳିଛି । ବର୍ଷା କମିବା ପରେ କୁହୁଡି (Fog) ଫେରିବାର…
ପୌଷ ମାସର ଅଦିନିଆ ବର୍ଷା ଚାଷୀମାନଙ୍କୁ ପୁଣି କଷଣ ଦେଇଛି । ତୁହାକୁ ତୁହା ବର୍ଷା (Rain) ଓ କୁଆପଥର ମାଡ଼ ଯୋଗୁଁ ଧାନ ଏବଂ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।…
ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ଠୁ ବର୍ଷା (Rain) ଆରମ୍ଭ ହୋଇଯାଇଛି । ପଶ୍ଚିମ ଓଡ଼ିଶା ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ବର(Bhubaneswar)ରେ ବି ବର୍ଷିଛି । ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ…
ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ଠୁ ବର୍ଷା (Rain) ଆରମ୍ଭ ହୋଇଯାଇଛି । ପଶ୍ଚିମରେ ଠାଏ ଠାଏ ବର୍ଷା ହୋଇଛି । ସୁନ୍ଦରଗଡ଼ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା ଓ ସୋନପୁର ଜିଲ୍ଲାରେ ସ୍ୱଳ୍ପ ପରିମାଣରେ ବର୍ଷିଛି ।…
ଆସନ୍ତାକାଲି ସକାଳ ୮ ଟା ୩୦ ସମୟ ମଧ୍ୟରେ ନୂଆପଡା, ବରଗଡ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ଏବଂ ସୁନ୍ଦରଗଡ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain Fall) ସମ୍ଭାବନା ରହିଛି ।…
ଶୀତରେ ପୁଣି ପ୍ରବଳ ବର୍ଷିବ । ଆଜି (ଶନିବାର) ଠାରୁ ରାଜ୍ୟରେ ବର୍ଷା ହୋଇପାରେ ।…
ରାଜ୍ୟରେ ଏବେ ପାରଦ ଉପରମୁହାଁ ହୋଇଥିବା ବେଳେ ଗତକାଲି (ଗୁରୁବାର) ରାତିରେ ଶୀତ ଅପେକ୍ଷାକୃତ କମ୍ ରହିଥିଲା । ଧୀରେଧୀରେ ରାଜ୍ୟର ରାତି ତାପମାତ୍ରା ବଢ଼ିବ ଓ ଶୀତ କମିବ ।…
ଏଣିକି ବଦଳୁଛି ପାଣିପାଗର ମିଜାଜ । ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଚାରିଆଡେ ଘନ କୁହୁଡିର ଆସ୍ତରଣ ମଧ୍ଯ ଦେଖିବାକୁ ମିଳୁଛି । ଏଥି ସାଙ୍ଗକୁ ହାଲକା ହାଲକା ପବନ ବହିବା ସହିତ ଗଛ ଆଉ ପତ୍ରରେ…
ଏଣିକି ବଦଳୁଛି ପାଣିପାଗର ମିଜାଜ । ବଢ଼ିବ ତାପମାତ୍ରା, କମିବ ଶୀତ । ବର୍ଷା ପରେ ଶୀତ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ପୁଣି ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।…
ଆହୁରି ୩ ଦିନ ହାଡଥରା ଶୀତ । ମେଘୁଆ ପାଗ ପରେ ଏବେ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ରାଜ୍ୟରେ ଶୀତ ଆହୁରି ଜାରି ରହିବ । ଆସନ୍ତା ୩ ଦିନ ଯାଏଁ କିଛି ସ୍ଥାନରେ ରାତି…
ଓଡିଶାକୁ ଫେରିଲା ନାଇଟ କର୍ଫ୍ୟୁ, ରାତି ୧୦ ଟା ରୁ ଭୋର ୫ଟା ଯାଏଁ ସବୁ ବନ୍ଦ ରହିବ ।…
ଫେରିବ ଶୀତ । ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ କମିବାରେ ଲାଗିବ ତାପମାତ୍ରା । ବିଶେଷ କରି ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ପୁଣି ଜାଡ଼ ଲେଉଟିବ, ଫେରିବ ଶୀତ…
ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଆହୁରି ୮ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ବର୍ଷା ସହ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେବ ଜନଜୀବନ ।…
ରାଜ୍ୟରେ ଆଉ ୨ ଦିନ ବର୍ଷିବ ବର୍ଷା । ଆହୁରି ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ବର୍ଷା ସହ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେବ ଜନଜୀବନ ।…
ବଦଳିଲା ପାଗ, କମିଲା ଶୀତ । ରାଜ୍ୟକୁ ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଥିବାରୁ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି ।…
ଆଜି ଠୁ ଘନ କୁହୁଡି ସହିତ ପ୍ରବଳ ବର୍ଷା । ଆଜି(ସୋମବାର) ଠାରୁ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସୋମବାର ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ପ୍ରବଳ ବର୍ଷା ହେବା ନେଇ ହିଁ ପାଣିପାଗ ବିଭାଗ ଅନୁମାନ…
ରାଜ୍ୟରେ ଜାରି ରହିଛି ଶୀତଲହରୀ । ଉତ୍ତର ଦିଗରୁ ଥଣ୍ଡା ପବନ ବହିବାରୁ ପ୍ରବଳ ଥଣ୍ଡାରେ ଥରୁଛି ରାଜ୍ୟ । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଫୁଲବାଣୀ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ପ୍ରବଳ ଶୀତ ଅନୁଭୁତ ହେଉଛି ।…
ଦାରିଙ୍ଗବାଡ଼ିରେ ହାଡ଼ଭଙ୍ଗା ଶୀତ । ଦାରିଙ୍ଗବାଡି ଏବଂ ଫୁଲବାଣୀରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଦାରିଙ୍ଗବାଡ଼ିରେ ୩.୫ ଡିଗ୍ରୀକୁ ଖସିଲା ପାରଦ । ଲଗାତର ୨ ଦିନ ଧରି ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓ ଫୁଲବାଣୀ ।…
ବଢିବାରେ ଲାଗିଛି ଶୀତ, ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି । ବିଭିନ୍ନ ସ୍ଥାନରେ ରାତ୍ରୀ ତାପମାତ୍ରା ହ୍ରାସ ହେବା ସହିତ ରାଜ୍ୟରେ ପ୍ରବଳ ଥଣ୍ଡା ପବନ ବହିବାରେ ଲାଗିଛି ।…
ପ୍ରଚଣ୍ଡ ଜାଡର ମାଡ଼ରେ ଥରୁଛି ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ । ୧୧ଡିଗ୍ରୀ ତଳକୁ ଖସିଛି ରାଜ୍ୟର ୮ଟି ସହରର ତାପମାତ୍ରା ।…
ରାଜ୍ୟରେ ବଢୁଛି ଶୀତ । ଏଣିକି ଆହୁରି ବଢିବ ଶୀତର ପ୍ରକୋପ । ୧୯ ରୁ ୨୫ ଯାଏଁ ଜାଡ ଶୀତରେ ଥରିବେ ରାଜ୍ୟବାସୀ । ଫଳରେ ଆସନ୍ତା ସପ୍ତାହ ଯାଏଁ ରାଜ୍ୟକୁ ଥରାଇବ ଶୀତ । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ…