1. କୃଷି ଖବର

୨୦ ତାରିଖରେ ଲଘୁଚାପ! ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଥିବା ଘୂର୍ଣ୍ଣିବଳୟ ରୁ ପ୍ରଥମେ ଲଘୁଚାପ ଓ ପରେ ବର୍ଷା ଓ ବାତ୍ୟା ଭୟ । ଆସନ୍ତା 18 ତାରିଖରେ ସୃଷ୍ଟି ହେବାକୁ ଥିବା ଏହି ଘୁର୍ଣ୍ଣିବଳୟ 20ରୁ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ପ୍ରବଳ ବର୍ଷାର ସାମ୍ନା କରିବେ ରାଜ୍ୟବାସୀ ।

Sudesna Nayak
Sudesna Nayak
weather update in odisha low pressure over bay of bengal

weather update in odisha low pressure over bay of bengal

ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଥିବା ଘୂର୍ଣ୍ଣିବଳୟ ରୁ ପ୍ରଥମେ ଲଘୁଚାପ (low pressure) ଓ ପରେ ବର୍ଷା (Rain)ଓ ବାତ୍ୟା (cyclone)ଭୟ । ଆସନ୍ତା 18 ତାରିଖରେ ସୃଷ୍ଟି ହେବାକୁ ଥିବା ଏହି ଘୁର୍ଣ୍ଣିବଳୟ 20ରୁ ଲଘୁଚାପ (low pressure)ର ରୂପ ନେବ । ଏହାର ପ୍ରଭାବରେ ପ୍ରବଳ ବର୍ଷା (Rain) ର ସାମ୍ନା କରିବେ ରାଜ୍ୟବାସୀ ।

ସୂଚନା ଅନୁଯାୟୀ, ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ଆସନ୍ତା 18 ତାରିଖ ଯାଏଁ ପାଗ ଶୁଖିଲା ରହିବ । କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା (Rain) ହୋଇପାରେ । କିନ୍ତୁ ଆସନ୍ତା 18 ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

କହିବାକୁ ଗଲେ, ଆସୁଛି ଲଘୁଚାପ (low pressure),ଲୋକଙ୍କୁ ଘାରିଛି ବର୍ଷା (Rain) ଭୟ । ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୁର୍ଣ୍ଣିବଳୟ । ବାତ୍ୟା (cyclone)ର ନିର୍ଦ୍ଦିଷ୍ଟ ସୂଚନା ନଥିଲେ ବି ଲଘୁଚାପ (low pressure) ପ୍ରଭାବରେ 20 ତାରିଖରୁ ପ୍ରବଳ ବର୍ଷା (Rain)ର ସମ୍ଭାବନା ଅଛି ।

ପ୍ରକାଶ ଥାଉ ଯେ, 18 ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଏହା 20 ତାରିଖ ବେଳକୁ ଲଘୁଚାପ(low pressure)ରେ ପରିଣତ ହୋଇପାରେ ।

7 ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା ସମ୍ଭାବନା:IMD ଡିଜି

2 ଦିନ ରାଜ୍ୟରେ ହାଲୁକା ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments