1. କୃଷି ଖବର

ଆଜି ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ଆଜି ବୁଧବାର ନବରଙ୍ଗପୁର ଜିଲ୍ଲା,ଗଞ୍ଜାମ ଜିଲ୍ଲା,କଳାହାଣ୍ଡି ଜିଲ୍ଲା,ବାଲେଶ୍ୱର ଜିଲ୍ଲା,ମୟୂରଭଞ୍ଜ ଜିଲ୍ଲା,ବଲାଙ୍ଗିର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି ।

Sudesna Nayak
Sudesna Nayak
RAIN warning for several districts of odisha, Pic Credit: @mcbbsr

RAIN warning for several districts of odisha, Pic Credit: @mcbbsr

କିଛି ଦିନ ହେବ ରାଜ୍ଯରେ ପ୍ରବଳ ଗରମ ଏବଂ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ଯସ୍ତ କରିଦେଇଛି । ଏହାରି ଭିତରେ ଏବେ ଗରମ ଏବଂ ଅସହ୍ୟ ତାତିରୁ ଆଶ୍ୱସ୍ତି ଦେଇଛି ବର୍ଷା (RAIN ) । ଆଜି ବୁଧବାର ( Wednesday)ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା (RAIN) ସମ୍ଭାବନା ରହିଛି ରାଜ୍ୟର ବିଭିନ୍ନ ସ୍ଥାନରେ । ଜାଣନ୍ତୁ କେଉଁ ସବୁ ଜିଲ୍ଲାରେ ବର୍ଷା (RAIN)ହେବ....

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ଆଜି ବୁଧବାର (Wednesday)ନବରଙ୍ଗପୁର ଜିଲ୍ଲା,ଗଞ୍ଜାମ ଜିଲ୍ଲା,କଳାହାଣ୍ଡି ଜିଲ୍ଲା,ବାଲେଶ୍ୱର ଜିଲ୍ଲା,ମୟୂରଭଞ୍ଜ ଜିଲ୍ଲା,ବଲାଙ୍ଗିର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା (RAIN) ହୋଇପାରେ ବୋଲି କୁହାଯାଇଛି ।

ଜାଣିରଖନ୍ତୁ ଯେ, ରାଜଧାନୀ ଭୁବନେଶ୍ବର(BHUBANESWAR)ର ତାପାମତ୍ରା 42 ଡିଗ୍ରୀ ଅତିକ୍ରମ କରିଛି । ଅପରପକ୍ଷେ କଟକ(cuttack)ର ତାପାମତ୍ରା 41 ଡିଗ୍ରୀ । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ସନ୍ତୁଳି ହେବେ ସାରା ଓଡ଼ିଶା (odisha) ।

ପ୍ରକାଶ ଥାଉ ଯେ, ରାଜ୍ୟରେ ଆହୁରି 5 ଦିନ ପ୍ରବଳ ତାତି ହେବ, ଯାହା ଲୋକଙ୍କର କଷ୍ଟକୁ 2 ଗୁଣ ବଢ଼ାଇ ଦେବ । ପ୍ରବଳ ଗରମ ,ଅସହ୍ୟ ଗୁଳୁଗୁଳି ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଜଳୁଛି ସାରା ଓଡ଼ିଶା (odisha)

ରାଜ୍ୟରେ କାଳବୈଶାଖୀ ସମ୍ଭାବନା ; ଏହି ସବୁ ଜିଲ୍ଲାରେ ବର୍ଷା

ସଂଧ୍ୟା ସୁଦ୍ଧା ବାତ୍ୟା !

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments