1. କୃଷି ଖବର

ରାଜ୍ୟରେ କାଳବୈଶାଖୀ ସମ୍ଭାବନା ; ଏହି ସବୁ ଜିଲ୍ଲାରେ ବର୍ଷା

ଏବେ ସାରା ରାଜ୍ୟରେ ଅସହ୍ୟ ହେଉଛି ଗୁଳୁଗୁଳି ହେଉଛି । ଏହାରି ଭିତରେ ଏବେ ଗୁଳୁଗୁଳି ଏବଂ ଅସହ୍ୟ ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା । ଆଞ୍ଚଳିକ ପାଣିପାଗ ବିଭାଗର ମତ ଅନୁଯାୟୀ, ଆଜି ବୁଧବାର ଓ ଆସନ୍ତାକାଲି ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

Sudesna Nayak
Sudesna Nayak
Bhubaneswar Meteorological Centre issues thunderstorm warning for several districts of Odisha, Pic Credit: @mcbbsr

Bhubaneswar Meteorological Centre issues thunderstorm warning for several districts of Odisha, Pic Credit: @mcbbsr

ଏବେ ସାରା ରାଜ୍ୟରେ ଅସହ୍ୟ ହେଉଛି ଗୁଳୁଗୁଳି ହେଉଛି । ଏହାରି ଭିତରେ ଏବେ ଗୁଳୁଗୁଳି ଏବଂ ଅସହ୍ୟ ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ (thunderstorm warning)ବର୍ଷା । ଆଞ୍ଚଳିକ ପାଣିପାଗ ବିଭାଗର ମତ ଅନୁଯାୟୀ, ଆଜି ବୁଧବାର (Wednesday)ଓ ଆସନ୍ତାକାଲି ଗୁରୁବାର (Thursday)ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ (thunderstorm rain) ବର୍ଷା ହେବାର ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ବୁଧବାର (Wednesday)ଭଦ୍ରକ ଜିଲ୍ଲା , କେନ୍ଦୁଝର ଜିଲ୍ଲା , ଯାଜପୁର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲାର ଆଦି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ପବନ ବହିବାର ସମ୍ଭାବନା ରହିଛି । ପବନର ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ କିମି ସମ୍ଭାବନା ରହିବ ।

ଏହାପରେ ଆଉ ରାଜ୍ଯର ଆଉ କିଛି ଜିଲ୍ଲା ଅନୁଗୁଳ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, କଟକ ଜିଲ୍ଲା ,ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ସହ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଯାହାକୁ ନେଇ ୟେଲୋ ୱାର୍ଣ୍ଣିଂ (yellow warning)ମଧ୍ଯ ଜାରି କରାଯାଇଛି ।

ପ୍ରକାଶ ଥାଉ ଯେ, କିଛି ଦିନ ହେବ ରାଜ୍ଯରେ ଗୁଳୁଗୁଳି ସାଙ୍ଗକୁ ପ୍ରବଳ ଖରା ହେଉଥିଲା । ଯାହା କି ଲୋକଙ୍କର କଷ୍ଟକୁ 2 ଗୁଣ ବଢ଼ାଇ ଦେଇଥିଲା । କିନ୍ତୁ ବର୍ତ୍ତମାନ ଗୁଳୁଗୁଳି ଏବଂ ଅସହ୍ୟ ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ (thunderstorm warning)ବର୍ଷା ।

ସଂଧ୍ୟା ସୁଦ୍ଧା ବାତ୍ୟା !

ଆଜି ସୃଷ୍ଟି ହେବ ଲଘୁଚାପ....

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments