1. କୃଷି ଖବର

ଆହୁରି ୪ ଦିନ କାଳବୈଶାଖୀ,୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କାଳବୈଶାଖୀ ଯୋଗୁଁ ରାଜ୍ୟରେ ତାପମାତ୍ରା କମିଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନଅନୁଯାୟୀ, ରାଜ୍ୟରେ ଆହୁରି ୪ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ । ଯାହାକୁ ନେଇ ଭଦ୍ରକ ଜିଲ୍ଲା,ଢେଙ୍କାନାଳ ଜିଲ୍ଲା ,କଳାହାଣ୍ଡି ଜିଲ୍ଲା, କଟକ ଜିଲ୍ଲା ,ମୟୁରଭଞ୍ଜ ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ ।

Sudesna Nayak
Sudesna Nayak
odisha weather report thunderstorm activity major drop in temperatures across odisha rain predicted

odisha weather report thunderstorm activity major drop in temperatures across odisha rain predicted

କାଳବୈଶାଖୀ (thunderstorm)ଯୋଗୁଁ ରାଜ୍ୟରେ ତାପମାତ୍ରା କମିଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ ( imd)ଅନୁଯାୟୀ, ରାଜ୍ୟରେ ଆହୁରି ୪ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ (thunderstorm) । ଯାହାକୁ ନେଇ ଭଦ୍ରକ ଜିଲ୍ଲା,ଢେଙ୍କାନାଳ ଜିଲ୍ଲା ,କଳାହାଣ୍ଡି ଜିଲ୍ଲା, କଟକ ଜିଲ୍ଲା ,ମୟୁରଭଞ୍ଜ ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ (orange warning)ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ (imd)

ସୂଚନା ଅନୁଯାୟୀ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଙ୍ଗଳବାର (tuesday)ସକାଳ ଯାଏଁ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା (rain)ହେବ । କେତେକ କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବହୁ ଜୋରରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି ।

ଏଥିସହିତ ଜାଣିରଖନ୍ତୁ ଯେ, ଏପ୍ରିଲ 25ତାରିଖ , 26 ଓ 27 ତାରିଖରେ କାଳବୈଶାଖୀ (thunderstorm activity)ପ୍ରଭାବ ମଧ୍ୟ ଲାଗିରହିବା ନେଇ ପାଣିପାଗ କେନ୍ଦ୍ର (imd) ଆକଳନ କରିଛି । ଯାହାପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇପାରେ ​ବୋଲି ମଧ୍ଯ ସୂଚନା ମିଳିଛି ।

ପ୍ରକାଶ ଥାଉ ଯେ, ଆଜି ସକାଳ ସୋମବାର (monday) ୯ଟା ସୁଦ୍ଧା ଏହି ସହୁ ଜିଲ୍ଲା ଯଥା-ଯାଜପୁର ଜିଲ୍ଲା, ଗଞ୍ଜାମ ଜିଲ୍ଲା, କଟକ ଜିଲ୍ଲା ,କଟକ, ଢେଙ୍କାନାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଯାଜପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷା (rain)ହେବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ (imd) ।

ରାଜ୍ୟରେ କାଳବୈଶାଖୀ ଜାରି, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ

ଆଜିଠୁ ପାଣିପାଗରେ ପରିବର୍ତ୍ତନ, ଲାଗି ରହିବ ବର୍ଷା...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments