1. କୃଷି ଖବର

ସତର୍କ ସୂଚନା : ଆଜି ବି ବର୍ଷା

ଆଜି ସୋମବାର ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ଅପରାହ୍ନ ଆଡ଼କୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ୨୩ ଡିଗ୍ରି ମଧ୍ୟରେ ରହିବ ।

Sudesna Nayak
Sudesna Nayak
heavy rainfall in bhubaneswar

heavy rainfall in bhubaneswar

ଆଜି ସୋମବାର (MONDAY)ଭୁବନେଶ୍ବର (BHUBANESWAR)ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ଅପରାହ୍ନ ଆଡ଼କୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା (rain) ହେବ । ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ୨୩ ଡିଗ୍ରି ମଧ୍ୟରେ ରହିବ ।

ସୂଚନା ଅନୁଯାୟୀ, ଆଜି ସୋମବାର (MONDAY) ଠାରୁ ରାଜ୍ୟର ପାଗ ଶୁଖିଲା ରହିବ । ଖରା ଟାଣ ହେବ ଓ ତାପମାତ୍ରା ଧୀରେଧୀରେ ବଢ଼ିବାରେ ଲାଗିବ । ଅପରାହ୍ନ ଆଡ଼କୁ କାଳବୈଶାଖୀ (thunderstorm) ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଆଗକୁ ତାପମାତ୍ରା ଧୀରେ ଧୀରେ ବଢିବ । କାରଣ ଆଗକୁ ପଶ୍ଟିମା ଝଡର କୌଣସି ପ୍ରଭାବ ନାହିଁ ବେଲି ଆଞ୍ଚଳିକ ପାଣିପାଗ ବିଭାଗ (IMD)ଅନୁମାନ କରିଛି ।

ନିକଟରେ, ପଶ୍ଚିମାଝଡ଼ ପ୍ରଭାବରେ ଓଡ଼ିଶା (ODISHA) ର ଅନେକ ଜିଲ୍ଲାରେ ବର୍ଷା (rain) ଜାରି ରହିଥିଲା । ଓଡ଼ିଶା ସମେତ କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ମାଲକାନଗିରି ଜିଲ୍ଲା, ନବରଙ୍ଗପୁର ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା (heavy rain) ହୋଇଥିଲା ।

ପ୍ରକାଶ ଥାଉ ଯେ, ରବିବାର ଦିନ (SUNDAY)ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା (ODISHA)ର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା (rain) ହୋଇଯାଇଛି ।

ପଶ୍ଚିମା ଝଡ଼ ପ୍ରଭାବ : ସକାଳୁ ସକାଳୁ ଘଡଘଡି ସହ ବର୍ଷା

ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments