1. କୃଷି ଖବର

ଏଥର କମ ରହିବ ମୌସୁମୀ ବର୍ଷା: ପାଣିପାଗ ବିଶେଷଜ୍ଞଙ୍କ ସୂଚନା

ଚଳିତ ବର୍ଷ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିପାରେ । ଏନେଇ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ପୂର୍ବରୁ କୁହାଯାଇଥିଲା ଯେ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ । କିନ୍ତୁ ଏଥର ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି । ବିଶେଷକରି ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ମୌସୁମୀ ବର୍ଷା କମ୍ ରହିବ ।

Sudesna Nayak
Sudesna Nayak
There will be less monsoon this year

There will be less monsoon this year

ଚଳିତ ବର୍ଷ ରାଜ୍ୟରେ ବର୍ଷା (RAIN)ର ପରିମାଣ କମ୍ ରହିପାରେ । ଏନେଇ ପାଣିପାଗ ବିଶେଷଜ୍ଞ (IMD)ସୂଚନା ଦେଇଛନ୍ତି । ପୂର୍ବରୁ କୁହାଯାଇଥିଲା ଯେ ଚଳିତ ବର୍ଷ ସ୍ୱାଭାବିକ ବର୍ଷା (RAIN) ହେବ । କିନ୍ତୁ ଏଥର ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି । ବିଶେଷକରି ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ମୌସୁମୀ (Monsoon)ବର୍ଷା କମ୍ ରହିବ ।

ସୂଚନା ଅନୁଯାୟୀ, ଜୁନ୍ (June)ମାସରେ ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା (RAIN)କମ୍ ହେବାର ଆଶଙ୍କା ରହିଥିବା ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ (IMD)। ମୌସୁମୀ (Monsoon)ଋତୁରେ ମେଘ ସୃଷ୍ଟି ହେବ ଏବଂ ତାପମାତ୍ରା କମିବ । କିନ୍ତୁ ବର୍ଷା (RAIN)ର କମ୍ ହେବ ।

କେବଳ ପରିଚଳନ ଜନିତ ବର୍ଷା (RAIN) ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଦକ୍ଷିଣ- ପଶ୍ଚିମ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚି ସାରିଛି ।

ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ସମେତ ଏହାର ଆଖପାଖ ଅଞ୍ଚଳରେ ମୌସୁମୀ ବର୍ଷା (RAIN) ହୋଇଛି । ପାଗ ଅନୁକୂଳ ଥିବାରୁ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବ । ତେଣୁ ଓଡ଼ିଶା (ODISHA)କୁ ମଧ୍ୟ ମୌସୁମୀ ଆଗୁଆ ଆସିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି ।

ସେପଟେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ (HEAT WAVE) । ଅସହ୍ୟ ଗରମରେ ଡହଡହ ହେଉଛି ସାରା ଓଡ଼ିଶା (ODISHA) । ଆଗାମୀ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ (HEAT WAVE) ଜାରି ରହିବ ।

ପ୍ରକାଶ ଥାଉ ଯେ, ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଭାରତୀୟ ତଥା ଚାଷୀକୂଳ ପାଇଁ ଖୁସି ଖବର । ଗରମରୁ ଖୁବଶୀଘ୍ର ମିଳିବ ଆଶ୍ବସ୍ତି । କାରଣ ଏଥର ସଅଳ ଆସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ (Monsoon)ବାୟୁ ।

୨୦ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା

ଏଥର ଆଗୁଆ ଆସିବ ମୌସୁମୀ, ୭ରେ ଛୁଇଁବ ଓଡ଼ିଶା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments