1. କୃଷି ଖବର

ଆସନ୍ତାକାଲି ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଏବେ ବହୁ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ହେଉଛି । ଆସନ୍ତାକାଲି ଠୁ ପୁଣି ୩ ଦିନ ଧରି ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଯାହାକୁ ନେଇ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି ।

Sudesna Nayak
Sudesna Nayak
rain next 3 days in odisha

rain next 3 days in odisha

ଏବେ ବହୁ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା (RAIN)ହେଉଛି । ଆସନ୍ତାକାଲି ଠୁ ପୁଣି ୩ ଦିନ ଧରି ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା (RAIN)ହୋଇପାରେ । ଯାହାକୁ ନେଇ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (RAIN)ସମ୍ଭାବନା ମଧ୍ୟ ରହିଛି ।

ସୂଚନା ଅନୁଯାୟୀ, ମୌସୁମୀ (Monsoon)ଦୁର୍ବଳ ଥିବାରୁ ଆଜି ବୁଧବାର (Wednesday)ରାଜ୍ୟରେ ବିଶେଷ ବର୍ଷା (RAIN)ସମ୍ଭାବନା ନାହିଁ । କେବଳ କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (RAIN)ହୋଇପାରେ ।

ଜୁଲାଇ ୨୧ ତାରିଖରେ ଅଧିକ ବର୍ଷା (RAIN)ଅଛି । ଆଭ୍ୟନ୍ତରୀଣ ଓଡ଼ିଶା (Odisha)ର କିଛି ସ୍ଥାନରେ ପ୍ରବଳ ବର୍ଷା (RAIN)ହୋଇପାରେ ବୋଲି ପାଣିପାଗ ବିଭାଗ (IMD)ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି । ଜୁଲାଇ ୨୨ ତାରିଖ ଏବଂ ଜୁଲାଇ ୨୩ ତାରିଖରେ ବର୍ଷା (RAIN)ର ପରିମାଣ ଆହୁରି ବଢ଼ିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଆସନ୍ତାକାଲି ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (RAIN) ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶା (Odisha)ରେ ଘଡ଼ଘଡ଼ି ସହ ବର୍ଷା (RAIN)ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (RAIN)ସମ୍ଭାବନା ମଧ୍ୟ ରହିଛି ।

ପ୍ରକାଶ ଥାଉ ଯେ, ଏବେ ବହୁ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା (RAIN)ହଉଛି । ଯାହାକୁ ନେଇ ଲୋକମାନଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି ।

ଜୁଲାଇ ୨୧ରୁ ପୁଣି ଭିଜିବ ଓଡିଶା

ସୋମବାର ଏହି ସବୁ ଜିଲ୍ଲାରେ ହେବ ବର୍ଷା,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments