1. କୃଷି ଖବର

ଛାଡିବନି ବର୍ଷା, ଭିଜିବ ଗଜଲକ୍ଷ୍ନୀ ପୂଜା!

ଗତ କିଛିଦିନ ଧରି ରାଜ୍ୟରେ ଲଗାତାର ଭାବେ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ ପୂଜା ମାହୋଲ ପୁରା ଫିକା ହୋଇଯାଇଛି । ବର୍ଷା ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆସନ୍ତା ୯ ତାରିଖ ଯାଏଁ ବର୍ଷା ଲାଗି ରହିବ । ଗଜଲକ୍ଷ୍ନୀ ପୂଜାରେ ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।

Sudesna Nayak
Sudesna Nayak
weather report news rainfall continue in odisha till 9 october

weather report news rainfall continue in odisha till 9 october

ଗତ କିଛିଦିନ ଧରି ରାଜ୍ୟରେ ଲଗାତାର ଭାବେ ବର୍ଷା (Rain) ଲାଗି ରହିଛି । ବର୍ଷା (Rain) ଯୋଗୁ ପୂଜା ମାହୋଲ ପୁରା ଫିକା ହୋଇଯାଇଛି । ବର୍ଷା (Rain)ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆସନ୍ତା ୯ ତାରିଖ ଯାଏଁ ବର୍ଷା (Rain)ଲାଗି ରହିବ । ଗଜଲକ୍ଷ୍ନୀ ପୂଜାରେ ମଧ୍ୟ କିଛି ସ୍ଥାନରେ ବର୍ଷା (Rain)ସମ୍ଭାବନା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, ତୁହାକୁ ତୁହା ବର୍ଷା (Rain)। ନିର୍ଦ୍ଧୁମ ବର୍ଷା (Rain)ରେ ଭାସିଲା ଟ୍ୱିନସିଟି କଟକ (Cuttack)ଓ ଭୁବନେଶ୍ୱର (Bhubaneswar)। ଗୁରୁବାର (Thursday) ଏମିତି ବର୍ଷା (Rain)ହେଲା ଯେ ବର୍ଷାରେ ପୁରା ଭିଜିଗଲା ଭସାଣ ଉତ୍ସବ ।

ଶୁକ୍ରବାର (Friday)ଉପକୂଳ ଓଡ଼ିଶା (odisha)ର ଅଳ୍ପ କେତେକ ସ୍ଥାନରେ ବର୍ଷା (Rain) ହୋଇପାରେ । ଅକ୍ଟୋବର 8 ରେ ଦକ୍ଷିଣ ଓଡ଼ିଶା (odisha)ର ଅଳ୍ପ କିଛି ଜାଗାରେ ବର୍ଷା (Rain​)ସମ୍ଭାବନା ଅଛି । ଅକ୍ଟୋବର 9ରେ ଅନେକ ଜାଗାରେ ବର୍ଷା (Rain) ସମ୍ଭାବନା ଥିବାବେଳେ ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ପୁରୀ ଜିଲ୍ଲା, ରାୟଗଡ଼ା ଜିଲ୍ଲା ଓ କୋରାପୁଟ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା (Rain)ଛେଚିପାରେ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରାଯାଇଛି ।

ପ୍ରକାଶ ଥାଉ ଯେ, କହିବାକୁ ଗଲେ, ଗତ 24 ଘଣ୍ଟାରେ କୋରାପୁଟ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା (Rain) ରେକର୍ଡ ହୋଇଛି ।

ଆଗାମୀ 48 ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା

ବର୍ଷା ପାଇଁ ଫିକା ଦଶହରା:12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments