1. କୃଷି ଖବର

ଆସନ୍ତା ୫ରୁ ବଢିବ ବର୍ଷା,୧୪ ଜିଲ୍ଲାରେ କାଚିବ

ଅଗଷ୍ଟ 5 ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । 10 ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ରହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

Sudesna Nayak
Sudesna Nayak
Wednesday RAIN in Odisha august

Wednesday RAIN in Odisha august

ଅଗଷ୍ଟ (August)5 ତାରିଖରୁ ରାଜ୍ୟରେ ବର୍ଷା (Rain)ର ପରିମାଣ ବଢିବ । 10 ଜିଲ୍ଲାରେ ପ୍ରବଳ ବର୍ଷା (Rain) ପାଇଁ ଚେତାବନୀ ଜାରି ରହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)।

ସୂଚନା ଅନୁଯାୟୀ, 6 ତାରିଖରେ ବର୍ଷା (Rain)ର ପରିମାଣ ବଢିବା ନେଇ ପାଣିପାଗ ବିଭାଗ (IMD) ଆକଳନ କରିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା (IMD) ନେଇ 5 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ (yellow Alert)ଜାରି କରାଯାଇଛି । ସେହିଭଳି ପ୍ରବଳ ବର୍ଷା (Rain)ନେଇ ୧୪ ଜିଲ୍ଲାକୁ ଓ୍ବାର୍ଣ୍ଣିଂ (yellow Alert) ଜାରି କରାଯାଇଛି ।

ଏବେ ତ ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଥିଲା । କିନ୍ତୁ ଆସନ୍ତା 3 ଦିନ ବିଶେଷ ବର୍ଷା (RAIN)ର ସମ୍ଭାବନା ନାହିଁ । କାରଣ ରାଜ୍ୟରେ ମୌସୁମୀ (Mansoon) ସ୍ଥିତି ଦୁର୍ବଳ ଅଛି । ଅଗଷ୍ଟ ୫ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଅଗଷ୍ଟ ୬ରେ ଲଘୁଚାପ!

ପ୍ରକାଶ ଥାଉ ଯେ, ଗତ 24 ଘଣ୍ଟାରେ 14 ସହରର ତାପମାତ୍ରା ୩୫ ଡ଼ିଗ୍ରୀ ଉପରେ ରହିଥିଲା । ଅଗଷ୍ଟ 6 ରେ ଆଉ ଏକ ଲଘୁଚାପ (low pressure) ସୃଷ୍ଟି ହେବ । ଶ୍ରାବଣ ମାସରେ ବର୍ଷା (RAIN) ହେବ ନାହିଁ ବୋଲି ପାଣିପାଗ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments