1. କୃଷି ଖବର

Rain in Odisha:27 ତାରିଖରେ ବଢ଼ିପାରେ ବର୍ଷା!

ଓଡ଼ିଶାରେ 27 ତାରିଖରେ ବର୍ଷା ବଢ଼ିପାରେ । ଆସନ୍ତା 27 ରୁ 3ଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣରେ ବର୍ଷା ପରିମାଣ ଅପେକ୍ଷାକୃତ ଅଧିକ ରହିବ ।

Sudesna Nayak
Sudesna Nayak
weather update Rain in Odisha September

weather update Rain in Odisha September

ଓଡ଼ିଶା (Odisha)ରେ 27 ତାରିଖରେ ବର୍ଷା (Rain)ବଢ଼ିପାରେ । ଆସନ୍ତା 27 ରୁ 3ଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶା (Odisha)ର ବିସ୍ତୃତ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା (Rain) ହୋଇପାରେ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣରେ ବର୍ଷା (Rain) ପରିମାଣ ଅପେକ୍ଷାକୃତ ଅଧିକ ରହିବ ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଓଡ଼ିଶା (Odisha)ରୁ ମୌସୁମୀ (Monsoon) ଶୀଘ୍ର ଯିବା ସମ୍ଭାବନା ନାହିଁ । ସାଧାରଣତଃ ଓଡ଼ିଶା (Odisha)ରୁ ମୌସୁମୀ (Monsoon) ପ୍ରତ୍ୟାବର୍ତ୍ତନ ସମୟ ଅକ୍ଟୋବର (October)ଦ୍ୱିତୀୟ ସପ୍ତାହ । ମାତ୍ର ଗତ ଦୁଇ ବର୍ଷ ହେବ ଏଥିରେ 10 ଦିନ ବିଳମ୍ବ ହେଉଛି ।

ଚଳିତ ବର୍ଷ ମଧ୍ଯ ମୌସୁମୀ (Monsoon) ଆଗୁଆ ପ୍ରତ୍ୟାବର୍ତ୍ତନ ସମ୍ଭାବନା ଦେଖାଯାଉନି । ସେପ୍ଟେମ୍ବର (September) ଓ ଅକ୍ଟୋବର (October) ମାସରେ ଉପକୂଳ ଓଡ଼ିଶା (Odisha)ରେ ଅଧିକ ବର୍ଷା (Rain)ହୋଇପାରେ ।

ପ୍ରକାଶ ଥାଉ ଯେ, ଆଗାମୀ 2 ସପ୍ତାହ ପର୍ଯ୍ୟନ୍ତ ଓଡ଼ିଶା (Odisha) ଉପକୂଳରେ ଲଘୁଚାପ (low pressure) ସମ୍ଭାବନା ନାହିଁ । ଯଦିଓ 30 ତାରିଖବେଳକୁ ତାମିଲନାଡ଼ୁ ଉପକୂଳରେ ଏକ ଲଘୁଚାପ (low pressure) ହୋଇପାରେ । କିନ୍ତୁ ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା କମ ଅଟେ ।

Rain in Odisha: ଆଜି ଠୁ 2 ଜିଲ୍ଲାରେ ପ୍ରବଳ ବର୍ଷା

Heavy Rainfall: ଆଜି 8 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments